Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଆଉ ପାରିଲାନି, ଜନ୍ମ ପରେ ଛୁଆକୁ ଛାଡି ପଳାଇଲା ମା’

ରାଉରକେଲା: କମୁନି ଦାଦନଙ୍କ ଦୁଃଖ । ସବୁ ସୀମା ଟପି ଯାଇଛି ପ୍ରବାସୀଙ୍କ ଦୁଃଖ । ପ୍ରତିଦିନ ଦେଖିବାକୁ ମିଳିଛୁ ଦୟନୀୟ ଚିତ୍ର । ଚଲାପଥ ଆଗରେ ହାରିଗଲା ମାଆର ମମତା । ଆଉ ଚାଲିପାରିଲାନି । ଜନ୍ମ ପରେ ଛୁଆକୁ ରାସ୍ତାରେ ଛାଡି ଚାଲିଗଲା ମାଆ । ସହିପାରିଲାନି ଭୋକର ଜ୍ୱାଳା । ଲକଡାଉନ କଟକଣା…

ତାଲାବନ୍ଦ ପାର୍ଟ-୪: କ’ଣ ରହିବ ଖୋଲା କ’ଣ ରହିବ ବନ୍ଦ ଜାଣନ୍ତୁ

ନୂଆଦିଲ୍ଲୀ: ସାରା ଦେଶରେ ବଢ଼ିଲା ଲକଡାଉନ ଅବଧି । ଲାଗୁହେଲା ତାଲାବନ୍ଦର ପାର୍ଟ-୪ । କରୋନା ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସାରା ଦେଶରେ ଲକଡାଉନ୪.୦ ଲାଗୁ କରିବା ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମେ’ ୩୧ ଯାଏଁ ଏହାକୁ ବୃଦ୍ଧି କରାଯାଇଛି । ତେବେ ଏହି ସମୟରେ କ’ଣ ସବୁ…

ଲକଡାଉନ ଡାଏରୀ: ଓଡିଶୀ ନୃତ୍ୟଶିଳ୍ପୀ ସୋନାଲିକା ଓ ତାଙ୍କ ଝିଅ ଶ୍ରୀନିକାଙ୍କୁ ଏକାଠି ନୃତ୍ୟାଭ୍ୟାସ ପାଇଁ ମିଳିଛି ସମୟ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନର ଆଜି ଶେଷ ଦିନ । କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି କେତେକ ରାଜ୍ୟ ଲକ୍ ଡାଉନ ଅବଧିକୁ ମେ ୩୧ ଯାଏଁ ବୃଦ୍ଧି କରିଛନ୍ତି । ତେବେ ଏହି ଲକ୍ ଡାଉନରେ ଲୋକେ ଘରେ ରହି ବୋର ହେବା ଅପେକ୍ଷା କଣ କଲେ ନିଜକୁ ଅଧିକ ଖୁସି ମିଳି ପାରିବ ତାର ବାଟ କାଢିଛନ୍ତି ।…

ଦେଶରେ ମେ’ ୩୧ ଯାଏଁ ବଢ଼ିଲା ଲକଡାଉନ

ନୂଆଦିଲ୍ଲୀ: ଦେଶରେ ମେ’ ୩୧ ଯାଏଁ ବଢ଼ିଲା ଲକଡାଉନ । ଚତୁର୍ଥ ପର୍ଯ୍ୟାୟ ପାଇଁ ଦେଶରେ ତାଲାବନ୍ଦ ଅବଧିକୁ ବୃଦ୍ଧି କରାଯିବ । ଆସନ୍ତାକାଲିଠୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଲାଗୁ ହେବ । ଲକଡାଉନ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟକୁ ଏନ୍‌ଡିଏମ୍‌ଏ ନିର୍ଦ୍ଦେଶ ଦେଇଛି । ଚତୁର୍ଥ ପର‌୍ୟ୍ୟାୟ…

ରାଷ୍ଟ୍ରପତି ଭବନରେ ପଶିଲା କରୋନା, ଜଣେ ବରିଷ୍ଠ ପୋଲିସ ଅଧିକାରୀ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରି ଚାଲିିଛି କରୋନା । ଏବେ କରୋନାର ପାଦ ରାଷ୍ଟ୍ରପତି ଭବନରେ ପଡିଛି । ରାଷ୍ଟ୍ରପତି ଭବନରେ ନିଯୁକ୍ତି ପାଇଥିବା ଜଣେ ଆସିଷ୍ଟାଣ୍ଟ କମିଶନର ଅଫ ପୁଲିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି…

