Latest Odisha News

BREAKING NEWS

Browsing Category

ପଲିଟିକସ ଫଲିଟିକସ

ଠିକା ଚାକିରି

ଠିକା ଚାକିରି ଜ୍ୟୋତି ପ୍ରକାଶ ମହାପାତ୍ର ‘ତୃପ୍ତି’ ବୋଲି ପ୍ରକଳ୍ପଟେ ୮-୧୦ ବର୍ଷ ତଳେ ରାଜ୍ୟ ସରକାର ଆରମ୍ଭ କରିଥିଲେ । ପଂଚାୟତିରାଜ ବିଭାଗ ଅଧୀନରେ । କାମ ଥିଲା- ମହିଳା ସଶକ୍ତିକରଣ ସାଙ୍ଗକୁ ମା’ମାନଙ୍କୁ ସ୍ୱାବଲମ୍ବୀ କରିବା । ପ୍ରକଳ୍ପ ଆରମ୍ଭ ସମୟରେ ମୁଁ ସେଇଠି ଯୋଗ ଦେଇଥିଲି ।…

ସ୍ୱାମୀ ସରପଞ୍ଚ

ସ୍ୱାମୀ ସରପଞ୍ଚ ଜ୍ୟୋତି ପ୍ରକାଶ ମହାପାତ୍ର ଯାଜପୁର ଜିଲ୍ଲାର ହରିଦାସପୁର ଏକଦମ ବକୁଟେ ଜାଗାଟେ । ପାହାଡ଼ ପାଖକୁ । ଖଣି ଖାଦାନ ଅଛି । ଛୋଟିଆ ଷ୍ଟେସନଟେ ଅଛି । ସେଇ ଜାଗାଟି ଏବେ ସାରାରାଜ୍ୟରେ ବେଶ ହଇଚଇ ସୃଷ୍ଟି କରିଛି । ମହିଳା ପଞ୍ଚାୟତ ଅଧିକାରୀଙ୍କ ହତ୍ୟା କିମ୍ବା ଆତ୍ମହତ୍ୟା…

ସାମ୍ବାଦିକ ଗାନ୍ଧୀ

ସାମ୍ବାଦିକ ଗାନ୍ଧୀ ଜ୍ୟୋତିପ୍ରକାଶ ମହାପାତ୍ର ଗାନ୍ଧୀଙ୍କ ତିରୋଧାନର କିଛି ଦିନ ପରେ ଏ କଥା “ଦି ଇଣ୍ଡିଆନ୍ ଲିସନର୍’ ନାମକ ପତ୍ରିକା ଲେଖିଥିଲା । ୧୯୪୮ ମସିହା ଫେବୃଆରୀ ୨୨ ତାରିଖର ସଂସ୍କରଣରେ । ୧୯୪୭ ମସିହା ଶେଷ ଆଡ଼କୁ ସମସ୍ତେ ଅନୁରୋଧ କଲେ ଗାନ୍ଧୀଙ୍କୁ ରେଡ଼ିଓରେ…

ପ୍ରସଙ୍ଗ ସରକାରୀ ବଙ୍ଗଳା

ପ୍ରସଙ୍ଗ ସରକାରୀ ବଙ୍ଗଳା ଜ୍ୟୋତିପ୍ରକାଶ ମହାପାତ୍ର ବିଧାୟକମାନଙ୍କ ସରକାରୀ ଘର ଛାଡ଼ିବାକୁ ନେଇ ରାଜ୍ୟରେ ରାଜନୀତିର କିଛି ଚିତ୍ର ପଦାକୁ ଆସିଛି । ପୂର୍ବତନ ବିଧାୟକମାନେ ଘର ଛାଡ଼ୁ ନଥିବାରୁ ନୂଆ ବିଧାୟକମାନେ ଘର ପାଇବାରେ ଅସୁବିଧା ହେଉଛି । ତେଣୁ ପୂର୍ବତନମାନେ ତୁରନ୍ତ ଘର ଛାଡ଼ନ୍ତୁ…

ଅସଜଡ଼ା ନିଷ୍ପତ୍ତି

ଅସଜଡ଼ା ନିଷ୍ପତ୍ତି ଜ୍ୟୋତିପ୍ରକାଶ ମହାପାତ୍ର ଅନେକ ନିଷ୍ପତ୍ତି ଏମିତି ନିଆଯାଇଛି । ଯାହା ସଂପର୍କରେ କେହି କେବେ ଭାବି ନାହାନ୍ତି । ଥରୁଟିଏ ଚିନ୍ତା କରି ନାହାନ୍ତି, ଏହାର ପରିଣାମ କଣ ହେବ । ବାସ୍‍, ନିଷ୍ପତ୍ତି ନେଇଗଲେ । ପରେ ପୁଣି ସେଠାରୁ ପଛକୁ ଫେରୁଛନ୍ତି ସରକାର । ଫଳରେ ଲୋକେ…

