Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଦୁର୍ଗା ପୂଜା ପୂର୍ବରୁ ଆସିଲା ଗାଇଡାଲାଇନ୍‌, ଜାଣନ୍ତୁ କ’ଣ ରହିଛି ନିୟମ

ନଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଛି। ଏହି ସମୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। ଅକ୍ଟୋବରରୁ ଡିସେମ୍ବର ଯାଏ ଭାରତରେ ବିଭିନ୍ନ ପର୍ବପର୍ବାଣୀ ପାଳିତ ହୋଇଥାଏ। ଏହି ସମୟରେ ପ୍ରବଳ ଜନସମାବେଶ ହୁଏ। ତେଣୁ କରୋନା ସଂକ୍ରମଣ…

ଓଡିଶାରୁ ସୁସ୍ଥ ହେଲେ ଆଉ ୩୮୧୭ କରୋନା ରୋଗୀ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୮୧୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ୯୬୯ ଜଣ, କଟକରୁ ୩୬୮, ବରଗଡ଼ରୁ ୧୫୧ ଜଣ, ବାଲେଶ୍ୱରରୁ ୧୪୬ ଜଣ, ନୂଆପଡ଼ାରୁ ୧୩୫ ଜଣ, ଜଗତସିଂହପୁରରୁ ୧୨୪…

କରୋନା ନେଲା ଆଉ ୧୬ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୯୪୦କୁ ବୃଦ୍ଧି

ଭୁବନେଶ୍ୱର: ଗତ ୨୪ଘଣ୍ଟା ମଧ୍ୟରେ ଆଉ ୧୬ ଜଣ ରୋଗୀ ଏହି କରୋନା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କରିଛନ୍ତି । ମଙ୍ଗଳବାର ଦିନ ସୁଦ୍ଧା ଓଡିଶାରେ ମୃତ୍ୟୁ ସଂଖ୍ୟା ୯୪୦କୁ ବୃଦ୍ଧି ପାଇଛି। ୧୦ ଟି ଜିଲ୍ଲାରୁ ରିପୋର୍ଟ ହୋଇଥିବା ନୂତନ ମୃତ୍ୟୁ ମଧ୍ୟରେ ୪ଟି ବାଲେଶ୍ୱରରୁ, ୨ଟି କଟକ ଓ…

ଭୁବନେଶ୍ୱରରେ ୨୦ ହଜାର ଟପିଲା କରୋନା ଆରୋଗ୍ୟଙ୍କ ସଂଖ୍ୟା; ଆଜି ୩୬୫ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୬୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଛଡା ସୁସ୍ଥତାଙ୍କ ସଂଖ୍ୟା ୨୦ ହଜାର ଟପିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ହସ୍ପିଟାଲରୁ ଡିସଚାର୍ଜ ହେଲେ ତମନ୍ନା

ମୁମ୍ବାଇ: ହସ୍ପିଟାଲରୁ ଡିସଚାର୍ଜ ହେଲେ ବାହୁବଳୀ ଫେମ୍ ତଥା ଅଭିନେତ୍ରୀ ତମନ୍ନା ଭାଟିଆ । କରୋନାରେ ଆକ୍ରାନ୍ତ ହେବାର ଦିନକ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ହେଲେ ସେ ପୁରା ସୁସ୍ଥ ହେବା ଯାଏଁ ହୋମ୍ ଆଇସୋଲେସନରେ ରହିବେ । ଏନେଇ…

ବାୟୁରେ ବ୍ୟାପୁଛି କରୋନା!

ନୂଆଦିଲ୍ଲୀ: ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଚାଂଚଲ୍ୟକର ସୂଚନା ଦେଇଛି ଆମେରିକାର ସେଂଟର ପର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ବା ସିଡିସି । କରୋନା ଭୂତାଣୁ ବାୟୁରେ ବ୍ୟାପୁଥିବା ନେଇ ସିଡିସି ସୂଚନା ଦେଇଛି । ଏହା ଫଳରେ ସାରା ବିଶ୍ୱରେ…

ଗଞ୍ଜାମରେ କେମିତି ପାଳିବେ ଦୁର୍ଗା ପୂଜା? ଆସିଲା ଗାଇଡଲାଇନ୍‌

ଗଞ୍ଜାମ: ଚଳିତ ବର୍ଷ କରୋନା ମହାମାରୀ ଭିତରେ ପାଳନ ହେବ ଦଶହରା । ତେବେ ଗଂଜାମରେ କେମିତି ହେବ ଦୁର୍ଗା ପୂଜା । ଏଥିପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ଗଂଜାମ ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ପାଳିତ ହେବାକୁ ଥିବା ଦୁର୍ଗାପୂଜା, କାଳୀପୂଜା ଓ ଅନ୍ୟାନ୍ୟ ପୂଜା ଲାଗି ସେପ୍ଟେମ୍ବର, ଅକ୍ଟୋବର ଓ…

କରୋନା ନେଲା ଜୀବନ, ରାଜ୍ୟରେ ଆଖିବୁଜିଲେ ଆଉ ୧୬

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ କରୋନା ମହାମାରୀରେ ଗଡୁଛି ମୁଣ୍ଡ । ଆଜି ପୁଣି ଆଉ ୧୬ ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୪୦ରେ ପହଂଚିଛି । ଆଜି କରୋନାରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବାଲେଶ୍ୱରରୁ ସର୍ବାଧିକ ୪ଜଣ…

କମୁଛି କରୋନା ଟ୍ରେଣ୍ଡ, ଦ୍ୱିତୀୟ ଦିନରେ ୩ ହଜାର ତଳେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ କମୁଛି କରୋନା ଟ୍ରେଣ୍ଡ । ଆଜି ଦ୍ୱିତୀୟ ଦିନରେ ରାଜ୍ୟରୁ ୩ ହଜାର ତଳେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ଓଡ଼ିଶାରୁ ୨୬୩୭ । କ୍ୱାରେଣ୍ଟିନ ସେଣ୍ଟରରୁ ୧,୫୫୪ଓ ଲୋକାଲ କେସ୍ ‌୧,୧୧୯ ଥିବା ସୂଚନା…

ମାସେ ପରେ ୭୦ ହଜାର ତଳକୁ ଖସିଲା ଦୈନିକ କରୋନା କେସ, ଜାଣନ୍ତୁ ଆଜିର ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଟ୍ରେଣ୍ଡ କମୁଛି । କମୁଛି ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା । ମାସେ ପରେ ଗୋଟିଏ ଦିନରେ ୭୦ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ବାହାରିଛନ୍ତି ୬୧ ହଜାର ୨୬୭ ନୂଆ ଆକ୍ରାନ୍ତ । ସେପ୍ଟେମ୍ବର ୧ ତାରିଖରେ ଶେଷ ଥର ଦିନକରେ ୭୦…