Latest Odisha News

BREAKING NEWS

Browsing Category

ଆଲେଖ

ଜଣେ ଅଧିକାରୀ ଏବଂ ନାୟକ

(ପ୍ରିୟବ୍ରତ ପଟ୍ଟନାୟକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି) ବାସ୍ତବରେ କହିବାକୁ ଗଲେ ସେ ବିଧିବଦ୍ଧ ଗୋଲାକଧନ୍ଦା ଏବଂ ସାଧାରଣ ମନୁଷ୍ୟର ଆବଶ୍ୟକତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିଥିଲେ। ଲୋକେ ତାଙ୍କ ପାଖକୁ ଅସମ୍ଭବକୁ ସମ୍ଭବ କରିବାର ଆଶା ନେଇ ଆସୁଥିଲେ କାରଣ ସେ ଯେକୌଣସି କାମ, ସ୍ଥାନ…

ସ୍କୁଲ ଶିକ୍ଷା ସମସ୍ୟା ଓ ସମାଧାନ

ଗଣମାଧ୍ୟମରେ ଏବେ ସ୍କୁଲ ଶିକ୍ଷାର ବିକଳ ଚିତ୍ର ସାମ୍ନାକୁ ଆସୁଛି । ଅନଲାଇନ ଶିକ୍ଷା ନାଁରେ ଗଣଶିକ୍ଷା ବିଭାଗ ଚଳେଇଥିବା ପ୍ରହସନରେ ୭୦ ପ୍ରତିଶତରୁ ଅଧିକ ପିଲା ସାମିଲ ହୋଇ ପାରୁ ନାହାନ୍ତି । ଏହା ହିଁ ବାସ୍ତବ ଚିତ୍ର । ଏହାକୁ ହୁଏତ ଗଣଶିକ୍ଷା ବିଭାଗ ମାନିପାରେ କିମ୍ବା ନିଜେ କରୁଥିବା…

ବିଦାୟ ବନ୍ଧୁ ବିଜୟ ! ବିଦାୟ !!

(ବିଜୟ ମହାନ୍ତିଙ୍କ ଦଶାହ ଅବସରରେ) ପାଣିଟାଙ୍କିର ସିଡି ଚଢି ଯାଉଥିଲି ଦିନେ । ମୁହଁ ଉପରକୁ କରି ଯୋରେଯୋରେ ଯାଉଥିଲି । ପାଣିଟାଙ୍କି ଆଉ ଦଶ ବାରଟି ସିଡି ପରେ ପରେ ଆସିବ । ଏତିକି ବେଳେ ମୁଁ କେତେବାଟ ଆସିଚି ବୋଲି ତଳକୁ ଚାହିଁଲା ବେଳକୁ ମୁଣ୍ଡ ବୁଲାଇଗଲା ମୋର । ମୁଁ ଏତେ ସିଡି ଚଢି ଏତେ…

ମହାମାରୀ ତାଲାବନ୍ଦରେ ରାସ୍ତାକଡ଼ରେ ଜୀବିକା

ରାଜଧାନୀରେ ରାସ୍ତା କଡରେ ଖାଦ୍ୟ ବିକ୍ରି ବ୍ୟବସାୟ ଏକ ମାଧ୍ୟମ ବଞ୍ଚିବାର। ସାଧାରଣତଃ ଜଳଖିଆ ଖାଇବା ପାଇଁ ବହୁତ ଭିଡ ହୁଏ ଏଭଳି ଦୋକାନଗୁଡିକରେ । କିନ୍ତୁ କରୋନା ମାଡରେ ଆଜି ପରିସ୍ଥିତି ଭିନ୍ନ । ଆଉ ଗ୍ରାହକଙ୍କ ଭିଡ ଜମୁନି କି ଭଲ ଦି ପଇସା ରୋଜଗାର ହଉନି । ଫେଲୁ ମଉସା । ରାସ୍ତା…

ଆଜି ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା, ସାତ ଦିନ ଧରି ହେବ ପାଳନ

ଝୁଲଣ ଯାତ୍ରା ଅବସରରେ କୁମାର ଭୀମସେନଙ୍କ ସ୍ୱତନ୍ତ୍ର ଉପସ୍ଥାପନା ଶ୍ରୀମନ୍ଦିରରେ ପାଳିତ ତ୍ରୟୋଦଶ ଯାତ୍ରା, ଉପଯାତ୍ରା ତଥା ଉତ୍ସବାଦି ମଧ୍ୟରେ ଝୁଲଣ ଯାତ୍ରା ଏକ ପ୍ରମୁଖ ଯାତ୍ରା ଅଟେ । ଏହି ଯାତ୍ରା ସାତ ଦିନ ବ୍ୟାପୀ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ଓ ଆଶ୍ରମରେ ଅନୁଷ୍ଠିତ…

