Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଦେଶରେ କୋଟିଏ ଛୁଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୯୯ ଲକ୍ଷ ଟପିଲା

ନୂଆଦିଲ୍ଲୀ: କିଛି ଦିନ ଭିତରେ ଦେଶରେ କୋଟିଏ ଛୁଇଁବ କରୋନା ସଂକ୍ରମିତଙ୍କ ସଂଖ୍ୟା । ଦୈନିକ ସଂକ୍ରମଣ କମିଥିଲେ ବି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୯ଲକ୍ଷ ପାର କରିଛି । କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି, ପାଞ୍ଚ ମାସ ପରେ ସର୍ବନିମ୍ନ ସ୍ତରକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା…

ଋଷ ଭ୍ୟାକ୍ସିନ୍ ସ୍ପୁଟନିକ୍-ଭି ୯୧.୪ ପ୍ରତିଶତ ପ୍ରଭାବଶାଳୀ: ଭାରତରେ ହୋଇପାରେ ଉତ୍ପାଦନ

ନୂଆଦିଲ୍ଲୀ: ଋଷ ଟିକା ସ୍ପୁଟନିକ୍-ଭି ୯୧.୪ ପ୍ରଭାବଶାଳୀ ଜଣାପଡ଼ିଛି । ଭ୍ୟାକ୍ସିନର ଡୋଜ୍ ଦେବାର ୨୧ ଦିନ ପରେ ମିଳିଥିବା ତଥ୍ୟର ବିଶ୍ଳେଷଣ ପରେ ଏହା ସାମ୍ନାକୁ ଆସିଛି । ଋଷ କରୋନା ଭ୍ୟାକ୍ସିନ୍ ସ୍ପୁଟନିକ୍-ଭିକୁ ମଞ୍ଜୁରୀ ଦେବାରେ ପ୍ରଥମ ଦେଶ । ଟିକା ପ୍ରସ୍ତୁତ କରାଯାଇଥିବା କମ୍ପାନୀ…

ଆମେରିକାରେ ଦିଆଗଲା ପ୍ରଥମ କରୋନା ଟିକା, ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ

ନ୍ୟୁୟର୍କ: ଆମେରିକାରେ ଆଜି କରୋନା ଭାଇରସ୍ ଭ୍ୟାକସିନର ପ୍ରଥମ ଡୋଜ ଦିଆଯାଇଛି । ଏହା ପରେ ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍ କରି ଆମେରିକା ଓ ସାରା ବିଶ୍ବର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଅନୁସାରେ ନ୍ୟୁୟର୍କରେ ଜଣେ ସ୍ବାସ୍ଥ୍ୟକର୍ମୀଙ୍କୁ ଫାଇଜରର ପ୍ରଥମ କରୋନା ଭ୍ୟାକସିନ୍ ଦିଆଯାଇଛି ।…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୮୯ କରୋନା ରୋଗୀ; ସୁନ୍ଦରଗଡ଼ରେ ସର୍ବାଧିକ ୪୨ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୮୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ତନ୍ମଧ୍ୟରୁ ସୁନ୍ଦରଗଡ଼ରେ ସର୍ବାଧିକ ୪୨ ଆରୋଗ୍ୟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ ୩୮୯ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ…

କରୋନା ଉପରେ ୨୮୦୦ କ୍ଷୁଦ୍ର ଚଳଚ୍ଚିତ୍ର !

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଏନଡିଏମସି କନଭେନସନ ସେଣ୍ଟରରେ ଚାଲିଥିବା ଅନ୍ତର୍ଜାତୀୟ କରୋନା ଭାଇରସ୍ କ୍ଷୁଦ୍ର ଫିଲ୍ମ ଫେଷ୍ଟିଭାଲରେ ଦେଶ ବିଦେଶରୁ ଅଂଶଗ୍ରହଣ କରିଛନ୍ତି ୨୮୦୦ ଟି କ୍ଷୁଦ୍ର ଫିଲ୍ମ । ବିଶ୍ୱର ୧୦୮ଟି ଦେଶର ଫିଲ୍ମ ନିର୍ମାତା ନିର୍ଦ୍ଦେଶକ ଏହି ଭିନ୍ନ ଧରଣର ଫିଲ୍ମ ଫେଷ୍ଟିଭାଲରେ…

