Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟରେ କମୁଛି କରୋନା କେସ୍: ଆଜି ୯୮୩୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । ୧୧ ହଜାରରୁ ଖସି ୧୦ ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୯ହଜାର ୮୩୩ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୫୬୯୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୧୩୪ । ୧୮ ବର୍ଷ ଭିତରେ ଆଉ ୯୭୨ ଜଣ…

ଥମୁନି କରୋନା ସୁନାମୀ: ସପ୍ତାହକରେ କୋଟିଏ ୮୦ ଲକ୍ଷ ପଜିଟିଭ୍, ୪୫ ହଜାର ମୃତ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଥମୁନି କରୋନା ସୁନାମୀ । ଓମିକ୍ରନ୍ ଯୋଗୁ ଭୟଙ୍କର ଭାବରେ ବ୍ୟାପୁଛି ସଂକ୍ରମଣ । ଗୋଟିଏ ସପ୍ତାହରେ ସାରା ବିଶ୍ୱରେ କୋଟିଏ ୮୦ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଜାନୁଆରୀ ୧୦-୧୬ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଏତେ ସଂଖ୍ୟାକ ପଜିଟିଭ୍ ବାହାରିଛନ୍ତି । ଏହି…

ଦେଶରେ ରେକର୍ଡ ଭାଙ୍ଗିଲା ଦୈନିକ ପଜିଟିଭ ମାମଲା; ୩ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ରେକର୍ଡ ଭାଙ୍ଗିଲା ଦୈନିକ ପଜିଟିଭ ମାମଲା। ୮ ମାସ ପରେ ପ୍ରଥମ ଥର ପାଇଁ ୩ ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୧୭,୫୩୨ଟି କରୋନା ମାମଲା ଚିହ୍ନଟ ହୋଇଛି। ସେଥିରୁ ୪୯୧ ଜଣଙ୍କର କରୋନାରେ ମୂତ୍ୟୁ ହୋଇଥିବା ମଧ୍ୟ ସୂଚନା…

କମିଲା ଦୈନିକ ସଂକ୍ରମଣ: ଆଜି ଓଡ଼ିଶାରୁ ୧୦,୩୬୮ କରୋନା ପଜିଟିଭ୍

ଭୁବନେଶ୍ୱର: ଆଜି ରାଜ୍ୟରେ ୧୧ ହଜା ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୩୬୮ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୬୦୧୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୩୫୩ । ୧୮ ବର୍ଷ ଭିତରେ ଆଉ ୧୦୯୦ ଜଣ ସଂକ୍ରମିତ ହୋଇଛନ୍ତି । ୨୪ ଜିଲ୍ଲାରେ ଦୈନିକ ସଂକ୍ରମଣ…

ଆସନ୍ତା ସପ୍ତାହରୁ ବ୍ରିଟେନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ

ଲଣ୍ଡନ: ବ୍ରିଟେନରେ ଆସନ୍ତା ସପ୍ତାହରୁ ଆଉ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ ନାହିଁ । ଅର୍ଥାତ୍ ମାସ୍କ ପିନ୍ଧିବା ବାଧ୍ୟତାମଳକ ହେବନି । ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କୋଭିଡ୍ ଗାଇଡଲାଇନରେ କୋହଳ ଘୋଷଣା କରିଛନ୍ତି । କାରଣ ଓମିକ୍ରନ୍ ଲହର ବ୍ରିଟେନରେ ଶେଷ ସ୍ତରରେ ପହଞ୍ଚି ସାରିଛି ।…

ଓଡ଼ିଶାର ୫ ଜିଲ୍ଲାରେ କେବଳ ୬୨% କୋଭିଡ୍ ଆକ୍ଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା କେସ୍ ୧୦ ହଜାର ତଳକୁ ଖସୁନି । ଉପରମୁହାଁ ହେଉଛି କରୋନା ଗ୍ରାଫ । ସଂକ୍ରମଣ ସହ ବଢୁଛି ଆକ୍ଟିଭ୍ କେସ୍ । ପଜିଟିଭ୍ ହାର ବି ବଢୁଛି । କରୋନା ମାନଚିତ୍ରରେ ବଦଳୁଛି ଓଡ଼ିଶାର ରଙ୍ଗ । ପଜିଟିଭିଟିରେ ନାଲି ହୋଇଚି ଓଡ଼ିଶା । ଆକ୍ଟିଭ୍ କେସ୍ ରେଡ୍ ଜୋନରେ ଅଛି…

କରୋନାର ଏବେ ଅନ୍ତ ନାହିଁ, ଚେତେଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କରୋନା ମହାମାରୀର ଏବେ ଅନ୍ତ ନାହିଁ । ଏଭଳି କଡ଼ା ଚେତାବନୀ ଶୁଣାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍ ଅଧାନୋମ୍ ଘେବ୍ରିୟସସ୍ । ଅର୍ଥାତ୍ କେବେ କରୋନା ମରିବ କହିବା ମୁସ୍କିଲ । ସେହିପରି ଓମିକ୍ରନ୍ ଭାରିଆଣ୍ଟକୁ ହାଲୁକା ଭାବରେ ନନେବା ପାଇଁ ସାରା ବିଶ୍ୱକୁ ଚେତେଇ…

ଦେଶରେ ପୁଣି ଅଢ଼େଇ ଲକ୍ଷ ପାର କଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦୁଇ ଦିନ କମିବା ପରେ ଦେଶରେ ପୁଣ ବଢ଼ିଛି ଦୈନିକ କରୋନା କେସ୍ । ଗତକାଲି ଅଢ଼େଇ ଲକ୍ଷ ତଳେ ରହିଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଥରେ ତିନି ଲକ୍ଷ ମୁହାଁ ହୋଇଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୮୨ହଜାର ୯୭୦ ଆକ୍ରାନ୍ତ । ଗତକାଲି ଅପେକ୍ଷା ୪୪ହଜାର ୮୮୯…

ରାଜ୍ୟରେ ୧୧ ହଜାରେ ଉପରେ ଦୈନିକ କରୋନା କେସ୍, ଖୋର୍ଦ୍ଧାରୁ କେବଳ ୪ହଜାର

ଭୁବନେଶ୍ୱର: ରାଜ୍ୟରେ ୧୧ ହଜାର ଉପରେ ରହିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୬୦୭ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୬୭୨୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୮୭୯ଟି । ୧୮ ବର୍ଷ ଭିତରେ ଆଉ ୯୯୧ ଜଣ ପଜିଟିଭ୍ ବାହାରିଛନ୍ତି । ୨୩ ଜିଲ୍ଲାରେ ଶହେ ଉପରେ ରହିଛି…

ସୁପ୍ରିମକୋର୍ଟର ୧୦ ବିଚାରପତି କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କରୋନା ବିସ୍ଫୋରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୦ ଜଣ ବିଚାରପତି ସଂକ୍ରମିତ ହୋଇଛନ୍ତି । ଦୁଇ ଜଣ ଜଷ୍ଟିସ୍ କେ. ଏମ୍. ଜୋସେଫ୍ ଓ ଜଷ୍ଟିସ ପି.ଏସ୍. ନରସିଂହା ସୁସ୍ଥ ହୋଇ କାର୍ୟ୍ୟରେ ଯୋଗ ଦେଇଥିବା ସୂଚନା ମିଳିଛି । ଏବେ ସୁପ୍ରିମକୋର୍ଟରେ ୩୨ ଜଣ ବିଚାରପତି…