Latest Odisha News

BREAKING NEWS

Browsing Category

ଆଲେଖ

କବିତାର ଗଣିତ ଓ ଗଣିତର କବିତା

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଗଣିତ ଆଉ କବିତା ପରସ୍ପରର ବିରୋଧୀ ବୋଲି ଏକ ସାଧାରଣ ଧାରଣା ଆମର ରହିଛି । ଗଣିତ ମୂଳତଃ ଯୁକ୍ତି ଓ ଜ୍ଞାନ ସମ୍ମତ ହୋଇଥିବା ବେଳେ କବିତା ଭାବପ୍ରଧାନ ଓ କଳ୍ପନା ଆଧାରରେ ଗଢା ହୋଇଥାଏ ବୋଲି ଆମେ ଭାବୁ । ଉପରୁ ଦେଖିଲେ ଏ ଧାରଣା ଠିକ୍ ‌।…

ଶ୍ରମିକ ଶ୍ରେଣୀର ସନ୍ଧିକ୍ଷଣ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏକ ପରିବର୍ତିତ ପରିସ୍ଥିତିରେ ଆଜି ବଦଳିଯାଇଛି ସଂଗ୍ରାମର ସଂସ୍କୃତି, ଚଲାପଥର ଚିତ୍ରପଟ । ଆଜି ଆମ ସାମ୍ନାରେ ହସ ହସ ମୁହଁରେ ଛଦ୍ମବେଶୀ ଶତ୍ରୁ... ବନ୍ଧୁତ୍ୱର ବେଶଭୂଷାରେ ବିପଜ୍ଜନକ ବୈରୀ । ଅତୀତର ଯେଉଁ ପୁଞ୍ଜିବାଦକୁ ଆମେ ଭେଟୁଥିଲୁ…

ଓଳିଆରୁ ଗଜା

‘ଓଳିଆରୁ ଗଜା’ କହିଲେ ଏ ପିଢୀର ପିଲାମାନେ ଓଳିଆ କ’ଣ – ବୁଝି ପାରିବେନି । ବଜାର ସହର ପିଲାମାନେ ହୁଏତ ଓଳିଆ ଦେଖି ନଥିବେ! ଓଳିଆ ଶଦ୍ଦଟି ଗତ ଶତାଦ୍ଦିର ଦ୍ୱିତୀୟାର୍ଦ୍ଧର କେତେବର୍ଷ ପର୍ଯ୍ୟନ୍ତ ବୁଝି ହେଉଥିଲା ।ଓଳିଆ ଆମ ଓଡିଶାର ଗୋଟିଏ ବହୁ ପ୍ରଚଳିତ ଗାଉଁଲୀ ଶଦ୍ଦ । ବିଜ୍ଞାନର, ବିଶେଷକରି…

ଆଜି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ

'କର୍ପୂର ତିଳକଂ ଲଲାଟ ପଟଳେ, ବକ୍ଷସ୍ଥଳେ କୌସ୍ଥଭଂ। ନାସାଗ୍ରେ ବରମୌକ୍ତିକଂ କରତଳେ, ବେଣୁ କରେ କଙ୍କଣମ୍। ସର୍ବାଙ୍ଗେ ହରିଚନ୍ଦନଂ ସୁଲଳିତଂ, କଣ୍ଠେ ଚ ମୁକ୍ତାବଳି। ଗୋପସ୍ତ୍ରୀ ପରିବେଷ୍ଟିତେ ବିଜୟତେ, ଶ୍ରୀଗୋପାଳ ଚୂଡ଼ାମଣୀ ।' ଆମ କାଳିଆ ସାଆନ୍ତ ବଡ଼ ବିଚିତ୍ର ଦିଅଁ ଆଉ ବହୁତ…

ଜଙ୍ଗଲ ବେକରେ ସରକାରୀ କୁରାଢ଼ୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଆମେ ସମସ୍ତେ ଜାଣିଛେ ଓ ପିଲା ବେଳୁ ପଢ଼ି ଆସୁଛେ, ଜଙ୍ଗଲର ମଣିଷ ସମାଜ ପାଇଁ ବହୁତ ଅବଦାନ ଅଛି । ପରିବେଶକୁ ଠିକ୍ ରଖିବା ପାଇଁ ଜଙ୍ଗଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି । ଜଙ୍ଗଲର ଭୂମିକାକୁ ଆଖିରେ ରଖି ସରକାରରେ ଜଙ୍ଗଲ ଓ ପରିବେଶ…