ସୋନିଆଙ୍କୁ ହାତ ଯୋଡିଲେ ସୀତାରମଣ, କହିଲେ, ଶ୍ରମିକଙ୍କୁ ନେଇ ରାଜନୀତି କରନ୍ତୁନି

ନୂଆଦିଲ୍ଲୀ: କରୋନା ସଂକଟ ଦେଇ ଏବେ ଦେଶ ଗତି କରୁଛି । ଶହ ଶହ ହଜାର ହଜାର କିଲୋମିଟର ଚାଲି ଚାଲି ନିଜ ନିଜ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ତେବେ ନିଜ ରାଜ୍ୟକୁ ଫେରିବା ପୂର୍ବରୁ ଏମାନଙ୍କୁ ଦୁର୍ଦ୍ଧଶା ବଢ଼ି ଯାଉଛି । ପ୍ରତିଦିନ ପ୍ରବାସୀ ଶ୍ରମିକଙ୍କ ହୃଦୟ ବିଦାରକ ଚିତ୍ର ସାମ୍ନାକୁ…

ମହାରାଷ୍ଟ୍ର ପରେ ତାମିଲନାଡୁରେ ମେ’ ୩୧ ଯାଏଁ ବଢ଼ିଲା ତାଲାବନ୍ଦ

ଚେନ୍ନାଇ: କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ତାଲାବନ୍ଦ ପଡିଛି । ଲକଡାଉନ ୩.୦ର ଆଜି ହେଉଛି ଶେଷ ଦିନ । ତେବେ ଏହାରି ଭିତରେ ଲକଡାଉନ୪.୦ ପୂର୍ବରୁ ଅନେକ ରାଜ୍ୟ ଲକଡାଉନ ଅବଧି ବଢ଼ାଇ ସାରିଲେଣି । ଏବେ ମହାରାଷ୍ଟ୍ର ପରେ ତାମିଲନାଡୁ ସରକାର ମେ’ ୩୧ ଯାଏଁ ଲକଡାଉନ ବୃଦ୍ଧି…

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଂଚ, ଗାଁକୁ ୪୮ ଘଂଟା ସଟଡାଉନ୍ ଘୋଷଣା

କଟକ: ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ବାଙ୍କୀ ବ୍ଲକ କାଳିପୋଇ ସରପଂଚ । ବାହାର ରାଜ୍ୟରୁ ଲୁଚି ଆସି କ୍ୱାରେଂଟାଇନ୍‌ରେ ପ୍ରବାସୀ ରହୁନାହାନ୍ତି । ସେମାନେ ଗାଁ ଭିତରେ ବୁଲୁଛନ୍ତି । ଏହାକୁ ଦେଖି ପୋଲିସ ସହାୟତାରେ ବାହାର ରାଜ୍ୟ ଫେରନ୍ତାଙ୍କୁ ଉଦ୍ଧାର କରି କ୍ୱାରେଂଟିନ୍ ସେଂଟରକୁ…

କରୋନା କଟକଣା: ୨ଟି ୱାର୍ଡକୁ ସଟ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ

ଭଦ୍ରକ: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ତିହିଡି ଭାଟପଡା ପଂଚାୟତକୁ ୪୮ ଘଂଟା ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ସରପଂଚ ସ୍ୱର୍ଣ୍ଣମୟୀ ଜେନ୍ ଏହି ସଟଡାଉନ୍ ଘୋଷଣା କରିଛନ୍ତି । ଉକ୍ତ ପଞ୍ଚାୟତର ୨୦ ଓ ୨୧ ନମ୍ବର ଏହି…

ଭଲ ଖବର, ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟାରେ ଦିନକୁ ଦିନକ ବଢ଼ୁଥିବା କରୋନା ଅକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢ଼ାଇଛି । ଏହାରି ଭିତରେ ଆସିଛି ଏକ ଭଲ ଖବର । ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । Another 24 patients have recovered from COVID-19 and are being…