Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଇପିଏଫ୍ ଭରିବେ କେନ୍ଦ୍ର ସରକାର: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଏଣିକି ଇପିଏଫ୍ ଜମା କରିବେ କେନ୍ଦ୍ର ସରକାର । ୧୫ ହଜାରରୁ କମ୍ ଦରମା ପାଉଥିବା କର୍ମଚାରୀଙ୍କ ସରକାର ଇପିଏଫ୍ ଭରିବେ। ଜୁନ, ଜୁଲାଇ ଓ ଅଗଷ୍ଟ ମାସର ଇପିଏଫ୍ ସରକାର ଜମା କରିବେ । ଏହାଦ୍ୱାରା ୭୨ ଲକ୍ଷ ୨୨ ହଜାର କର୍ମଚାରୀ ଉପକୃତ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ…

ବିନା ଗ୍ୟାରେଂଟିରେ ଏମ୍‌ଏସ୍‌ଏମ୍‌ଇକୁ ୩ଲକ୍ଷ କୋଟିର ଋଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା, ବିନା ଗ୍ୟାରେଂଟିରେ ଏମ୍‌ଏସ୍‌ଏମ୍‌ଇକୁ ମିଳିବ ୩ ଲକ୍ଷ କୋଟିର ଋଣ । ଏହାଦ୍ୱାରା ୪୫ ଲକ୍ଷ ଏମ୍‌ଏସ୍‌ଏମ୍‌ଇଙ୍କୁ ଲାଭ ମିଳିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସେ ଘୋଷଣା କରିଛନ୍ତି । ସେ କହିଛନ୍ତି, ୪ ବର୍ଷ ଯାଏଁ ବିନା…

ନୂଆ ଭାରତ ନିର୍ମାଣ ପାଇଁ ପ୍ରୟାସ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ପ୍ୟାକେଜ ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କୋଭିଡ-୧୯ ମହାମାରୀ ଦେଶ ଓ ଦୁନିଆ ଆଗରେ ସଂକଟ ଛିଡା କରିଛି । ପ୍ରଧାନମନ୍ତ୍ରୀ ଦେଶ ଆଗରେ ଭବିଷ୍ୟତର ରୂପ ରେଖ ରଖିଛନ୍ତି । ନୂଆ ଭାରତର ନିର୍ମାଣ…

୧୯ରୁ ଆରମ୍ଭ ହେବ ଘରୋଇ ବିମାନ ସେବା

ନୂଆଦିଲ୍ଲୀ: ଟ୍ରେନ୍ ପରେ ଆରମ୍ଭ ହେବ ଘରୋଇ ବିମାନ ସେବା । ଲକଡାଉନ୍ ଯୋଗୁଁ ବିଭିନ୍ନ ସ୍ଥାନରେ ଅନେକ ଯାତ୍ରୀ ଫସି ରହିଛନ୍ତି । ସେମାନଙ୍କୁ ଆଣିବା ପାଇଁ ଆସନ୍ତା ୧୯ରୁ ଏୟାର ଇଣ୍ଡିଆର ଘରୋଇ ବିମାନ ସେବା ଆରମ୍ଭ ହେବ । ମେ ୧୯ ତାରିଖରୁ ଜୁନ ୨ ତାରିଖ ଭିତରେ ବିମାନ ସେବା ଆରମ୍ଭ କରିବ ।…

ଯାଜପୁରରେ ଏଯାଏଁ ପଞ୍ଜିକରଣ କଲେ ୫୦ ହଜାରରୁ ଅଧିକ ପ୍ରବାସୀ

ଯାଜପୁର: ବାହାର ରାଜ୍ୟରୁ ଯାଜପୁର ଜିଲ୍ଲାରେ ପହଞ୍ଚିବାରେ ଲାଗିଛନ୍ତି ଓଡ଼ିଆ ପ୍ରବାସୀ ଫେରନ୍ତା । ଯାଜପୁର ଜିଲ୍ଲାରେ ୫୦ ହଜାରୁ ଉର୍ଦ୍ଧ୍ଵ ପ୍ରବାସୀ ଫେରନ୍ତା ନିଜର ନାମ ପଞ୍ଜୀକରଣ କରିସାରିଛନ୍ତି । ସେଥିପାଇଁ ଜିଲ୍ଲାରେ ୧୪୦୦ରୁ ଉର୍ଦ୍ଧ୍ଵ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇଛି ।…