ଦିଲୀପ ବେହୁରାଙ୍କ ସାଇକେଲ ଓ ଆମ ସାହିତ୍ୟର ଅଜଣା ଗତିପଥ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ପ୍ରସିଦ୍ଧ ଔପନ୍ୟାସିକ ଏଚ.ଜି.ୱେଲ୍ସଙ୍କର ଗୋଟେ ଉପନ୍ୟାସ ଅଛି- The wheels of chance- A holiday adventure. ପୃଥିବୀରେ ଯେତେବେଳେ ନୂଆ ନୂଆ ବାଇ ସାଇକଲ ତିଆରି ହୋଇଥିଲା, ତା ପରର ପୃଷ୍ଠଭୂମିକୁ ନେଇ ଏ ଉପନ୍ୟାସ। ୱେଲ୍ସ ତାଙ୍କ ନାୟକର…

ଅସଲ ଲେଖକ ହିଁ ସମୟର ସେନାପତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଋଷିଆର ମହାନ୍ କଥାକାର ଗର୍କୀଙ୍କ ବିଶ୍ୱବିଖ୍ୟାତ ଉପନ୍ୟାସ ‘ମଦର୍‌’ । ଏ ଉପନ୍ୟାସର ମହାନାୟିକା ବାଟ ଚାଲିବାରେ ବିଶ୍ୱାସ କରୁଥିବା ସେଇ ମା, ଯିଏ ମୁଣ୍ଡେଇଥିବା ପସରା ଭିତରେ ସେଦିନ ଥିଲା ବିପ୍ଳବକୁ ଦୀର୍ଘଜୀବୀ କରିବା ପାଇଁ ପ୍ରେରଣା ଦାୟକ…

କରୋନା ଓ ପ୍ରକୃତି ପୂଜା

ଏ ସୁନ୍ଦର ସୃଷ୍ଟିର ସ୍ରଷ୍ଟା ହେଉଛନ୍ତି ଈଶ୍ୱର । ଯେଉଁ ଈଶ୍ୱର ଏ ମଣିଷକୁ ମାଗଣାରେ ଜଳ, ପବନ, ଅନୁପମ ନୀଳ ଆକାଶ, ବାସ କରିବା ପାଇଁ ପ୍ରଶସ୍ତ ପୃଥିବୀ, ଉପକାରରେ ଆସୁଥିବା ଅନେକ ଗଛଲତା, ଚନ୍ଦ୍ର ଓ ସୂର୍ଯ୍ୟ ଆଦି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି ସେଇ ସର୍ବ ଶକ୍ତିମାନ ଈଶ୍ୱରଙ୍କୁ କେବଳ…

ଜୀବନରେ ବିଷାଦର କାରଣ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ମଣିଷ ଯେତେବେଳେ ନିଜ ଜୀବନରେ କିଛି ଆଶାର ସମ୍ଭାବନା ଦେଖିପାରେ ନାହିଁ, ସେତେବେଳେ ସେ ବିଷାଦର ସ୍ଥିତିକୁ ଚାଲିଯାଏ । ଦୀର୍ଘ ଦିନ ଧରି ବିଷାଦର ସ୍ଥିତିରେ ରହିଲେ ତାର ଜୀବନ ପ୍ରତି ଲୋଭ ତୁଟିଯାଏ । ଆମେ ଜାଣିଛେ ଛାତ୍ରମାନେ ନିଜ…

ଗୁମୁଡ଼ୁମୁହା ଗୋଟେ ଗପ ବୋଧେ !

ଏମିତି ଘଟଣା କଳିଙ୍ଗନଗରରେ ଘଟିଥିଲା । ସେଠି ଅବଶ୍ୟ ପ୍ରସଙ୍ଗ ଥିଲା ଅଲଗା । ଆଉ ଏଠି ଗୁମୁଡ଼ାମୁହାରେ କିଛି ପ୍ରସଙ୍ଗ ହିଁ ନଥିଲା । ନିରୀହ ଆଦିବାସୀ ନିଜ ଗାଁକୁ ଫେରୁଥିଲେ ଅଟୋରେ । ସଶସ୍ତ୍ର ପୁଲିସ ତାଙ୍କ ଉପରକୁ ଗୁଳି ଚଳାଇଲା । ଏକାଥରେ ପାଞ୍ଚ ଜଣ ମରିଗଲେ । ପରେ ପୁଲିସ ବାହାଦୂରୀ…