Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

୬ରୁ ଖୋଲିବ ଐତିହାସିକ ସ୍ମାରକ, ସଂଗ୍ରାହଳୟ ଓ ପର୍ଯ୍ୟଟନସ୍ଥଳ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୬ରୁ ରାଜ୍ୟରେ ଖୋଲିବ ପର୍ଯ୍ୟଟନ ସ୍ଥଳି । ଏଥିସହ ଐତିହାସିକ ସ୍ମାରକ ଓ ସଂଗ୍ରାହଳୟ ମଧ୍ୟ ଖୋଲିବ । ଏନେଇ ଭାରତ ପ୍ରତ୍ନତତ୍ତ୍ୱ ବିଭାଗ ସୂଚନା ଦେଇଛି । ତେବେ ପୂଜାପାଠ ହେଉଥିବା ଧାର୍ମିକ ଓ ପର୍ଯ୍ୟଟନସ୍ଥଳି ଖୋଲିବ ନାହିଁ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩୧ଟି…

କରୋନା ମୁକାବିଲା ଲାଗି ଗଞ୍ଜାମରେ ନିଯୁକ୍ତ ହେଲେ ସ୍ପେଶାଲ୍ ଏଡ଼ିଏମ୍‌

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଦିନ ଡିପାର୍ଟମେଣ୍ଟ ଅଫ ୱର୍କସର ଡେପୁଟୀ ସେକ୍ରେଟାରି ପାରୁଲ ପଟୱରୀଙ୍କୁ କୋଭିଡ଼ ୧୯ ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଭିଜନର ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତ କରିଛନ୍ତି । ସେହିପରି ଭାବେ ପୁରୀ ଡିଆରଡ଼ିଏ ଯୋଜନା…

କଟକର ମାଳିସାହି କଣ୍ଟେନମେଣ୍ଟ ଜୋନ୍ ଘୋଷିତ

କଟକ: କରୋନା ପଜିଟିଭ ଚିହ୍ନଟ ପରେ କଟକ ଜିଲ୍ଲାର ରାଣିହାଟ ଅଞ୍ଚଳରେ ଥିବା ମାଳିସାହିକୁ ଏକ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। କଟକ ମହାନଗର ନିଗମ (ସିଏମସି)ର ବିଜ୍ଞପ୍ତି ଅନୁଯାୟୀ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବେଳେ ଏହି କଣ୍ଟେନମେଣ୍ଟ ଜୋନ୍ ଭିତରେ ଲୋକଙ୍କ ପ୍ରବେଶ…

ଏସବୁ ଜିଲ୍ଲାରୁ ରାଉରକେଲା ଆସିଲେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ

ଭୁବନେଶ୍ୱର: ଓଡିଶାରେ କରୋନାଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ରାଉରକେଲା ମହାନଗର ନିଗମ(ଆରଏମସି) କଡା ଆଭିମୁଖ୍ୟ ଗ୍ରହଣ କରିଛି। ଆରଏମସିର ସୂଚନା ଅନୁଯାୟୀ ପ୍ରାୟ ୧୩ଟି ଜିଲ୍ଲାରୁ ରାଉରକେଲାକୁ ଆସୁଥିବା…

ଜୁଲାଇ ୧୧ ଯାଏଁ ଭିସୁଟ୍ ବନ୍ଦ

ସମ୍ବଲପୁର: କୋଭିଡ-୧୯ ସଂକ୍ରମଣ ବୃଦ୍ଧି ଆଶଙ୍କା ରହିଥିବାରୁ ବୁର୍ଲାର ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ୍‌) ଆସନ୍ତା ଜୁଲାଇ ୧୧ ଯାଏଁ ବନ୍ଦ କରାଯାଇଛି। ଏହି ଅବଧି ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ହେଡ୍ କ୍ୱାଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭିସୁଟର…

ରାଜ୍ୟରେ ଆଉ ୫ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୩୪ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୫ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଖୋର୍ଦ୍ଧାରୁ ୩…

ଓଡିଶାର ୨୪ ଜିଲ୍ଲାରୁ ନୂଆ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୪୯୫ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୬୦୧ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ରେକର୍ଡ ଭାଙ୍ଗୁଛି କରୋନା; ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୨୨ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୬,୪୮,୩୧୫କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କରୋନା ଚିକିତ୍ସା ପାଇଁ ସରକାରଙ୍କ ନୂଆ ଗାଇଡଲାଇନରେ କ’ଣ ଅଛି ? ଜାଣନ୍ତୁ

କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଏଣିକି ଗୁରୁତର କରୋନା ରୋଗୀଙ୍କୁ ଦିଆଯାଉଥିବା ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭିକୁ ପାଞ୍ଚ ଦିନ ଦିଆଯିବ ।…

ଗଲଓ୍ୱାନ ସହିଦଙ୍କ ନାଁରେ ନାମିତ ହେବ କୋଭିଡ୍ ହସ୍ପିଟାଲ ଓ୍ୱାର୍ଡ

ନୂଆଦିଲ୍ଲୀ: ନିଉ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କୋଭିଡ-୧୯ ହସ୍ପିଟାଲର ଓ୍ୱାର୍ଡ ନାଁ ଗଲଓ୍ୱାନ ଘାଟିରେ ସହିଦ ବୀର ଯବାନଙ୍କ ନାଁ ଅନୁସାରେ ନାମିତ କରାଯିବ । ଡିଆରଡିଓ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଯବାନଙ୍କ ବଳିଦାନ ଓ ସେମାନଙ୍କୁ ସମ୍ମାନ ଜଣାଇ ନିଉ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କୋଭିଡ…