Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟରେ ୧୬ ଶହ ଟପିଲା କରୋନା ଡେଥ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ୧୬ ଶହ ଟପିଲା କରୋନା ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୧୬ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ୯ଟି ଜିଲ୍ଲାରୁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଗତ କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲାରେ ବଢୁଛି ମୃତ୍ୟୁସଂଖ୍ୟା । ବିଶେଷ କି ପଶ୍ଚିମ ଓଡ଼ିଶାରେ ବଢୁଛି ଡେଥ୍ କେସ୍ ।…

ରାଜ୍ୟରୁ ୨୪ ଘଣ୍ଟାରେ ୭୫୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା କେସ୍ କମୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୫୭ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୩୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୨୧ଟି । ସବୁ ଜିଲ୍ଲାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେରୁ କମ୍ ରହିଛି । Covid-19 Report For…

ଏହି ସହରରେ ଲାଗୁ ହେଲା ୫୭ ଘଣ୍ଟିଆ କରୋନା କର୍ଫ୍ୟୁ

ଅହମ୍ମଦାବାଦ: ବଢୁଥିବା କରୋନା ମାମଲାକୁ ରୋକିବା ପାଇଁ ଚଳିତ ମାସ ଆରମ୍ଭରୁ ଲାଗୁ ହେବ ୫୭ ଘଣ୍ଟାର ଦୀର୍ଘ ସାପ୍ତାହିକ କର୍ଫ୍ୟୁ। ଗୁଜୁରାଟର ଅହମ୍ମଦାବାଦରେ ଶୁକ୍ରବାର ନଭେମ୍ବର ୨୦ ଠାରୁ ଏହି ରାତ୍ରି କର୍ଫ୍ୟୁ ଲାଗୁ ହେବା ନେଇ ସୂଚନା ମିଳିଛି। ନଭେମ୍ବର ୨୦ ରାତି ୯ ଟାରୁ ଏହି କର୍ଫ୍ୟୁ…

ଦେଶରେ ୯୦ ଲକ୍ଷ ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୯୦ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୫ ହଜାର ୮୮୨ ଜଣ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ୪ ହଜାର ୩୬୬କୁ ବୃଦ୍ଧି ପାଇଛି । ଜୀବନ ନେଉଛି ମହାମାରୀ । ବଢୁଛି ଦୈନିକ ଡେଥ୍ କେସ୍ । ଗତ…

ଜଣେ ବ୍ୟକ୍ତିଙ୍କୁ ଛାଡି ଏହି ଗାଁର ସମସ୍ତେ କରୋନା ପଜିଟିଭ ଚିହ୍ନଟ

ମନାଲି: ହିମାଚଳ ପ୍ରଦେଶର ଲାହାଉଲ୍ ଭ୍ୟାଲିରେ ଥିବା ଥୋରାଙ୍ଗ ଭିଲେଜର ଜଣେ ବ୍ୟକ୍ତିଙ୍କୁ ଛାଡି ସମସ୍ତ ଗ୍ରାମବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥଳେ ଉକ୍ତ ଗ୍ରାମର ୫୨ ବର୍ଷୀୟ ଭୂଷଣ ଠାକୁର କରୋନା ସଂକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରିକି ଜନସଂଖ୍ୟା…

ଆସନ୍ତା ବର୍ଷ ଏପ୍ରିଲ୍ ସୁଦ୍ଧା ଆସିପାରେ ଅକ୍ସଫୋର୍ଡ କୋଭିଡ-୧୯ ଟିକା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ କର୍ମୀ ଏବଂ ବୟସ୍କଙ୍କ ଲାଗି ଅକ୍ସଫୋର୍ଡ କୋଭିଡ-୧୯ ଟିକା ଆସନ୍ତା ବର୍ଷ ଫେବୃଆରୀ ଏବଂ ସାଧାରଣ ଲୋକଙ୍କ ପାଇଁ ଏପ୍ରିଲ ସୁଦ୍ଧା ଆସିବାର ସମ୍ଭାବନା ରହିଛି ବୋଲି ଗୁରୁବାର ଦିନ କହିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୦୧୯ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୦୧୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। https://twitter.com/HFWOdisha/status/1329417168543354880?s=19 ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।…

ପୁଣି ଫେରିଲା ନାଇଟ୍ କର୍ଫ୍ୟୁ, ରାତି ୯ଟାରୁ ସକାଳ ୬ଟା କଟକଣା

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ବଢିବାରେ ଲାଗିଛି । ଅହମ୍ମଦାବାଦରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସହରକୁ ପୁଣି ଫେରିଛି ନାଇଟ୍ କର୍ଫ୍ୟୁ । ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ଶୁକ୍ରବାରଠାରୁ ଲାଗୁ ହେବାକୁ ଥିବା ଏହି କଟକଣା…

ବୟସ୍କଙ୍କଠାରେ ପ୍ରଭାବଶାଳୀ ଅକ୍ସଫୋର୍ଡ କରୋନା ଟିକା

କରୋନା ଟିକାକୁ ନେଇ ପୁଣି ଆସିଲା ଭଲ ଖବର । ବୟସ୍କ ଲୋକଙ୍କ ପାଇଁ ପ୍ରଭାବଶାଳୀ ହେବ ଅକ୍ସଫୋର୍ଡ ୟୁନିଭରସିଟିର କରୋନା ଭ୍ୟାକସିନ୍ । ୭୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ଅଧିକ ପ୍ରଭାବଶାଳୀ ବୋଲି କୁହାଯାଉଛି । ୫୬୦ ଲୋକଙ୍କ ଉପରେ କରାଯାଇଥିବା ଷ୍ଟଡିର ଡାଟା ପବ୍ଲିସ୍  କରାଯାଇଛି…

ଭୁବନେଶ୍ୱ‌ରରୁ ଆଜି ୪୬ କରୋନା ଆକ୍ରାନ୍ତ ଚିହ୍ନଟ; ସୁସ୍ଥ ହେଲେ ୬୧

ଭୁବନେଶ୍ୱ‌ର: ଭୁବନେଶ୍ୱ‌ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି। ଆଜି ୪୬ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୩୦ରେ ପହଞ୍ଚିଛି। ୪୬ ଜଣଙ୍କ ମଧ୍ୟରୁ ୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୨୭ଟି…