Latest Odisha News

BREAKING NEWS

Browsing Category

ଆଲେଖ

ମଣିଷ: ସୃଷ୍ଟିର ଶେଷ କପଟି !

ସାମ୍ପ୍ରତିକ ସମାଜର ପରିସ୍ଥିତିକୁ ନେଇ ବଳଭଦ୍ର ରଥଙ୍କ ନିୟମିତ ସ୍ତମ୍ଭ: ଦୁନିଆ ଚିନ୍ତା ଏ ମଣିଷ କୁଆଡେ ଜୀବଜଗତର ଶ୍ରେଷ୍ଠ ଜୀବ ! ବଣଜଙ୍ଗଲର ଲଙ୍ଗଳା ଅବସ୍ଥାରୁ ମଙ୍ଗଳଗ୍ରହରେ ପହଂଚିବା ପର୍ଯ୍ୟନ୍ତ ଏ ମଣିଷର ସଭ୍ୟତାକୁ ଲାଗିଯାଇଛି ପ୍ରାୟ ଦୁଇଲକ୍ଷ ବର୍ଷ । ଏଇ ଦୁଇଲକ୍ଷ ବର୍ଷର…

କରୋନା ରାଜନୀତିରେ ପ୍ରବାସୀ ଶ୍ରମିକ

ଚାଇନାର ଉହାନ ସହରରୁ ବାହାରି ଆଜି କରୋନା ସାରା ବିଶ୍ୱକୁ ବ୍ୟାପିଛି । ଏଯାବତ ୨୧୨ ଦେଶକୁ ଗ୍ରାସ କରି ଏକ ମହାବିପତ୍ତିର ରୂପ ଧାରଣ କରିଛି । ଭାରତ ମଧ୍ୟ ଏହି ମହାମାରୀ କବଳରୁ ବଞ୍ଚିପାରି ନାହିଁ । ସଂକ୍ରମଣ ରୋକିବାକୁ ଯାଇ ସରକାରଙ୍କ ଲକ୍‌ଡ଼ାଉନ ଫର୍ମୁଲା ଆଜି ଅର୍ଥନୀତି ପାଇଁ ବୁମେରାଂ…

ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀରେ ପାରମ୍ପରିକ ନୀତି

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଜ୍ୟେଷ୍ଠ ଶୁକ୍ଳ ଦଶମୀରେ ରାଜରାଜେଶ୍ୱର ଭାବରେ ଶ୍ରୀକୃଷ୍ଣଙ୍କର ଅଭିଷେକ କରାଯାଏ । ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ ନୀତି ପାଳନ କରାଯାଇଥାଏ । ଏହି ଦିନ ସନ୍ଧ୍ୟାଧୂପ ନୀତି…

ଲକ୍ ଡାଉନ୍‌ର ମାଡ଼ ଉପରେ ଆର୍ଥିକ ପ୍ୟାକେଜ୍‌ର ଉପହାସ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଆମ ଓଡ଼ିଆରେ ଗୋଟେ କଥା ଅଛି, ‘ଉପରେ ପାଣି ଦେଇ ଭିତରେ ଚେର କାଟିବା’ । ଏହାର ଅର୍ଥ ହେଉଛି, ଲୋକଙ୍କୁ ଲାଗୁଥିବ ପାଣି ଦେଇ ଗଛକୁ ବଂଚାଯାଉଛି, କିନ୍ତୁ ଅସଲରେ ଭିତରେ ଚେର କାଟି ଗଛକୁ ମାରିବାର ବ୍ୟବସ୍ଥା କରାଯାଉଥିବ । ଲକ୍ ଡାଉନ୍‌ର…

ପବିତ୍ର ନିର୍ଜଳା ଏକାଦଶୀ; କିପରି କରିବେ ବ୍ରତ ଜାଣନ୍ତୁ…

ଶ୍ରୀଲ ସନାତନ ଗୋସ୍ୱାମୀ ଭକ୍ତି ଓ ଶରଣାଗତିର ୬ଟି ସ୍ତର ବିଷୟରେ କହିଛନ୍ତି; ଅନୁକୂଲସ୍ୟ ସଂକଳ୍ପ ପ୍ରତିକୂଲସ୍ୟ ବର୍ଜନ ରକ୍ଷସ୍ୟତି ଇତି । ବିଶ୍ୱାସୋ ଗୋ ତୃପ୍ତେ ବରଣଂ ତଥା ଆତ୍ମ ନିକ୍ଷେପ କାର୍ପଣ୍ୟ ଷଟ୍ ବିଧିଂ ଶରଣାଗତି । । ଶରଣାଗତିର ଏହି ୬ଟି ବିଧି କହିଛନ୍ତି ଗୋସ୍ୱାମୀ ।…

