Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଯାଜପୁର ଜିଲ୍ଲାର ଏହିସବୁ ଅଞ୍ଚଳରୁ ଉଠିଲା କଣ୍ଟେନମେଣ୍ଟ କଟକଣା

ଯାଜପୁର: ଯାଜପୁର ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ପଜିଟିଭଙ୍କ ସଂଖ୍ୟା । ଦେଖୁ ଦେଖୁ ଯାଜପୁରରେ ପଜିଟିଭଙ୍କ ସଂଖ୍ୟା ୬୧ ଛୁଇଁଲାଣି । ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଧ୍ୟାନ ରେ ରଖି ଯାଜପୁରକୁ ରେଡ଼ ଜୋନ ଭାବରେ ଘୋଷିତ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେଲେ ଆଉ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆସିଛି ଏକ ଆଶ୍ୱସ୍ତି ଜନକ ଖବର। ରାଜ୍ୟରେ ଭଲ ହେଲେ ଆଉ ୧୭ କରୋନା ପଜିଟିଭ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ଧୀରେ ଧୀରେ ରାଜ୍ୟରେ କରୋନା…

ରେଡ଼ ଜୋନ ଘୋଷିତ ଭୁବନେଶ୍ୱରରେ ଆଉ ଅଛନ୍ତି ମାତ୍ର ୧୧ ସକ୍ରିୟ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୋମବାର ଦିନ ରେଡ଼ ଜୋନ ଘୋଷିତ ଭୁବନେଶ୍ୱର ଅଞ୍ଚଳରୁ ଆଉ ପାଞ୍ଚ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି। ଓଡିଶାର ରାଜଧାନୀରେ ଏପର୍ଯ୍ୟନ୍ତ ୫୦ ଟି କରୋନା ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୩୭ ଟି ସମ୍ପୂର୍ଣ୍ଣ…

କରୋନା ଅପଡେଟ: ଓଡିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୮୫ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩ କରୋନା ପଜିଟିଭ; ୩୯୪ ଛୁଇଁଲା ମୋଟ ସଂଖ୍ୟା

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଚିହ୍ନଟ ହେଲେ ଆଉ ୩ ପଜିଟିଭ । ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ଜଣେ ମୟୁରଭଞ୍ଜ ଜିଲ୍ଲାର ଜଣେ ଓ କଟକ ଜିଲ୍ଲାର ଜଣେ ଲେଖାଏଁ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ପୋଲିସ ସବ୍‌-ଇନ୍ସପେକ୍ଟର ଶୁଭଶ୍ରୀଙ୍କୁ ପ୍ରଶଂସା କଲେ ମେଗାଷ୍ଟାର୍ ଚିରଞ୍ଜିବୀ !

ମାଲକାନଗିରି: ସାରା ଦେଶରେ ଲକ୍‌ଡ଼ାଉନ୍ ନିୟମ ପାଳନ ହେଉଥିବା ବେଳେ ନିରାଶ୍ରୟ ତଥା ଅସହାୟ ବ୍ୟକ୍ତିମାନଙ୍କ ପ୍ରତି ସଦୟ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ପୋଲିସ ବିଭାଗର ଅନେକ କର୍ତ୍ତବ୍ୟରତ କର୍ମଚାରୀ । ଓଡ଼ିଶାର ମାଲକାନଗିରି ଜିଲ୍ଲାର ପୋଲିସ ସବ୍‌-ଇନ୍ସପେକ୍ଟର ଶୁଭଶ୍ରୀ ନାୟକ ଜଣେ…

ସାମାଜିକ ଦୂରତ୍ୱ ସଚେତନତା ନେଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସଙ୍ଗୀତ ରଚନା କଲେ ଯାଜପୁର ଜିଲ୍ଲାପାଳ

ଯାଜପୁର: କରୋନାଭାଇରସ୍ ମହାମାରୀ ସମୟରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛି ପ୍ରଶାସନ । ଏନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ଗୀତ ରଚନା କରିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାଶ । ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ଗୀତର ରଚନା କରିଛନ୍ତି । ଯେଉଁଥିରେ…

୧୩ ସୁରତ ଫେରନ୍ତା କରୋନା ପଜିଟିଭ

ଭୁବନେଶ୍ୱର: ଓଡିଶାରେ ସୋମବାର ଦିନ ୧୪ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୧୨ ଜଣ ଗଞ୍ଜାମ ଜିଲ୍ଲାର, ଜଣେ ଲେଖାଏଁ କେନ୍ଦ୍ରାପଡା ଏବଂ ରାଉରକେଲା ଅଞ୍ଚଳର। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ରାଉରକେଲାର ଜଣେ ରୋଗୀ ପୂର୍ବତନ କରୋନା…

ପୁରୀର ମହାଦେବ ଲେନ୍ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷିତ

ପୁରୀ: ପୁରୀ ସହରରେ ଦୁଇଟି କରୋନା ମାମଲା ଚିହ୍ନଟ ହେବାର ଗୋଟିଏ ଦିନ ପରେ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ମହାଦେବ ଲେନକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ଯେ ଗତ ମେ ୭ ତାରିଖରେ ମହାଦେବ…

ଲକ୍‌ଡାଉନ୍ ୩.୦: ଛାତ୍ରଛାତ୍ରୀଙ୍କ ଲାଗି ୟୁଜିସି ପକ୍ଷରୁ ଲଞ୍ଚ୍ ହେଲା ହେଲ୍ପଲାଇନ୍‌

ନୂଆଦିଲ୍ଲୀ: କରୋନା ମହାମାରୀରେ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ ଲାଗି ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି) ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ସହିତ ଇ-ମେଲ୍ ଆଇଡ଼ି ଲଞ୍ଚ୍ ହୋଇଛି । ଛାତ୍ରଛାତ୍ରୀମାନେ ସେମାନଙ୍କ ବିଭିନ୍ନ ପରୀକ୍ଷା ତଥା ପାଠ୍ୟକ୍ରମ ସମ୍ପର୍କୀତ ଯେକୌଣସି ପ୍ରଶ୍ନ…