ମୁଖାପିନ୍ଧା ଏ ସମୟର ଶୋକଗୀତ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ପ୍ରଖ୍ୟାତ ନାଟ୍ୟକାର ବର୍ତ୍ତୋଲ୍ଟ ବ୍ରେଖ୍ଟଙ୍କର ଏକ କବିତା ଅଛି, ଯାହାର ମର୍ମାନୁବାଦ କଲେ ଏମିତି ହେବ- 'ଅନ୍ଧକାର ସମୟରେ ବି ଗାଇ ହେବ କି ସଙ୍ଗୀତ ଅନ୍ଧକାର ସମୟରେ ଅନ୍ଧାରର ଗୀତ ହିଁ ଗାଇ ହେବ। ' ଏ କବିତାର ରଚନା କାଳ ୧୯୩୯।…

ଚକ୍ରବ୍ୟୂହର ଚରିତ୍ରଲିପି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ମହାଭାରତର ଚକ୍ରବ୍ୟୂହକୁ ବର୍ଣ୍ଣନା କରାଯାଇପାରେ, ମାତ୍ର ଆମ ସମୟର ଚକ୍ରବ୍ୟୂହ ଅବର୍ଣ୍ଣନୀୟ । କେବଳ ଅବର୍ଣ୍ଣନୀୟ ନୁହେଁ - ଅଦୃଶ୍ୟମାନ । ଏହି ଅଦୃଶ୍ୟମାନ ଚକ୍ରବ୍ୟୂହରେ ପ୍ରତିନିୟତ ଅଗଣିତ ଅଭିମନ୍ୟୁଙ୍କୁ ନିଧନ କରାଯାଉଛି । ସାରା…

ଅନୁବାଦକ ଗଣେଶ୍ୱର ମିଶ୍ର : ଜାହାନାରା ଆତ୍ମକାହାଣୀରୁ ହେଲେନ୍ କେଲର୍

ଏବେ ଅନୁବାଦ, ଗଳ୍ପ, କବିତା, ନାଟକ ଓ ଉପନ୍ୟାସ ଭଳି ସର୍ଜନଶୀଳ ସାହିତ୍ୟର ମର୍ଯ୍ୟାଦା ଲାଭ କରିବା ସଙ୍ଗେ ସଙ୍ଗେ ଆଧୁନିକ ସାହିତ୍ୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ବିଭାଗ ରୂପେ ଗୃହୀତ ହୋଇ ସାରିଲାଣି । ସମାଲୋଚକମାନଙ୍କ ମତରେ ଅନୁବାଦ ହେଉଛି ଝରକା ସଦୃଶ ଯଦ୍ଦ୍ୱାରା ବାହାରଜଗତର ଦୃଶ୍ୟ-ଜୀବନ ଓ…

କରୋନା ଓ ମୁଦ୍ରିତ ଗଣମାଧ୍ୟମ ଉପରେ ପ୍ରଭାବ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ମହାମାରୀ କରୋନାକୁ ନେଇ ବିଶ୍ୱ ଯେମିତି ଆତଙ୍କିତ, ସେମିତି ତାର ଗୁରୁତର ପ୍ରଭାବ ଭାରତୀୟ ଗଣମାଧ୍ୟମ ଉପରେ ଦେଖିବାକୁ ମିଳିଛି । ବିଶେଷକରି ମୁଦ୍ରିତ ଗଣମାଧ୍ୟମ କରୋନା ଦ୍ୱାରା ବେଶ ପ୍ରଭାବିତ ହୋଇଛି । ପୁଣି ଆଗକୁ…

ରାଫେଲ ଲଲିପପ୍‌

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଗତ ଜୁଲାଇ ୨୯ରେ ପାଞ୍ଚୋଟି ରାଫେଲ ବିମାନ ଫ୍ରାନ୍ସରୁ ଆସି ଆମ ଦେଶରେ ପହଂଚିଛି। ଏହି ରାଫେଲ ବିମାନକୁ ନେଇ ଆମ ଦେଶର ଗଣମାଧ୍ୟମଙ୍କର ଉତ୍ସାହର ସୀମା ନାହିଁ। ଗଣମାଧ୍ୟମମାନେ, ଵିଶେଷ କରି ବୈଦ୍ୟୁତିକ ଗଣମାଧ୍ୟମମାନେ ଟିଭିରେ ଯେମିତି…