Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଦେଶରେ କମୁଛି କରୋନା କେସ୍: କାଲି ଅପେକ୍ଷା ଆଜି ୨୦ ହଜାର କମ୍ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ କରୋନା କେସ୍ । ଗତକାଲି ଅପେକ୍ଷା ଆଜି କମିଛି ସଂକ୍ରମିତଙ୍କ ସଂଖ୍ୟା । ଅଢ଼େଇ ଲକ୍ଷ ତଳକୁ ଖସିଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୩୮ହଜାର ଆକ୍ରାନ୍ତ । ଗତକାଲି ଅପେକ୍ଷା ଏହି ସଂଖ୍ୟା ୨୦ହଜାର କମ୍ । ଗତକାଲି ଦେଶରୁ ଚିହ୍ନଟ ହୋଇଥିଲେ…

ଆଜି ଓଡ଼ିଶାରେ ପୁଣି ୧୧ହଜାର ପାର କଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଦିନେ କମିବା ପରେ ପୁଣି ବଢ଼ିଲା । ରାଜ୍ୟରେ ପୁଣି ଥରେ ୧୧ହଜାର ପାର କରିଛି ଦୈନିକ କରୋନା କେସ୍ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୧ହଜାର ୮୬ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୬୪୩୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୫୫ । ୧୮ ବର୍ଷ ଭିତରେ ଆଉ ୧୦୬୧…

ଚନ୍ଦ୍ରବାବୁ ନାଇଡୁଙ୍କୁ କରୋନା

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ କରୋନା । ସେ କରୋନା ସଂକ୍ରମିତ ହୋଇଛନ୍ତି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଚନ୍ଦ୍ରବାବୁ ନାଇଡୁ । ସେ ଲେଖିଛନ୍ତି, ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ସାମାନ୍ୟ ଲକ୍ଷଣ ରହିଛି । ଏବେ ସେ…

ଦେଶରେ ୨.୫୮ ଲକ୍ଷ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୫୮,୦୮୯ଟି ନୂଆ କରୋନା ମାମଲା ରେକର୍ଡ କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଏପର୍ଯ୍ୟନ୍ତ ଦେଶରେ ୮,୨୦୯ଟି ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଯାହା ପୂର୍ବ ଦିନ ଅପେକ୍ଷା ୬.୦୨% ବୃଦ୍ଧି ହୋଇଛି। ପଜିଟିଭିଟି…

ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨.୬୮ଲକ୍ଷ ରୁ ଅଧିକ

ନୂଆଦିଲ୍ଲୀ: ଦେଶରେ ରେକର୍ଡ ସ୍ତରରେ ପହଞ୍ଚିଥିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ ୨,୬୮,୮୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥରୁ ୧,୨୨,୬୮୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ମାମଲା ରହିଛି ୧୪,୧୭,୮୨୦। ଏହାସହିତ ଦୈନିକ ପଜିଟିଭିଟି ହାର…

ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଆଜି ୧୦,୮୫୬ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୮୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୦ରୁ ୧୮ ବର୍ଷ ଭିତରେ ୧୦୨୧ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୨୯୩ ଜଣ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ଲୋକାଲ କେସ୍‌ ରହିଛି ୪୫୬୩୧। ଅନୁଗୁଳରୁ ୧୦୪, ବାଲେଶ୍ବରରୁ ୩୨୬,…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୨୭୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢି ଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୨୭୩ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ କାଲି ସଂକ୍ରମିତ ହୋଇଥିଲେ ୧୦ ହଜାର ୫୯ ଜଣ । ଖୋର୍ଦ୍ଦାରୁ ସର୍ବାଧିକ ୩ହଜାର ୪୯୬ ନୂଆ କୋରୋନା ସଂକ୍ରମିତ ରହିଛନ୍ତି । ସେହିପରି ସୁନ୍ଦରଗଡକୁ ୧ ହଜାର ୪୯,…

ଓଡ଼ିଶାରେ ଆହୁରି ଦୁଇ ମାସ ଯାଏ ବଢ଼ିବ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ ୯ ହଜାର ମୁହାଁ ହେଲାଣି ଦୈନିକ କରୋନା କେସ୍ । ଆହୁରି ଦୁଇ ମାସ ଯାଏ ରାଜ୍ୟରେ ବଢ଼ିବା ଅବସ୍ଥାରେ ରହିବ କରୋନା ଟ୍ରେଣ୍ଡ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ୪ରୁ ୫ଟି ଜିଲ୍ଲାରେ ପଜିଟିଭିଟି ରେଟ୍ ଅଧିକ ରହିଛି…

ଦିଲ୍ଲୀ ବିଜେପି ହେଡକ୍ୱାର୍ଟର୍ସରେ ପଶିଲା କରୋନା, ୪୨ କର୍ମଚାରୀ ପଜିଟିଭ୍

ନୂଆଦିଲ୍ଲୀ: ମାଡୁଛି କରୋନା । ଦିଲ୍ଲୀ ସ୍ଥିତ ବିଜେପି ହେଡକ୍ୱାର୍ଟର୍ସରେ ପଶିଲା କରୋନା । ଏକାଥରକେ ୪୨ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ କିଛି ସୁରକ୍ଷାକର୍ମୀ ଓ ଦଳୀୟ କର୍ମକର୍ତ୍ତା । କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିବା ପରେ ସମସ୍ତ ଆଇସୋଲେସନରେ ଅଛନ୍ତି । କେନ୍ଦ୍ର…

ଦେଶରେ ଦୁଇ ଲକ୍ଷ ମୁହାଁ ଦୈନିକ କରୋନା ସଂକ୍ରମଣ, ଗତକାଲି ଅପେକ୍ଷା ୧୫% ଅଧିକ

ନୂଆଦିଲ୍ଲୀ: ଦେଶରେ ମାଡୁଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଦୁଇ ଲକ୍ଷ ମୁହାଁ ହୋଇଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୯୪ ହଜାର ୭୨୦ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଆଜି ୨୬ ହଜାର ୬୫୭ ଅଧତ୍କ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୫.୮ ପ୍ରତିଶତ ଅଧିକ ଆକ୍ରାନ୍ତ…