ଦେଢଘଣ୍ଟିଆ କ୍ଲାସ

ଦେଢଘଣ୍ଟିଆ କ୍ଲାସ ଜ୍ୟୋତିପ୍ରକାଶ ମହାପାତ୍ର ଅଚାନକ ନୂଆ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ଏକ ଆଶ୍ଚର୍ଯ୍ୟଜନକ ଘୋଷଣା ହୋଇଛି । ଯେଉଁଠି କୁହାଯାଇଛି- ଏଣିକି ଗଣିତ, ଇଂରାଜୀ ଓ ବିଜ୍ଞାନ ଉପରେ ଗୁରୁତ୍ୱ ଦିଆଯିବ । ଏହିସବୁ କ୍ଲାସ୍‍ ଏକାଥରେ ଦେଢ ଘଣ୍ଟା ହେବ…

ନାଁରେ କଣ ଅଛି?

ନାଁରେ କଣ ଅଛି? ଜ୍ୟୋତି ପ୍ରକାଶ ମହାପାତ୍ର ନାମ ବଦଳା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି । ଷ୍ଟେସନଠାରୁ ଆରମ୍ଭ କରି ସହରର ନାଁ ଗୁଡ଼ିକ ଯୋଗୀ ବଦଳାଇ ଦେଇଛନ୍ତି । ଏପରିକି ମୁଗଲସରାଇ ଭାବେ ପ୍ରସିଦ୍ଧ ରେଳ ଜଙ୍କସନର ନାଁ ଆଦି ସବୁ ସେ…

ଏ ସବୁ ଅପ୍ରାସଙ୍ଗିକ କି ଏବେ?

 ପଲିଟିକସ ଫଲିଟିକସ  ଏ ସବୁ ଅପ୍ରାସଙ୍ଗିକ କି ଏବେ? ଜ୍ୟୋତିପ୍ରକାଶ ମହାପାତ୍ର ଏଇ ସୋମବାର ଦିନ ପୁଣି ସେଇ ପ୍ରଶ୍ନ ଉଠିଥିଲା- ଲୋକସଭାରେ । ଯେଉଁଠି ବିଜେଡ଼ି ସାଂସଦ ମୋହନ ମାଝୀ ପଚାରି ଥିଲେ- ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟ ପାହ୍ୟା ଦାବି କଥା କଣ ହେଲା? ଏହାର ଉତ୍ତର ରଖିଥିଲେ-…

ବିଜେପି ପାଇଁ ରିସ୍କ

 ପଲିଟିକସ ଫଲିଟିକସ  ବିଜେପି ପାଇଁ ରିସ୍କ ଜ୍ୟୋତି ପ୍ରକାଶ ମହାପାତ୍ର ଏବେ ଏମିତି ହିଁ କଥା ଉଠୁଛି । ନିଜର ସମସ୍ତ ଉଦ୍ୟମ ସତ୍ତ୍ୱେ ବିଜେପି ଯେତେବେଳେ ଓଡ଼ିଶାରେ ବିଧାନସଭା ନିର୍ବାଚନ ଜିତି ପାରିଲା ନାହିଁ, ସେତେବେଳେ ଏହା ରାଜ୍ୟରେ ଶାସକ ଦଳ ବିଜେଡ଼ି ସହ ଅଲିଖିତ ଚୁକ୍ତି କରିବା ପାଇଁ…

ଗାଁ ଓ ଗପ

ଗାଁ ଓ ଗପ ଜ୍ୟୋତି ପ୍ରକାଶ ମହାପାତ୍ର ଜେଜେମା ଥିବ । ସଂଜ ନଇଁ ଆସୁଥିବ । ବହଳିଆ ଅନ୍ଧାର ଘୋଡେ଼ଇ ଆଣୁଥିବ ଗାଁକୁ । ନଈ ପଠାରୁ କୁହୁଡ଼ି ରକମ ଧୂଆଁ ଢାଙ୍କି ଦେଉଥିବ । ଆଉ ସେଇଠି ଖଞ୍ଜା ଘର ମଝିରେ ଥିବ ଚୂଲିଟେ । ତିଆରି ଚାଲିଥିବ ଚକୁଳି ଆଉ କେତେ ରକମର ପିଠା । ଜେଜେମା ପଣତ ଭିତରେ ପଶି…