Latest Odisha News

BREAKING NEWS

Browsing Category

ଆଲେଖ

ମୃତ୍ୟୁ ପଥରେ ନଦୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଖରା ଦିନେ ଟୋପାଏ ପାଣି ପାଇଁ ବ୍ୟସ୍ତ ହେଉଥିବା ଆମ ଦେଶ ବର୍ଷାର ଆରମ୍ଭରେ ପାଣିର ବହୁଳତାରେ ଚିତ୍କାର କରୁଥିବାର ଆମେ ଦେଖୁଛେ । ବର୍ଷା ଋତୁ ଆରମ୍ଭ ହେଉ ହେଉ ଅଧିକାଂଶ ରାଜ୍ୟ ବନ୍ୟାର ଦାଉରେ ବ୍ୟତିବ୍ୟସ୍ତ ହୋଇଯାଉଛନ୍ତି । ଖରା ଦିନେ…

କବିତା ପାଇଁ ନୋବେଲ ପୁରସ୍କାର, ହେଲେ କବିତା ପଢୁଥିବା ଲୋକ କାହାନ୍ତି??

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ସାହିତ୍ୟ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଯେତେବେଳେ ଆମେରିକାର କବି ଲୁଇସ ଗ୍ଳୁକଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଗଲା, ତାହା ଅନେକାଂଶରେ ଆଶ୍ଚର୍ଯ୍ୟଜନକ ଥିଲା। ପୃଥିବୀରେ କବିତା ଲେଖୁଥିବା ଲୋକଙ୍କ ସଂଖ୍ୟା ବଢୁଥିବା ବେଳେ କବିତା…

ଆମ ସମାଜ-ବିକାଶରେ ଆଦିବାସୀ-ଅବଦାନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଭାରତରେ ଓଡ଼ିଶା ହେଉଛି ସର୍ବାଧିକ ଆଦିବାସୀ-ଅଧ୍ୟୁଷିତ ପ୍ରଦେଶ । ୬୨ ସଂଖ୍ୟକ ଆଦିବାସୀ ବା ଆଦିମ ଜନଜାତି ଓଡ଼ିଶାରେ ବସବାସ କରୁଛନ୍ତି - ରାଜ୍ୟର ସମୁଦାୟ ଜନସଂଖ୍ୟାର ପ୍ରାୟ ୨୪ ଶତାଂଶ ହେବେ ଏମାନେ । ଦକ୍ଷିଣ-ପଶ୍ଚିମ ଓଡ଼ିଶା ବିଶେଷ କରି…

ଭାଇରସ୍ ନୁହେଁ, ଭୈରବୀର ଡାକ ଇୟେ!

ପୃଥବୀର ୨୦୦ଟି ଦେଶରେ ବର୍ତମାନ ‘କରୋନା’ର କୋକୁଆ ଭୟ । କେବଳ, ହଁ କେବଳ ମଣିଷ ଶରୀର ହିଁ ତା’ର ମୁଖ୍ୟ ଟାର୍ଗେଟ୍ । ମଣିଷ ଉପରେ କରୋନା ଏତେ କ୍ରୋଧାନ୍ୱିତ ଯେ, ସେ ଖୋଜିଖୋଜି ମଣିଷକୁ ହିଁ ଧରୁଛି । କରୋନାର ଏହି କ୍ରୁର ରୂପ ଦେଖି ସାଧାରଣରେ ଏବେ ଆଲୋଚନା-ମାଳିକା ବର୍ଣ୍ଣିତ ଭୈରବୀ ଏହି…

ଶିକ୍ଷା ସଂପର୍କ ଗଲା କୁଆଡ଼େ?

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଗଲା ସାତ ମାସ ହେଲା ପାଠପଢା ବେଶ ଅସହାୟ ଅବସ୍ଥାରେ ପଡ଼ି ରହିଛି । ପିଲା ପଢୁଛନ୍ତି କି ନାହିଁ, କିଏ ପଢାଉଛି, କଣ ପଢାଉଛି, ଯଦି ବି ପଢା ଯାଉଛି, ତାହା ପିଲାଙ୍କ ପାଖରେ ପହଂଚୁଛି କି ନାହିଁ-…