ଜଡଜଗତରେ ଜଡିତ ହେବାକୁ ଏ ଜୀବଜଗତ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଆମେ ପ୍ରକୃତି ସହିତ ଖେଳ ଖେଳିଲେ । ଏବେ ପ୍ରକୃତିର ଭୟଙ୍କର ଖେଳ ଆରମ୍ଭ ହୋଇଯାଇଛି । ଆମେ ଆମର ବଡିମା ଦେଖାଇବା ପାଇଁ ମାଟି, ପାଣି, ପବନ, ଆକାଶକୁ ଅକ୍ତିଆରରେ ଆଣିବାପାଇଁ ନୂଆ ନୂଆ ଯନ୍ତ୍ରପାତି, ମାରଣାସ୍ତ୍ର ବ୍ୟବହାର କଲେ । ଧରଣୀବକ୍ଷକୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କର ଦ୍ୱିତୀୟ କାର୍ଯ୍ୟକାଳ; ପ୍ରଥମ ବର୍ଷର ଐତିହାସିକ ଉପଲବ୍ଧି

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ମେ ୩୦ ତାରିଖରେ ସଂପୂର୍ଣ୍ଣ ହେଉଛି । ଏହି ବର୍ଷଟି କେବଳ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ୬ବର୍ଷ ଶାସନକାଳ ମଧ୍ୟରେ ଅଦ୍ଭୂତପୂର୍ବ ଐତିହାସିକ ଘଟଣାବଳୀର ବର୍ଷ ନୁହେଁ, ଭାରତ ସ୍ୱାଧୀନତା ପାଇବା ଦିନଠାରୁ ଅଦ୍ୟାବଧି ଯେତେ…

ଦିଅଁକୁ ଜ୍ୱର !

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୌରାଣିକ କାହାଣୀ ଓ କଥାବସ୍ତୁ: ଶ୍ରୀଜଗନ୍ନାଥ କଥାମୃତ ଆମେ ଜାଣିଛେ ସବୁବେଳେ ମଣିଷମାନଙ୍କୁ ହିଁ ଜର, ରୋଗ, ବ୍ୟାଧି ହୁଏ ବୋଲି, ହେଲେ ଦିଅଁଦେବତା ମାନେ ଯେ କେବେ ଜରରେ ପଡନ୍ତି ଏକଥା ଆମେ ଜାଣୁନା । ଲୋକେ କୁହନ୍ତି, ଦେବତାମାନଙ୍କର ଗୋଡ଼ ତଳେ ଲାଗେନା, ସେ କେବେ…

ମହରଗରୁ କାନ୍ତାରରେ ଆମ ପ୍ରବାସୀ ଶ୍ରମିକ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଭାରତ ସରକାର କରୋନା ମହାମାରୀ ପାଇଁ ଲକ୍‌ଡାଉନ୍ ଚତୁର୍ଥ ପର୍ଯ୍ୟାୟରେ ସବୁ ଶ୍ରେଣୀର ଜନଗଣ ଗଭୀର ସମସ୍ୟାରେ ପଡିଛନ୍ତି । ଦେଶର ଶ୍ରମଜୀବିଙ୍କ ଜୀବନ ଜୀବିକା ଠପ୍ ହୋଇଯାଇଛି । ସେମାନଙ୍କ ଦୁର୍ଦ୍ଦଶା କହିଲେ ନସରେ । ସାରା ଦେଶରେ କାର୍ଯ୍ୟରତ…

ମଦର ଗୃହପ୍ରବେଶ…

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ସାରାଦେଶରେ ଲାଗୁ ହୋଇଥିଲା ଲକ୍ ଡାଉନ୍| ଜନସାଧାରଣଙ୍କ ଯାତାୟତ, ସମସ୍ତପ୍ରକାର ବାହ୍ୟ କାର୍ଯ୍ୟକଳାପ, ଦୋକାନବଜାର, ଶିଳ୍ପୋଦ୍ୟୋଗ, ବାଣିଜ୍ୟବ୍ୟବସାୟ ଆଦି ଉପରେ ଜାରିକରାଯାଇଥିଲା…