Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ସ୍ଥାନୀୟ କଞ୍ଚାମାଲ ଉପଯୋଗ କରି ସାମଗ୍ରୀ ଉତ୍ପାଦନ ଲାଗି କୃଷି, ମତ୍ସ୍ୟପାଳନ ଓ ବନ୍ୟ ଏମଏସଏମଇ ଉପରେ ନୀତୀନ ଗଡ଼କରୀଙ୍କ…

ନୂଆଦିଲ୍ଲୀ: ସ୍ଥାନୀୟ କଞ୍ଚାମାଲ ଉପଯୋଗ କରି ସାମଗ୍ରୀ ଉତ୍ପାଦନ ନିମନ୍ତେ କୃଷି, ମତ୍ସ୍ୟପାଳନ ଓ ବନ୍ୟ ଏମଏସଏମଇ ଉପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ତଥା ଏମଏସଏମଇ ମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀ ଗୁରୁତ୍ଵାରୋପ କରିଛନ୍ତି। ଏମଏସଏମଇ ଉପରେ କୋଭିଡ-୧୯ର ପ୍ରଭାବ ପ୍ରସଙ୍ଗରେ ଗଡ଼କରୀ ଏକ…

ଭଦ୍ରକରେ ଖୋଲିଲା ମୋବାଇଲ ସର୍ଭିସ ଓ ରିପ୍ୟାରିଂ ଦୋକାନ

ଭଦ୍ରକ: ଭଦ୍ରକ ଜିଲ୍ଲାରେ କଣ୍ଟେନମେଣ୍ଟ୍ ଜୋନ୍ ବ୍ୟତୀତ ସମସ୍ତ ସ୍ଥାନରେ ଅନୁମତିପ୍ରାପ୍ତ ମୋବାଇଲ୍ ସର୍ଭିସିଂ ଓ ରିପ୍ୟାରିଂ ଦୋକାନ ଖୋଲିଛି । ଏହି ଦୋକାନ ଗୁଡ଼ିକ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲାଯିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି । ଟ୍ୱିଟ୍ ମାଧ୍ୟମରେ…

ଆତ୍ମନିର୍ଭର ପ୍ୟାକେଜ; ଆଜି ଅପରାହ୍ନ ୪ ଟା ରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ରେସମିଟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଅପରାହ୍ନ ୪ ଟାରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ। କରୋନାଭାଇରସ୍ ସଙ୍କଟ ମଧ୍ୟରେ ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ହୋଇଥିବା 'ଆତ୍ମ ନିର୍ଭର ଭାରତ…

କରୋନା ମହାମାରୀ: ଗଞ୍ଜାମରେ ୧୦ ଦିନରେ ୨୧୦ ଆକ୍ରାନ୍ତ ଚିହ୍ନଟ

ବ୍ରହ୍ମପୁର: ରାଜ୍ୟରେ ବିଜୁଳି ବେଗରେ ମାଡିଚାଲିଛି କରୋନା ମାମଲା। ଦେଖୁ ଦେଖୁ ଏହା ୫୩୮ ରେ ପହଂଚିଲାଣି । ଓଡ଼ିଶାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୧୦ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରଥମ କରୋନାଭାଇରସ୍ ଆକ୍ରାନ୍ତ ମେ ୨ ରେ ଚିହ୍ନଟ ହୋଇଥିଲା । ଦୁଇଜଣ ସୁରଟ ଫେରନ୍ତା…