ଲେଖକର ପ୍ରତିବାଦ, ପ୍ରତିକ୍ରିୟା ଏବଂ କଳାଧର୍ମ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ସମାଜରେ ଘଟୁଥିବା ଘଟଣାସମ୍ପର୍କରେ ଖବର ପଢି, ତୁରନ୍ତ ତାର ପ୍ରତିକ୍ରିୟାରେ ଆମର ଲେଖକମାନେ କିଛି ଗୋଟାଏ ଲେଖି ପକାଉଛନ୍ତି। ଏ ପ୍ରକାର ପ୍ରତିକ୍ରିୟା ଉଚ୍ଚାଙ୍ଗ କଳା ବା କବିତା ପାଇଁ ଆବଶ୍ୟକ ନୁହେଁ ବୋଲି କେହି କେହି କହୁଛନ୍ତି। ତେବେ…

ରାଜନୀତି ନୁହେଁ ଖେଳଘର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ନିର୍ବାଚନ ପରେ ନିର୍ବାଚନ । ରାଜୀନତିର ମଇଦାନ ଯେପରି ପାଲଟିଯାଇଛି ରଣାଙ୍ଗନ । ଏ ଭୂମି ଭୋଗିଛି କେତେକେତେ କର୍ମର କଷଣ, ଧର୍ମର ଧର୍ଷଣ, ମର୍ମବିଦାରକ ଆତ୍ମବିଭାଜନ - ଶୁଣିଛି ଭାଗ୍ୟ ବଦଳାଇଦେବାର ଭୂରିଭୂରି ଭାଙ୍ଗଖିଆ ଭାଷ୍ୟ ଓ ଭାଷଣ –…

ଗାନ୍ଧୀଜୟନ୍ତୀ ପରେ…

ଗାନ୍ଧୀ ଜୟନ୍ତୀ ବଡ଼ ଧୁମ୍‌ଧାମ୍‌ରେ ସରିଲା, କେତେ ଯେ ୱେବିନାର ପ୍ରୋଗ୍ରାମ୍ ଆଉ କେତେ କ’ଣ ହେଲା ତା’ର ହିସାବ ରହିଲା ନାହିଁ । ଗାନ୍ଧିଜୀଙ୍କ ତିନି ମାଙ୍କଡ଼ କଥା ସମସ୍ତେ କହିଲେ, ତିନି ମାଙ୍କଡ଼ଙ୍କ କଥା ଆମେ ସମସ୍ତେ ଜାଣିଛେ । ପ୍ରଥମ ମାଙ୍କଡ଼ - ମୁଁ ଖରାପ କଥା କହିବି ନାହିଁ, ଦ୍ୱିତୀୟ…

ପାଣ୍ଡବାନାଂ ଧନଞ୍ଜୟଃ

“ବୃଷ୍ଣୀନାଂ ବାସୁଦେବୋଽସ୍ମି ପାଣ୍ଡବାନାଂ ଧନଞ୍ଜୟଃ ।” ଶ୍ରୀଗୀତାର ଦଶମ ଅଧ୍ୟାୟରେ ଶ୍ରୀଭଗବାନ କହୁଛନ୍ତି;- ବୃଷ୍ଣିବଂଶୀମାନଙ୍କ ମଧ୍ୟରେ ମୁଁ ବସୁଦେବ ପୁତ୍ର ବାସୁଦେବ, ପାଣ୍ଡବମାନଙ୍କ ମଧ୍ୟରେ ମୁଁ ଧନଞ୍ଜୟ, ଅର୍ଜୁନ । କେବେ କେବେ ମନରେ ପ୍ରଶ୍ନ ଉଠେ,- ପାଣ୍ଡବମାନଙ୍କମଧ୍ୟରେ…

ଲାଉଙ୍ଗିମାନଙ୍କ ସଂକଳ୍ପ ବନାମ କୁହାମୁଣ୍ଡା କପିଳା ସରକାର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ମଣିଷର ନିଷ୍ଠା ଓ ସଂକଳ୍ପ ସାମ୍‌ନାରେ ପାହାଡ଼ର ଦର୍ପ ବି ଚୁନା ହୋଇଯାଏ, ଏକଥା ପ୍ରମାଣ କରିଥିଲେ ବିହାରର ଦାଶରଥୀ ମାନ୍‌ଝି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା ଓ ତାଙ୍କ ଉପରେ ଗୋଟେ ବଲିଉଡ଼୍ ଚଳଚ୍ଚିତ୍ର ବି ନିର୍ମାଣ…