Latest Odisha News

BREAKING NEWS

Browsing Category

ଆଲେଖ

ବଡ଼ବାବୁମାନେ ବି ଉତ୍ତରଦାୟୀ ହେବେ କି!

ବଡ଼ବାବୁମାନେ ବି ଉତ୍ତରଦାୟୀ ହେବେ କି! ବିଚିତ୍ର ବିଶ୍ୱାଳ ନିର୍ବାଚନ ପରବର୍ତ୍ତୀ ଥଣ୍ଡା ସମୟକୁ ସଂପ୍ରତି ଗରମ କରିଦେଇଛି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ନୂଆ ଘୋଷଣା । ଗୋଟିଏ ହେଉଛି ଫାଇଭ୍ ‘ଟି’ ଓ ଅନ୍ୟଟି ‘ ମୋ ସରକାର’ । ମୁଖ୍ୟମନ୍ତ୍ରୀଙ୍କ ଏହି ଦୁଇଟି ଘୋଷଣା ସାଧାରଣ…

ସୂର୍ଯ୍ୟମୁଖୀ

ସୂର୍ଯ୍ୟମୁଖୀ ସୂର୍ଯ୍ୟ ଦେଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ ଗାଇବା ପଛରେ ଅଛି ଅନେକ ଚମକପ୍ରଦ କାହାଣୀ । ଏବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଓଡ଼ିଆ ଚଳଚ୍ଚିତ୍ର ‘ସୂର୍ଯ୍ୟମୁଖୀ’ରେ ଗାୟନ ପାଇଁ ଲତା କିଛି ବି ପାରିତୋଷିକ ନେଇ ନ ଥିଲେ, ରାମାନନ୍ଦ ସାଗରଙ୍କ ହିନ୍ଦୀ ଚଳଚ୍ଚିତ୍ର…

ବରୁଣ ପାଣି, ଓଡିଶାରେ ନଥିବା ଓଡିଶାର କବି ଓ ଛବି

ବରୁଣ ପାଣି, ଓଡିଶାରେ ନଥିବା ଓଡିଶାର କବି ଓ ଛବି କେଦାର ମିଶ୍ର ହଠାତ ଆମେରିକାରେ ରହି ଓଡିଆ ସାହିତ୍ୟ ବିଷୟରେ ଅହରହ କାମ କରୁଥିବା ସତ୍ୟ ପଟ୍ଟନାୟକ କହିଲେ- ବରୁଣ ପାଣି ଚାଲିଗଲେ। ଓଡିଆ ସାହିତ୍ୟ ପାଇଁ ବରୁଣ ପାଣି ଖୁବ ଚର୍ଚ୍ଚିତ ଏକ ନାଁ ନୁହନ୍ତି। ଫେସବୁକ ରେ ସେ କିନ୍ତୁ ବେଶ ସକ୍ରିୟ।…

ଅଜଣା ଗାଆଁରେ ଝିଅଟିଏ

ଗାନ୍ଧୀ ଗାଥା ଅଜଣା ଗାଆଁରେ ଝିଅଟିଏ ଦାଶ ବେନହୁର ଝିଅଟି ବିଷୟରେ ଶୁଣି ଗାନ୍ଧିଜୀ ଲୋକଙ୍କ ସହ କଥାବାର୍ତ୍ତା କରିବେ କ’ଣ, କହିଲେ “ଆପଣମାନେ ଆଲୋଚନା କରୁଥାଆନ୍ତୁ ମୁଁ ସେ ଝିଅଟିକୁ ଦେଖିଆସେ ।” ତାଙ୍କୁ ବା ମନା କରିବ କିଏ? ତାଙ୍କ ସହିତ ଆଉ କେତେଜଣ ଉଠୁଥିଲେ । ହେଲେ…

ଏକ ଶରୀରାଂଶ କୁହୁକ: କିଛି ରୂପକଥା କିଛି ଇତିହାସ

ଏକ ଶରୀରାଂଶ କୁହୁକ: କିଛି ରୂପକଥା କିଛି ଇତିହାସ ଜ୍ୟୋତି ନନ୍ଦ ଗଣିଲେ ସଂଖ୍ୟାରେ ତାହା ହେବ ସାତୋଟି ଫରୁଆ । ଫରୁଆଗୁଡିକ ତିଆରି ହୋଇଛି ଆଉଟା ସୁନାରେ ଆଉ ଧଉଳା ରୁପାରେ । ଗୋଟିକୁ ସିନା ଆମେ ଦେଖିପାରିବୁ ହେଲେ ସେଇ ଗୋଟିକ ଭିତରେ ରହିଛି ଆଉ ଗୋଟିଏ ଆଉ ତାହା ଭିତରେ ପୁଣି ଆଉ ଗୋଟିଏ,…

ଚିନ୍ତାରେ ବିଶ୍ୱ ପରିବେଶ; ଦାନା ବାନ୍ଧୁଛି ବିରାଟ ବିପ୍ଳବ !

