Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟରେ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ: ୩ କୋଟି ଡୋଜ୍ ଭ୍ୟାକସିନ୍ ଦିଆଗଲାଣି

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଚାଲିଛି କୋଭିଡ୍ ଟିକାକରଣ । କରୋନା ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ଡୋଜ୍ କୋଭିଡ୍ ଭ୍ୟାକସିନ୍ ଦିଆଗଲାଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ୍ ଟିକାକରଣରେ…

ରାଜଧାନୀରେ କରୋନା ଆତଙ୍କ, ସିଲ୍ ହେଲା କୋର୍ଟ ପରିସର

ଭୁବନେଶ୍ୱର: ଧିରେଧିରେ କରୋନା ସଂକ୍ରମଣ ପୁଣିଥରେ କାୟା ବିସ୍ତାର କରିବାରେ ଲାଗିଛି । ଏହି ଧାରାରେ ରାଜଧାନୀ ସ୍ଥିତ କୋର୍ଟରେ ୧୫ଜଣ କର୍ମର୍ଚାରୀ କରାନା ସଂକ୍ରମିତଙ୍କ ଚିହ୍ନଟ ହେବା ପରେ ବିଏମ୍‌ସି କୋର୍ଟ ପରିସରକୁ ସିଲ୍ କରିଛି । ଆସନ୍ତା ୨୭ ତାରିଖରେ ବିଏମ୍‌ସି ସମସ୍ତ କର୍ମଚାରୀଙ୍କର…

ଆଜି ରାଜ୍ୟରୁ ୬୪୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଉପର ତଳ ହେଉଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୪୪ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୩୭୫ ଜଣ ସଙ୍ଗରୋଧରୁ ଓ ସ୍ଥାନୀୟ ସଂକ୍ରମଣ ରହିଛି ୨୬୯ । ୧୮ ବର୍ଷରୁ କମ୍ ଆଉ ୭୨ ଜଣ ଶିଶୁ ଓ କିଶୋର କରୋନା ସଂକ୍ରମିତ ହୋଇଛନ୍ତି । Covid-19…

ଗତକାଲି ଅପେକ୍ଷା ଆଜି ରାଜ୍ୟରୁ ପାଖାପାଖି ୩ଶହ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତିନି ଦିନ କମିବା ପରେ ଆଜି ପୁଣି ଥରେ ବଢ଼ିଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଆକ୍ରନ୍ତଙ୍କ ସଂଖ୍ୟାରେ ପାଖାପାଖି ୩୦୦ ବୃଦ୍ଧି ହୋଇଛି । ଗତକାଲି ରାଜ୍ୟରୁ ୪୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୭୩୪ ପଜିଟିଭ୍ । ୧୮ ବର୍ଷ…

ରାଜ୍ୟରେ କମୁଛି କରୋନା କାୟା: ଆଜି ୫୧୦ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଦୈନିକ ସଂକ୍ରମଣ ଏବେ ୫ଶହକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୧୦ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୧୩ଟି । ରାଜ୍ୟରେ ୧୮ ବର୍ଷ ଭିତରେ ଆଉ ୭୯ ଜଣ ସଂକ୍ରମିତ ହୋଇଛନ୍ତି । ଆଜି ୨୪ ଜିଲ୍ଲାରୁ…

ରାଜ୍ୟରେ ପୁଣି ବଢ଼ିବ ସଂକ୍ରମଣ, ସତର୍କ କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ପୁଣି ବଢ଼ିପାରେ ମହାମାରୀ କରୋନା ସଂକ୍ରମଣ । ଏଭଳି ପୂର୍ବନୁମାନ କରିଛି ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ୮୦ ପ୍ରତିଶତ ଲୋକ ଲକ୍ଷଣ ବିହୀନ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣ ବଢ଼ିପାରେ ବୋଲି ଆକନ କରିଛି ସ୍ବାସ୍ଥ୍ୟ ବିଭାଗ । ଅକ୍ଟୋବର ଓ ନଭେମ୍ବର ମାସରେ…

ଆଜି ଓଡ଼ିଶାରୁ ୬୨୩ କରୋନା ପଜିଟିଭ୍, ୧୮ ବର୍ଷ ଭିତରେ ୯୫ ନୂଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । ପ୍ଲାଟ୍ୟୁ ସ୍ଥିତିରେ ରହିଛି ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ରୁ ୭୦୦ ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୬୨୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୩୬୨ ଓ ଲୋକାଲ୍…

ଆଜି ୨୫ ଜିଲ୍ଲାରୁ ୬୯୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ତଳ ଉପର ହେଉଛି । କେବେ କମୁଛି, ପୁଣି କେବେ ସାମାନ୍ୟ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୯୫ ଆକ୍ରାନ୍ତ । ଏମାନଙକ୍ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୮୩ ଆକ୍ରାନ୍ତ । ୨୫ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ ।…

କରୋନା ସଂକ୍ରମିତ ଚିହ୍ନଟ ପରେ ଭୁବନେଶ୍ୱର ସବ୍-କଲେକ୍ଟର ଓ ତହସିଲ ଅଫିସ ୫ ଦିନ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଓ ତହସିଲ ଅଫିସର କିଛି କର୍ମଚାରୀ କୋଭିଡ ସଂକ୍ରମିତ ଚିହ୍ନଟ ପରେ ଉଭୟ କାର୍ଯ୍ୟାଳୟ ବନ୍ଦ । ଏହି ଦୁଇ କାର୍ୟ୍ୟାଳୟରେ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ଦୁଇଟିଯାକ କାର୍ଯ୍ୟାଳୟକୁ ୫ ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।…

ଆଜି ୨୩ ଜିଲ୍ଲାରୁ ୬୨୮ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ୬୦୦କୁ ଖସିଛି କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୬୨୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୬୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୬୧ଟି । ନୂଆ ଆକ୍ରାନ୍ତଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୯୬ ଜଣ । ଆଜି ୨୩…