ଭଦ୍ରକ ଷ୍ଟେସନରେ ପହଞ୍ଚିଲା ପ୍ରବସୀଙ୍କୁ ନେଇ ଆସୁଥିବା ଆଉ ଏକ ଟ୍ରେନ

ଭଦ୍ରକ: ଭଦ୍ରକ ଷ୍ଟେସନ ରେ ପହଞ୍ଚିଲା ପ୍ରବାସୀଙ୍କୁ ନେଇ ଆସିଥିବା ଆଉ ଏକ ସ୍ୱତନ୍ତ୍ର ଟ୍ରେନ । ପ୍ରବାସୀ ଙ୍କୁ ନେଇ ଏକ ଶ୍ରମିକ ସ୍ପେଶାଲ ଟ୍ରେନ ଗୁଜୁରାଟ ର ଥାନଗଡ଼ରୁ ଆସିଥିବା ଜଣାପଡିଛି । ଏହି ଟ୍ରେନରେ ଗୁଜୁରାଟରୁ ୩୨୬ ଜଣ ପ୍ରବାସୀ ଆସିଥିବା ସୂଚନା ମିଳିଛି । ଏମାନଙ୍କୁ…

ଦେଶରେ ବିଗୁଡୁଛି ସ୍ଥିତି: ୭୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪୧୫ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । Spike of 3525 #COVID19 cases and 122 deaths in the last 24 hours;…

କେନ୍ଦୁଝରରୁ ଚିହ୍ନଟ ୨ ପଜିଟିଭଙ୍କ ସମ୍ପୂର୍ଣ୍ଣ ବିବରଣୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରୁ ଆଜି ଚିହ୍ନଟ ହୋଇଛନ୍ତି ୨ ଜଣ କରୋନା ପଜିଟିଭ। ଚିହ୍ନଟ ପଜିଟିଭ ବ୍ୟକ୍ତି ଦ୍ବୟ ଧଙ୍କା ଗ୍ରାମ ପଞ୍ଚାୟତ ଏବଂ ଧନଞ୍ଜୟପୁର ଗ୍ରାମ ପଂଚାୟତର ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। ଏହି ଦୁଇ ବ୍ୟକ୍ତି ସୁରତ ଫେରନ୍ତା ବୋଲି ଜିଲ୍ଲାପାଳ ସୂଚନା…

ଗମ୍ଭୀର ହେଉଛି ସ୍ଥିତି: ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୦୧ କରୋନା ଆକ୍ରାନ୍ତ, ମୋଟ ସଂଖ୍ୟା ୫୩୮ ଛୁଇଁଲା

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବୁଧବାର ସକାଳୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୦୧ ଜଣ ପଜିଟିଭ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଚିହ୍ନଟ ୧୦୧…

ବନ୍ଦେ ଭାରତ ଅଭିଯାନ: ୫ ଦିନରେ ବିଦେଶରୁ ଫେରିଲେ ୬୦୩୭ ଜଣ ପ୍ରବାସୀ

ନୂଆଦିଲ୍ଲୀ: ମେ ୭, ୨୦୨୦ ତାରିଖଠାରୁ ପାଞ୍ଚ ଦିନ ମଧ୍ୟରେ ୩୧ଟି ବିମାନରେ ୬୦୩୭ ଜଣ ଭାରତୀୟଙ୍କୁ ବିଦେଶରୁ ଭାରତ ଅଣାଯାଇଛି । ବନ୍ଦେ ଭାରତ ଅଭିଯାନରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଫସି ରହିଥିବା ଭାରତୀୟମାନଙ୍କୁ ଏବେ ଲେଉଟାଇ ଅଣାଯିବାର ବ୍ୟବସ୍ଥା କରାଯାଇଛି । କୋଭିଡ଼-୧୯ ମହାମାରୀ…

କରୋନାକୁ ସାଙ୍ଗରେ ନେଇ ଚାଲିବାକୁ ପଡିବ : ମୋଦି

ନୂଆଦିଲ୍ଲୀ : ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ କରୋନା ସଂକ୍ରମଣର ଭୟାବହତା ଏବଂ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଏହି ମାରାତ୍ମକ କରୋନା ଭୂତାଣୁ ଦୀର୍ଘ ସମୟ ପାଇଁ ଆମ ସାଙ୍ଗରେ ରହିବ…