ବିଲୁପ୍ତି ବିପ୍ଳବ (ବିଶିଷ୍ଟ ଓଡ଼ିଆ ସ୍ତମ୍ଭକାର ସୁଦର୍ଶନ ଦାସଙ୍କ ଦ୍ୱାରା ପ୍ରତି ବୁଧବାର ଦିନ ‘ବିଲୁପ୍ତି ବିପ୍ଳବ’ ନାମକ ସାପ୍ତାହିକ ସ୍ତମ୍ଭ ପ୍ରକାଶିତ ହେବ ) ଚିନ୍ତାରେ ବିଶ୍ୱ ପରିବେଶ; ଦାନା ବାନ୍ଧୁଛି ବିରାଟ ବିପ୍ଳବ ! ସୁଦର୍ଶନ ଦାସ ମାନବ ସମାଜର କ୍ରମ ବିକାଶ ସହିତ…

ରାଫେଲ୍ ଚକା ତଳେ ଲେମ୍ବୁ

ରାଫେଲ୍ ଚକା ତଳେ ଲେମ୍ବୁ ବିଚିତ୍ର ବିଶ୍ୱାଳ ଯେଉଁ ରାଫେଲ୍ ଯୁଦ୍ଧ ବିମାନକୁ ନେଇ ନିର୍ବାଚନ ସମୟରେ ଭାରତୀୟ ରାଜନୀତି ଗରମ ହୋଇଯାଇଥିଲା, ତାହା ଏବେ ପୁଣି ଥରେ ଚର୍ଚ୍ଚାର ଶିରୋନାମା ହୋଇଛି । ଏଥର ଚର୍ଚ୍ଚା ରାଫେଲ୍ ଦାମ୍ କିମ୍ବା ଦୁର୍ନୀତିକୁ ନେଇ ନୁହେଁ । ଭାରତର ପ୍ରତିରକ୍ଷା ମନ୍ତ୍ରୀ…

ଜେପି: ବୈଚାରିକ ବିବର୍ତ୍ତନ

ଜେପି: ବୈଚାରିକ ବିବର୍ତ୍ତନ ଦତ୍ତାତ୍ରେୟ ନାୟକ ଦ୍ୱନ୍ଦ ନା ବୈଚାରିକ ବିବର୍ତ୍ତନ । ଜୟପ୍ରକାଶ ନାରାୟଣଙ୍କ ରାଜନୀତିକ ଜୀବନକୁ ନେଇ ତର୍ଜମା କରୁଥିବା ଇତିହାସକାରଙ୍କ ମୁଣ୍ଡରେ ଏହି ପ୍ରଶ୍ନ ଏବେ ମଧ୍ୟ ଝୁଲିଛି । ପ୍ରଶ୍ନର ଯଥାର୍ଥତା ମଧ୍ୟ ଅନେକ । ସମାଜବାଦୀ ଚିନ୍ତାଧାରା ପାଇଁ ଅହରହ…

ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି

ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି କେଦାର ମିଶ୍ର କବି ଜଣେ ବ୍ୟକ୍ତି ନା ବହୁ ବ୍ୟକ୍ତିଙ୍କର ସମଷ୍ଟି? କବି ଭିତରେ କେବଳ ଜଣେ କବି ଥାଏ, ନା ବହୁ ନାମ ଓ ବହୁ ରୂପ ନେଇ ଅନେକ କବିର ଅଂଶ ଗୋଟେ କବିକୁ ଗଢିଥାଏ? କବିର ଗୋଟିଏ ରୂପ ନା ସେ ବହୁରୂପୀ? ସେ…

ଏକ ବିଶେଷ ଶପଥପତ୍ର ଓ ଜଣେ ସନ୍ଥ

ଏକ ବିଶେଷ ଶପଥପତ୍ର ଓ ଜଣେ ସନ୍ଥ ଜ୍ୟୋତି ନନ୍ଦ ପ୍ରଥମରେ, କାହାର କିଛି କ୍ଷତି କରନାହିଁ । ଏହା ହେଉଛି ତାଙ୍କର ସର୍ବପ୍ରଥମ ଏବଂ ମୌଳିକ ବିଚାର । ତାହାପରେ ଆଉ ଯାହା କିଛି । ସେ ଯେଉଁ ସମୟର ଆଉ ଯେଉଁଠିକାର, ସେଠାରେ କୌଣସି ବିଚାରବନ୍ତର ସେତେବେଳେ ସାମାଜିକ ଆସ୍ଥାନଟି ବେଶ ଉଚ୍ଚରେ…