ସୁସ୍ଥ ହେଲେ ଆଉ ୨୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ଗୋଟିଏ ଦିନରେ ୧୦୧ କରୋନା ପଜିଟିଭ ଚିହ୍ନଟ ହେବା ଖବର ସମସ୍ତ ଚିନ୍ତା ବଢ଼ାଇଛି । ଏହାରି ଭିତରେ ଆସିଛି ଆଶ୍ୱସନାର ଖବର । ଆଜି ରାଜ୍ୟରେ ଆଉ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୁବଶୀଘ୍ର ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ । Another 27…

୧୪ ଯାଏଁ ଚରମ୍ପାରେ କର୍ଫ୍ୟୁ

ଭଦ୍ରକ: ବଢ଼ିଲା ଭଦ୍ରକ ଚରମ୍ପା ଅଂଚଳରେ କର୍ଫ୍ୟୁ ଅବଧି । ଆସନ୍ତା ୧୪ ତାରିଖ ସକାଳ ୭ଟା ଯାଏଁ କର୍ଫ୍ୟୁ ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ଏବେ ରାଜ୍ୟକୁ ପ୍ରବାସୀମାନେ ଫେରୁଛନ୍ତି । ଏଭଳି ସ୍ଥିତିରେ ଅଧିକ ଟ୍ରେନ୍ ପ୍ରବାସୀ ଓଡ଼ିଆଙ୍କୁ ନେଇ…

ମହାରାଷ୍ଟ୍ରରୁ ଭଦ୍ରକରେ ପହଞ୍ଚିଲା ସ୍ୱତନ୍ତ୍ର ଟ୍ରେନ୍‌; ଆସିଲେ ୩୮୭ ପ୍ରବାସୀ

ଭଦ୍ରକ: ଆଜି ମହାରାଷ୍ଟ୍ରର ଥାନେରୁ ଏକ ସ୍ୱତନ୍ତ ଟ୍ରେନ ଭଦ୍ରକ ଷ୍ଟେସନରେ ପହଞ୍ଚିଛି । ଭଦ୍ରକରେ ପହଞ୍ଚିଥିବା ଏହି ଟ୍ରେନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରାୟ ୩୮୭ ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି । Train from Thane just arrived at Bhadrak Rly Stn.…

ଗ୍ରୀନ ଜୋନରେ ବସ୍ ଚଳାଇବେ ସରକାର: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଯେଉଁ ଜିଲ୍ଲାରେ ଆଦୌ କରୋନା ମାମଲା ନାହିଁ, ସେସବୁ ଜିଲ୍ଲାରେ ସରକାରୀ ବସ୍ ଚାଲିବ । ଅର୍ଥାତ୍ ଗ୍ରୀନ ଜୋନରେ ଚାଲିବ ଓଏସଆରଟିସି ବସ୍ । ଗ୍ରୀନ ଜୋନରେ ବସ୍ ଚଲାଇବାକୁ ଘରୋଇ ବସ୍ ମାଲିକ ସଂଘ ରାଜି ନହେବାରୁ ସରକାର ଏଭଳି ନିଷ୍ପତି ନେଇଛନ୍ତି । ରାଜ୍ୟରେ ବର୍ତ୍ତମାନ…

୨୦ ଲକ୍ଷ କୋଟି ଟଙ୍କା ଆସିବ କେଉଁଠୁ: ପିସିସି ସଭାପତି

ଭୁବନେଶ୍ୱର: କୋରନାରେ କ୍ଷତିଗ୍ରସ୍ତ ଦେଶର ଅର୍ଥନୀତି ସୁଧାରିବାକୁ ପ୍ରଧାନମନ୍ତ୍ରୀ ମୋଦି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏଭଳି ଘୋଷଣାକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ କଂଗ୍ରେସ। ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା…