Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଶୁକ୍ରବାର ସକାଳ ୧୦ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୩ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ରାଜ୍ୟରେ ଚିହ୍ନଟ ହେଲ ଆଉ ୮୬ ପଜିଟିଭ: ମୋଟ ସଂଖ୍ୟା ଛୁଇଁଲା ୧୧୮୯

ଭୁବନେଶ୍ୱର: ବିଜୁଳି ଗତିରେ ମାଡି ଚାଲିଛି କରୋନା । ଚାହୁଁ ଚାହୁଁ ଏହି ଭୂତାଣୁ ରାଜ୍ୟର ୨୪ ଟି ଜିଲ୍ଲାରେ ନିଜ କାୟା ବିସ୍ତାର କରି ସାରିଲାଣି । ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮୬ ନୂଆ ପଜିଟିଭ । ଚିହ୍ନଟ ୮୬ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ଜଣେ…

ବଢୁଛି ଚିନ୍ତା: ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୬୦୮୮ ସଂକ୍ରମିତ, ୧୪୮ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ସ୍ମାର୍ଟ ଫୋନ ଦେବ କରୋନା ସଂକ୍ରମିତଙ୍କ ତଥ୍ୟ !

ଭୁବନେଶ୍ୱର: କରୋନା ପାଇଁ ଏବେ ସବୁଠି ଚିନ୍ତା । ଦେଶ ପରେ ଦେଶ, ରାଜ୍ୟ ପରେ ରାଜ୍ୟ ଏହାର କବଳକୁ ଆସି ଯାଉଛି । ଏହାର ସଂକ୍ରମଣରେ କିଛି ଟା ରୋକ ଲଗାଇବା ପାଇଁ ସାରା ଦେଶରେ ଲକଡାଉନ । ତେବେ ମଧ୍ୟ ବିଶ୍ୱର କିଛି ପ୍ରମୁଖ ରାଷ୍ଟ୍ର ମୁଖ୍ୟ ଏବେ ଜନସାଧାରଣଙ୍କୁ ସତର୍କ ରହିବାର ଉପଦେଶ ଦେଇ…

ଜୁନ ମାସରେ ଓଡ଼ିଶାରେ ୧୦ ହଜାର ଟପିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !

ଭୁବନେଶ୍ବର: ଜୁନ ମାସରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିବ ବୋଲି ଓଡିଶା ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଜୟନ୍ତ ପଣ୍ଡା କହିଛନ୍ତି। ଚାହୁଁ ଚାହୁଁ ଓଡ଼ିଶାରେ କରୋନା ମାମଲା ୧୧ ଟପିଲାଣି । ତଥାପି ଏହା ଚିନ୍ତାର କାରଣ ନୁହେଁ । ବାହାର ରାଜ୍ୟରୁ ପ୍ରବସୀଙ୍କୁ…

ଇଷ୍ଟକୋଷ୍ଟ୍ ରେଲୱେ ପକ୍ଷରୁ ଗଡ଼ିବ ୮ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ଯାତ୍ରୀ ମାନଙ୍କ ସୁବିଧା ଲାଗି ଆସନ୍ତା ଜୁନ ୧ ତାରିଖ ଠାରୁ ଭାରତୀୟ ରେଳବାଇ ପକ୍ଷରୁ ୨୦୦ଟି ସ୍ୱତନ୍ତ୍ର ସମୟ ଘୋଷିତ ହୋଇଥିବା ଟ୍ରେନ୍ ଚଳାଚଳ କରିବ । ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଯାତ୍ରୀମାନଙ୍କ ସୁବଧା ଲାଗି ୮ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ଗ୍ରହଣ…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୦୩କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୦୭ ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୩ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ…

ନବବଧୂକୁ କରୋନା, ଶ୍ୱଶୁର ଘର ଲୋକେ ଛାନିଆ

ଭୋପାଲ: କନ୍ୟାକୁ କରୋନା । ଶ୍ୱଶୁର ଘରେ ଆତଙ୍କ । ବିବାହ ଦୁଇ ଦିନ ପରେ ନବବଧୁଙ୍କ ରିପୋର୍ଟ ଆସିଲା ପଜିଟିଭ । ଖବର ଶୁଣି ଛାନିଆ ହେଲେ ଶାଶୁଘର ଲୋକ । ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲାର ମଣ୍ଡିଦୀପରେ । ସୂଚନା ମୁତାବକ, ବିବାହ ଦିନ କନ୍ୟାର ସ୍ୱାସ୍ଥ୍ୟ ଖରାପ ଥିଲା । ହେଲେ…

ଜୁନ୍‌୧ରୁ ଗଡିବ ୨ଶହ ଟ୍ରେନ୍‌, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଜୁନ ୧ରୁ ପୁଣି ଥରେ ଭାରତୀୟ ରେଳବାଇର ୨୦୦ଟି ଯାତ୍ରୀବାହୀ ରେଳ ସେବା ଆରମ୍ଭ ହେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟର ସହିତ ପରାମର୍ଶ କରି ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ମେ ୨୧ ସକାଳ ୧୦ଟାରୁ ଟିକେଟ ବୁକିଂ ଆରମ୍ଭ…

କ୍ୟାପିଟାଲ ହସ୍ପିଟାଲରେ ‘who’ର ଟିମ୍‌

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ‘ହୁ’ ଟିମ୍ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ କ୍ୟାପିଟାଲ ହସ୍ପିଟାଲ ଆସି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କ ଏକ ଟିମ୍ ଉପସ୍ଥିତ ଥିଲେ। ଏହି ଭିତ୍ତିରେ ଡବ୍ଲୁଏଚ୍‌ଓର ଟିମ୍ ଲିଡର ଡ. ନିହାର ରାୟ ଓ…