Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଭୁବନେଶ୍ୱ‌ରରୁ ଆଜି ୪୬ କରୋନା ଆକ୍ରାନ୍ତ ଚିହ୍ନଟ; ସୁସ୍ଥ ହେଲେ ୬୧

ଭୁବନେଶ୍ୱ‌ର: ଭୁବନେଶ୍ୱ‌ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି। ଆଜି ୪୬ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୩୦ରେ ପହଞ୍ଚିଛି। ୪୬ ଜଣଙ୍କ ମଧ୍ୟରୁ ୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୨୭ଟି…

କରୋନା ଭୂତାଣୁ ବାଣ୍ଟିଲା ଗହଣା ଦୋକାନ, କୋକୁଆ ଭୟରେ ଗ୍ରାହକ !

ଇନ୍ଦୋର: ଧନ୍‌ତେରାସ୍ ଓ ଦୀପାବଳିରେ ସୁନାଗହଣା ଦୋକାନରେ ଲାଗିଥିଲା ଅପ୍ରତ୍ୟଶିତ ଭିଡ । ନୂଆ ଗହଣାଗାଣ୍ଠି କିଣିବା ପାଇଁ ଲୋକଙ୍କ ମନରେ ଥିଲା ଉତ୍ସାହ ଓ ଉଦ୍ଦିିପନା । ହେଲେ ମଧ୍ୟପ୍ରଦେଶ ଇନ୍ଦୋରରେ ଏକ ଗହଣା ଦୋକାନରେ ଅଳଙ୍କାର କିଣି ଲୋକେ କୋକୁଆ ଭୟରେ ରହିବାକୁ ବାଧ୍ୟ ହୋଇଛନ୍ତି ।…

ଚଳିତ ମାସରେ ବନ୍ଦ ହେବ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ଷମ ଟାଟା କୋଭିଡ୍ ହସ୍ପିଟାଲ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଚଳିତ ମାସ ଶେଷ ସୁଦ୍ଧା ଏହା ବନ୍ଦ ହେବ ।…

ପଶ୍ଚିମ ଓଡ଼ିଶାରେ ବଢୁଛି କରୋନା ଡେଥ୍ କେସ୍: ରାଜ୍ୟର ୧୧ ଜିଲ୍ଲାରୁ ଆଉ ୧୭ ମୃତ

ଭୁବନେଶ୍ୱର: ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟାରେ ମହାମାରୀ ଆଉ ୧୭ ଜଣଙ୍କୁ ମାରି ଦେଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୧ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । 5.A 45-year-old male of Ganjam…

ହଜାରେ ତଳେ ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା, ୨୪ ଘଣ୍ଟାରେ ରାଜ୍ୟରୁ ୮୬୮ ପଜିଟିଭ୍

ଭୁବନେଶ୍ୱର: ଗତ ସପ୍ତାହେ ହେବ ରାଜ୍ୟରେ କ୍ରମାଗତ ଭାବରେ ହଜାରେ ତଳେ ରହିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କମୁଛି ଲୋକାଲ୍ କଣ୍ଟାକ୍ଚ କେସ୍ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ସଂକ୍ରମିତ ହୋଇଛନ୍ତି ଆଉ ୮୬୮ ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୯୯ ଜଣ ଥିବା ବେଳେ ଲୋକାଲ…

ବିଶ୍ୱ କରୋନା; ଗତ ୨୪ ଘଣ୍ଟାରେ ୬ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱର ୨୧୭ଟି ଦେଶରେ କରୋନା ଭୂତାଣୁ କାୟା ବିସ୍ତାର କରିଛି। ବର୍ତ୍ତମାନ ସୁଦ୍ଧା କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୬ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏଥିସହ ୧୦,୮୦୧ରୁ ଅଧିକ ଲୋକଙ୍କର କରୋନା ଜନିତ…

ଦେଶରେ ବଢିଲା: ଦିନକରେ ୪୫,୫୭୬ କରୋନା ଆକ୍ରାନ୍ତ, ୫୮୫ ମୃତ

ନୂଆଦିଲ୍ଲୀ: ଶୀତ ଦିନ ଆସିଲାଣି । ଦେଶରେ ବଢିଲାଣି କରୋନା କାୟା । ୩୦ ହଜାର ୪୦ ହଜାର ତଳକୁ ଦୈନିକ କେସ୍ କମିଥିଲା । ଏବେ ପୁଣି ଥରେ ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୫ ହଜାର ୫୭୬ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ପଜିଟିଭ୍ କେସ୍ ୮୯ ଲକ୍ଷ ୫୮ ହଜାର ୪୮୪କୁ…

କରୋନା କାୟାରେ ଦିଲ୍ଲୀ: ଦିନକରେ ରେକର୍ଡ ୧୩୧ ମୃତ ଓ ୭୪୮୬ ପଜିଟିଭ୍, ସର୍ବଦଳୀୟ ବୈଠକ ଡାକିଲେ ଜେକ୍ରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାର ତୃତୀୟ ଲହର । ମହାମାରୀ ମାଡ଼ି ମାଡ଼ି ଚାଲିଛି । ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି ଭାଇରସ୍ । ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଦିଲ୍ଲାରେ ରେକର୍ଡ ୧୩୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହି ସମୟରେ ସଂକ୍ରମିତ…

ଆଇସୋଲେସନରେ ସଲମାନ ଖାନ

ମୁମ୍ୱାଇ: ଆଇସୋଲେସନରେ ବଲିଉଡ୍ ଅଭିନେତା ସଲମାନ ଖାନ । ତାଙ୍କର ତିନି ଜଣ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ସେ ପୃଥକବାସରେ ଥିବା ଜଣା ପଡିଛି । ସଂକ୍ରମିତ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ଜଣେ ଡ୍ରାଇଭର । ସେମାନେ ଚିକିତ୍ସା ପାଇଁ ବମ୍ବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।…

ଭଲ ଖବର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି ୯୭% ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବଢୁଛି ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରୁ ଆଉ ୧୩ ଶହ ୩ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ସେମାନେ ହସ୍ପିଟାଲରୁ ଡିସଚାର୍ଡ ହୋଇଛନ୍ତି । କଟକରୁ ସର୍ବାଧିକ ୧୦୮, ଅନୁଗୁଳରୁ ୧୦୩, ମୟୂରଭଞ୍ଜରୁ ୧୦୧ ସଂକ୍ରମିତ ସୁସ୍ଥ…