Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଓଡ଼ିଶାରୁ ଆଜି ଚିହ୍ନଟ ହେଲେ ୨୬୦୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬ଶହ ୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୪ଶହ ୯୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୧ଶହ ୭ । ଖୋର୍ଦ୍ଧା ଜିଲ୍ଲାରେ…

ରାଜ୍ୟରେ ବନ୍ଦ ହେବ ସରକାରୀ ଓ ଵେସରକାରୀ କୋଭିଡ୍‌ କେୟାର ସେଣ୍ଟର

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସ୍ଥିତି ଧିରେ ଧିରେ ସୁଧୁରୁଥିବା ବେଳେ କଟକଣା କୋହଳ କଲେଣି ସରକାର । ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟରେ ବନ୍ଦ ହେବ ସରକାରୀ ଓ ବେସରକାରୀ କୋଭିଡ୍‌ କେୟାର ସେଣ୍ଟର । ତେବେ ସମ୍ଭାବ୍ୟ ତୄତୀୟ ଲହରକୁ ଦୄଷ୍ଟିରେ ରଖି…

ଓଡ଼ିଶାରେ ୪-୫ ମାସ ଭିତରେ ଶେଷ ହେବ ଟିକାକରଣ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଜୋରଦାର ଚାଲିଛି ଟିକାକରଣ ଅଭିଯାନ । ଦୈନିକ ୩ ଲକ୍ଷ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରହିଥିବା ବେଳେ ଗତକାଲି ରେକର୍ଡ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୪ ଲକ୍ଷ ୯୧ ହଜାର ୮୫୭ ଡୋଜ୍ ଟିକା ଦିଆଗଲାଣୀ । ଆଗାମୀ ୪ ରୁ ୫…

ମାଗଣାରେ ଲୋକଙ୍କୁ ଦିଆଯିବ ସ୍ଫୁଟନିକ୍ ଟିକା, ଖୁବଶୀଘ୍ର ସରକାରୀ କେନ୍ଦ୍ରରେ ମିଳିବ !

ନୂଆଦିଲ୍ଲୀ: କୋଭାକ୍ସିନ, କୋଭିସିଲ୍ଡ ଭଳି ମାଗଣାରେ ଲୋକଙ୍କୁ ଦିଆଯିବ ସ୍ଫୁଟନିକ୍-ଭି ଭ୍ୟାକସିନ୍ । ଖୁବଶୀଘ୍ର ସରକାରୀ ଟିକାାଦନ କେନ୍ଦ୍ରରେ ରୁଷ୍ ଟିକା ଉପଲବ୍ଧ ହେବ । ଏହି ସୂଚନା ଦେଇଛନ୍ତି କୋଭିଡ୍-୧୯ କାର୍ୟ୍ୟ ସମୂହ (ଓ୍ୱାର୍କିଂ ଗ୍ରୁପ) ଅଧ୍ୟକ୍ଷ ଡ. ଏନ୍. କେ. ଆରୋରା । ସେ…

ବ୍ରିଟେନରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ ହେବନି !

ଲଣ୍ଡନ: କରୋନା ଆତଙ୍କ ଏବେ ବି ଥମିନି । କିନ୍ତୁ ପ୍ରକୋପ କମିଛି । ଏଭଳି ସ୍ଥିତିରେ ବଡ଼ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଖୁବଶୀଘ୍ର ବ୍ରିଟେନରେ ଲୋକଙ୍କୁ ଆଇନ ଅନୁସାରେ ଘରେ କିମ୍ୱା ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାରୁ ମିଳିବ ମୁକ୍ତି । ଗୋଟିଏ ମିଟର…

ରାଜ୍ୟରେ କମୁଛି କରୋନା କାୟା: ଆଜି ୨୪୮୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ କମୁଛି କରୋନା କାୟା । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ଖସୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୪ଶହ ୮୭ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୪ଶହ ୨୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧ହଜାର ୫୯ । ୨୨ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ…

ରାଜ୍ୟରୁ କରୋନାରେ ଆଉ ୫୧ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର କରୋନା ମୃତ୍ୟସଂଖ୍ୟା ୫୦ରୁ ଅଧିକ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଉ ୫୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୧୭ ଜିଲ୍ଲାରୁ ମୃତକ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣଙ୍କର ମୃତ୍ୟୁ ହୋଇଛି ।…

ଓଡ଼ିଶାରେ ଦିନକରେ ରେକର୍ଡ ୪ ଲକ୍ଷ ଲୋକଙ୍କୁ ଦିଆଗଲା ଟିକା

ଭୁବନେଶ୍ୱର: ଦିନକରେ ରେକର୍ଡ ଟିକାକରଣ । ଓଡ଼ିଶାରେ ଗୋଟିଏ ଦିନକରେ ରେକର୍ଡ ୪ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଟିକାଦାନକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ସ୍ୱାସ୍ଥ୍ୟ ବିଭାଗ…

କରୋନାର ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓଡ଼ିଶା

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ହେଲେ ମୃତ୍ୟୁରେ ଲାଗୁନି ବ୍ରେକ୍ । ହେଲେ କରୋନାର ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର । ତେବେ କରୋନାର ତୃତୀୟ ଲହରୀ ଆସୁ କି ନଆସୁ, ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି…

ଓଡ଼ିଶାରେ ICU ଓ ଭେଣ୍ଟିଲେଟରରେ କେତେ ରୋଗୀ ଅଛନ୍ତି, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ବି ମୃତ୍ୟୁସଂଖ୍ୟା ଚିନ୍ତାଜନକ ରହିଛି । ସଂକ୍ରମଣ କମୁଥିବାରୁ କୋଭିଡ୍ ହସ୍ପିଟାଲରୁ କମିଛି ବେଡ୍ ଚାପ । ଏବେ ୪୫୦ ରୋଗୀ ଆଇସିୟୁରେ ଅଛନ୍ତି । ୫୫ ରୁ ୬୦ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି । ଆଇସିୟୁରୁ ୩୦…