Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଫ୍ରାନ୍ସରେ କରୋନାର ସୁନାମୀ: ଦିନକରେ ରେକର୍ଡ ଲକ୍ଷେରୁ ଅଧିକ ସଂକ୍ରମିତ

ପ୍ୟାରିସ: ଫ୍ରାନ୍ସରେ ପୁଣି ଥରେ ସୁନାମୀ ଆଣିଛି ମହାମାରୀ । ଦୈନିକ ସଂକ୍ରମଣରେ ନୂଆ ରେକର୍ଡ । ଲକ୍ଷେ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଫ୍ରାନ୍ସରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୪ହଜାର ୬୧୧ ନୂଆ ଆକ୍ରାନ୍ତ । ଲଗାତାର ତୃତୀୟ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ…

ଓଡ଼ିଶାରୁ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଓମିକ୍ରନ୍ କେସ୍ । ଆଉ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିନୋମ୍ ସିକ୍ୱେନ୍ସିଂରୁ ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ପାଖରେ ଓମିକ୍ରନ୍ ଷ୍ଟ୍ରେନ୍ ବାହାରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛି ଆଇଏଲଏସ୍ । ଦୁଇ ଜଣ ନାଇଜେରିଆରୁ ଓ ଆଉ ଦୁଇ ଜଣ…

ଆଜି ରାଜ୍ୟରୁ ୧୧୨ କରୋନା ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ ତଳକୁ ତଳକୁ ଖସୁଛି କରୋନା କାୟା । ଶହେ ମୁହାଁ ଦୈନିକ କେସ୍ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧୨ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୬୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୫ଟି । ୧୮ ବର୍ଷ ଭିତରେ ଆଉ ୧୭ ଜଣ ପଜିଟିଭ୍ ବାହାରିଛନ୍ତି ।…

କର୍ତ୍ତବ୍ୟନିଷ୍ଠ ମହିଳା ସ୍ୱାସ୍ଥ୍ୟକର୍ମୀ, ଓଟ ଚଢି ଦେଉଛନ୍ତି କୋଭିଡ୍ ଟିକା

ଭୁୁବନେଶ୍ୱର: କୋଭିଡ ମହାମାରୀରେ ସ୍ୱାସ୍ଥ୍ୟକର୍ମୀଙ୍କ ଅତୁଳନୀୟ ଅବଦାନକୁ ମାପିବା ତାଙ୍କ କର୍ତ୍ତବ୍ୟନିଷ୍ଠା ପ୍ରତି ପ୍ରଶ୍ନ ଉଠାଇବା ସଦୃଶ । ମାରାତ୍ମକ କରୋନା ଭାଇରସକୁ ଦୂରେଇବାରେ ଦିନରାତି ଏକ କରିଦେଇଥିଲା ସ୍ୱାସ୍ଥ୍ୟ ବିଭାଗ । ଭାକ୍ସିନେସନ୍ ସେଣ୍ଟରକୁ ବାଦ୍ ଦେଲେ ଘରେଘରେ…

କରୋନା ପରେ ଲାଇଫ୍ ସପୋର୍ଟରେ ୬୫ ଦିନ, ଫୁସଫୁସ ପ୍ରତିରୋପଣ ନକରି ସୁସ୍ଥ ହେଲା ନାବାଳକ

ହାଇଦ୍ରାବାଦ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଆୟୁଷ ଥିଲେ ଯମ ବି କିଛି କରି ପାରିବ ନାହିଁ ବୋଲି କୁହାଯାଏ । ଏକଥାର ଯଥାର୍ଥତା ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ଜଣେ ୧୨ ବର୍ଷର ବାଳକ କରୋନା ସଂକ୍ରମିତ ହେବା ପରେ ୬୫ ଦିନ ଲାଇଫ ସପୋର୍ଟରେ ଥିଲେ । ଫୁସଫୁସ…

ଭାରତରେ ୨-୩ ସପ୍ତାହରେ ୧୦୦୦ ଛୁଇଁବ ଓମିକ୍ରନ୍ କେସ୍, ଦୁଇ ମାସରେ ୧୦ ଲକ୍ଷ ଟପିଯିବ !

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ କେସ୍ ବଢୁଛି । ୧୭ ରାଜ୍ୟରୁ ଚିହ୍ନଟ ହେଲେଣି ୪୧୫ ଆକ୍ରାନ୍ତ । ଆଗାମୀ ୨-୩ ସପ୍ତାହରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଛୁଇଁପାରେ । ପରବର୍ତ୍ତୀ ଦୁଇ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ହୋଇପାରେ । ଏଭଳି ଆଶଙ୍କା କରିଛନ୍ତି କେରଳର କୋଭିଡ୍…

ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫, ସୁସ୍ଥ ହେଲେଣି ୧୧୫

ନୂଆଦିଲ୍ଲୀ: ଦେଶରେ ମାଡୁଛି ଓମିକ୍ରନ୍ । ସଂକ୍ରମିତଙ୍କ ସଂଖ୍ୟା ବଢଛି । ବର୍ତ୍ତମାନ ସୁଦ୍ଧା ୧୭ ରାଜ୍ୟରୁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ଦେଶରେ ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା…

୩୦୦ ଟପିଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗୁରୁବାର ଦିନ ଗୋଟିଏ ଦିନରେ ରେକର୍ଡ ୮୪ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହା ସହିତ ଦେଶରେ ଓମିକ୍ରନ୍ ଭାରିଆଣ୍ଟର ମୋଟ ମାମଲା ୩୪୧ ଅତିକ୍ରମ କରିଛି। ଏହାପୂର୍ବରୁ ବୁଧବାର ଦିନ ଓମିକ୍ରନ୍‌ ମାମଲା ୨୦୦ ଟପିଛି।…

ଆଜି ରାଜ୍ୟରୁ ୧୪୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୯ ଜିଲ୍ଲାରୁ ବାହାରିଛନ୍ତି ୧୪୧ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୮୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୫୭ ରହିଛି । ୧୮ ବର୍ଷ ଭିତରେ ଆଉ ୧୯ ଜଣ ପଜିଟିଭ୍ ବାହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮…

ଓମିକ୍ରନ୍ ଭୟ: ୫ ରାଜ୍ୟରେ ନିର୍ବାଚନ ଟାଳିବାକୁ କହିଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ଆସନ୍ତାବର୍ଷା ଫେବ୍ରୁଆରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତାରିଖ ଘୋଷଣା ହୋଇ ନଥିଲେ ବି ଉଷ୍ଣତା ବଢ଼ିଛି । ଏହାରି ଭିତରେ ସାରା ଦେଶରେ ଓମିକ୍ରନ୍ ମାମଲା ବି ବଢିବାରେ ଲାଗିଛି । କେନ୍ଦ୍ର ସରକାର ବଡ଼ ବଡ଼ କାର୍ୟ୍ୟକ୍ରମ, ସଭା…