ଫେବ୍ରୁଆରି ୧୧ ଯାଏଁ ଚଣ୍ଡୀଗଡରେ ହୁକ୍କା ବାର୍ ବ୍ୟାନ୍

ଚଣ୍ଡୀଗଡ: କରୋନା ପରିସ୍ଥିତିରେ ଆଶାନୁରୂପ ସୁଧାର ଆସିନଥିବାରୁ ଚଣ୍ଡୀଗଡରେ ହୁକ୍କା ଉପରେ ନିଷେଧାଦେଶକୁ ବୃଦ୍ଧି କରିିଛି ପ୍ରଶାସନ । ଆସନ୍ତା ଫେବ୍ରୁଆରି ୧୧ ଯାଏଁ ସହରର ସବୁ ହୁକ୍କା ବାର୍ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ଆଗରୁ ଚଣ୍ଡୀଗଡରେ ହୁକ୍କା ବାର୍‌କୁ…

ଆପଣ ଜାଣିଛନ୍ତି କେଉଁ ଦେଶ ନିଜର ସବୁ ନାଗରିକଙ୍କୁ ମାଗଣାରେ କରୋନା ଟିକା ଦେବ

୨୦୨୧ ସୁଦ୍ଧା ଆସିଯିବ କରୋନା ଟିକା । ବିଭିନ୍ନ କମ୍ପାନି ଜୋରସୋରରେ ଏହି ଚେଷ୍ଟା ଚଳାଇଛନ୍ତି । କେତେକ ଦେଶ ତ ଟିକା ପ୍ରଦାନର ବ୍ୟବସ୍ଥା ମଧ୍ୟ କରିଦେଲେଣି । ବିଶ୍ୱର ସବୁ ଲୋକଙ୍କୁ କରୋନା ଟିକା ଦେବା ଏତେ ସହଜ ନୁହେଁ । ଏହା ଭିତରେ ସିଙ୍ଗାପୁର ସରକାର ଘୋଷଣା କରିଛନ୍ତି, ସବୁ ନାଗରିକଙ୍କୁ…

ହ୍ୱାଇଟ୍ ହାଉସ ଷ୍ଟାଫଙ୍କୁ ପ୍ରଥମେ ମିଳିବନି କରୋନା ଟିକା: ଟ୍ରମ୍ପ

ଓ୍ୱାଶିଂଟନ୍: ଆମେରିକାରେ ଆରମ୍ଭ ହୋଇଛି କରୋନା ଟିକାକରଣ ପ୍ରକ୍ରିୟା । ଫାଇଜରକୁ ଜରୁରିକାଳୀନ ବ୍ୟବହାର ଅନୁମତି ମିଳିଛି । ତେବେ ହ୍ୱାଇଟ୍ ହାଉସ୍ ଷ୍ଟାଫଙ୍କୁ ପ୍ରଥମେ ଟିକା ମିଳିବ ନାହିଁ । ଏକଥା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ୍ ହାଉସ୍ ପକ୍ଷରୁ ମିଳିଥିବା…

ରାଜ୍ୟରୁ ଆଉ ୪ ଜୀବନ ନେଲା ମହାମାରୀ, ମୋଟ୍ ମୃତ୍ୟୁସଂଖ୍ୟା ୧, ୮୧୧

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ମୃତ୍ୟୁସଂଖ୍ୟାକୁ ବି ନିୟନ୍ତ୍ରଣରେ ଆଣିଛି ଓଡ଼ିଶା । ଡେଥ୍ କେସ୍ ବଢୁଥିଲେ ବି ଦୈନିକ ମୃତ୍ୟୁସଂଖ୍ୟା ପୂର୍ବ ଅପେକ୍ଷା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ…

ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି ୯୮% ଆକ୍ରାନ୍ତ, ୨୪ ଘଣ୍ଟାରେ ୩୩୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚାରି ଶହ ତଳେ ରହୁଛି ସଂକ୍ରମିତଙ୍କ ସଂଖ୍ୟା । ଅଧିକାଂଶ ଜିଲ୍ଲାରୁ ଦିନକୁ ୧୦ରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୩୩୨ ନୂଆ କରୋନା ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୮୯ ଓ…