Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟରେ ୨୦ ଲକ୍ଷ ଟପିଲା କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବଢି ଚାଲଛି କୋଭିଡ୍ ଟେଷ୍ଟ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକଙ୍କର ନମୁନା ପରୀକ୍ଷା କରାଗଲାଣି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ୫୦ ହଜାର ୬୬୩ ଟେଷ୍ଟିଂ କରାଯାଇଛି । ଆଣ୍ଟିଜେନରେ ୪୩ ହଜାର ୬୪୦ ନମୁନା ପରୀକ୍ଷା କରାଯାଇଥିବା ବେଳେ RT-PCରେ ୬…

ହୋମ୍ ଆଇସୋଲେସନ୍ ଲାଗି ବିଏମସିର ଏସଓପି ଜାରି

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ରୋଗୀଙ୍କ ହୋମ୍ ଆଇସୋଲେସନ୍ ଲାଗି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର (ଏସଓପି)ଜାରି କରାଯାଇଛି । ସୂଚନାନୁଯାୟୀ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ଲାଗି ୨୪ ଘଣ୍ଟିଆ ପରାମର୍ଶ ଦେବା…

ଗୁଡ ନ୍ୟୁଜ୍: ଋଷ ଟିକା ସୁରକ୍ଷିତ, ତିଆରି କରୁଛି ଆଣ୍ଟିବଡି

ମସ୍କୋ: କରୋନା କାଳରେ ପୁଣି ଏକ ଭଲ ଖବର ସାମନାକୁ ଆସିଛି । ମେଡିକାଲ ଜର୍ଣ୍ଣାଲ୍ ଲାନସେଟ୍ ଦେଇଥିବା ଏମିତି ଖବର ସାରା ବିଶ୍ୱକୁ ଆଶ୍ୱସ୍ତି ଆଣି ଦେଇଛି । ରିସର୍ଚ୍ଚରୁ ଜଣା ପଡିଛି ଋଷ ତିଆରି କରିଥିବା କରୋନା ଭ୍ୟାକସିନ୍ ସ୍ପୁଟନିକ୍-V ସୁରକ୍ଷିତ। ଟ୍ରାଏଲରୁ ସଫଳତା ମିଳୁଛି । ଲାନସେଟ୍…

କରୋନା ସଂକ୍ରମିତ ନେତାଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ରାଜ୍ୟରେ ଜଣଙ୍କ ପରେ ଜଣେ ବିଧାୟକ ଓ ମନ୍ତ୍ରୀ କରୋନା ସଂକ୍ରମିତ ହେଉଛନ୍ତି । କରୋନା ସଂକ୍ରମିତ ହୋଇଥିବା ନେତାଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ତ୍ରୀ ପଦ୍ମିନୀ ଦିଆନ୍ ସାଂସଦ ରମେଶ ମାଝୀ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ ପ୍ରଶାନ୍ତ…

ଭୁବନେଶ୍ୱରରେ ୧୨ ହଜାର ଟପିଲା କରୋନା ସଂକ୍ରମଣ; ପୁଣି ୫୫୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୫୫୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୯୮୦ କରୋନା ରୋଗୀ; ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୯୦ ହଜାର ଟପିଲା

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୯୮୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୨୯୮୦ ଜଣଙ୍କ ମଧ୍ୟରୁ ୬୫୪ ଜଣ କଟକରୁ, ୨୬୩ ଜଣ ଖୋର୍ଦ୍ଧା, ୨୧୨ ଜଣ ଗଞ୍ଜାମରୁ, ୨୦୭ ଜଣ ମୟୁରଭଞ୍ଜରୁ,…

ଜଗତସିଂହପୁର ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ବିଜେଡି ନେତା ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି ଯେ, ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ମୁଁ କରୋନା ଟେଷ୍ଟ କରାଇଥିଲି, ଯାହା ପଜିଟିଭ ଆସିଛି । ମୁଁ ଏବେ ହୋମ୍ ଆଇସୋଲେସନରେ ଅଛି ଏବଂ…

କୌନ ବନେଗା କରୋଡପତି ଓ ଇଣ୍ଡିଆସ୍ ବେଷ୍ଟ ଡାନ୍ସର ସେଟ୍‌ରେ କରୋନା ଚଡକ !

ମୁମ୍ବାଇ: ସାରା ବିଶ୍ୱରେ କରୋନା ମହାମାରୀର କାୟା ବିସ୍ତାର । ତଥାପି ଭାରତରେ କିଛିଟା ଆଶ୍ୱସ୍ତି ମିଳିଛି । ବିଭିନ୍ନ କଟକଣା ଭିତରେ ଆରମ୍ଭ ହୋଇଛି ଫିଲ୍ମ ଓ ଟିଭି ସୋ'ର ସୁଟିଂ । ତଥାପି କରୋନାଠୁ କେହି ବର୍ତ୍ତିପାରୁନାହାନ୍ତି । "କୌନ ବନେଗା କରୋଡପତି" ଓ "ଇଣ୍ଡିଆସ୍ ବେଷ୍ଟ ଡାନ୍ସର" ଭଳି…

ଭୁବନେଶ୍ୱରରେ ରହିଛି ୫.୧ ପ୍ରତିଶତ ଆଣ୍ଟିବଡି ପ୍ରିଭେଲାନ୍ସ

ଭୁବନେଶ୍ୱର: ଭୁବନେଶ୍ୱରରେ ୫.୧ ପ୍ରତିଶତ ଆଣ୍ଟିବଡି ପ୍ରିଭେଲାନ୍ସ ରହିଛି । ଏବେ ଏଠାରେ ସ୍ଥିତି ଭଲ ରହିଥିବା ବେଳେ ଆଗାମୀ ଦିନରେ ରିସ୍କ ବଢିବାର ଆଶଙ୍କା ରହିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସୂଚନାନୁଯାୟୀ, ଏଯାବତ୍ ଦ୍ୱିତୀୟ…

ମୌସୁମୀ ଅଧିବେଶନ ପୂର୍ବରୁ ଓଡ଼ିଶାର ଆଉ ଜଣେ ସାଂସଦ କରୋନା ସଂକ୍ରମିତ

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ । ତାପୂର୍ବରୁ କରୋନା ସଂକ୍ରମିତ ହୋଇଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ରମେଶ ମାଝୀ କହିଛନ୍ତି, କୋଭିଡ ପିଟିଜିଭ ଚିହ୍ନଟ ପରେ ସେ ଏବେ ହୋମ୍…