Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ମଦ ଉପରେ ୭୦% ‘ସ୍ୱତନ୍ତ୍ର କରୋନା ଫି’ ଲଗାଇଲେ ଦିଲ୍ଲୀ ସରକାର !

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମହଙ୍ଗା ହେଲା ମଦ । ସୋମବାର ଦିନ ଦିଲ୍ଲୀ ସରକାର ମଦ ବୋତଲ ଉପରେ ୭୦ ପ୍ରତିଶତ ‘ସ୍ପେଶାଲ କରୋନା ଫି’ ଲାଗୁ କରିଛନ୍ତି। ମଙ୍ଗଳବାର ଠାରୁ ଏହି ନୂତନ ମୂଲ୍ୟ ଲାଗୁ ହେବ ଏବଂ ଏମଆରପି ଉପରେ ୭୦ ପ୍ରତିଶତ ‘ସ୍ପେଶାଲ କରୋନା ଫି’ ଆଦାୟ କରାଯିବ। ଏହି…

ଭାରତରେ ବଢୁଛି କରୋନା ମାମଲା: ୪୬୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା,୧୫ ଶହରୁ ଅଧିକ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ଅନ୍ୟ ରାଷ୍ଟ୍ର ଗୁଡିକ ଭଳି ଭାରତରେ ମଧ୍ୟ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ବର୍ତ୍ତମାନ ସୁଦ୍ଧା ୪୬,୪୩୩ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

କରୋନା ମହାମାରୀ ସମୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଉଛି ଜନୌଷଧି କେନ୍ଦ୍ର: ପ୍ରତିଦିନ ସୁଲଭ ମୂଲ୍ୟରେ ଔଷଧ…

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ସମୟରେ ଦେଶରେ ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ) ମନସୁଖ ମାଣ୍ଡଭିୟ । ସାରା ଦେଶରେ ପ୍ରତିଦିନ ପ୍ରାୟ ୧୦ ଲକ୍ଷ ଲୋକ ୬ ହଜାର ଜନୌଷଧି…

ସୁଧୁରୁଛି ଆମେରିକାର ସ୍ଥିତି; ୨୪ ଘଣ୍ଟାରେ ସର୍ବନିମ୍ନ କରୋନା ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ସାରବିଶ୍ୱରେ କରୋନା ଆତଙ୍କ । ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ଲକ୍ଷ ଟପିଥିବା ବେଳେ ୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଲେଣି। କରୋନାରେ ସର୍ବଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକା । ଏଠାରେ ପ୍ରତିଦିନ ଅସମ୍ଭବ ଭାବେ ବଢି ଚାଲିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ।…

ରାଜ୍ୟର ୧୬ ଜିଲ୍ଲାରେ କରୋନା ଆକ୍ରାନ୍ତ: କେଉଁଠି କେତେ ସୁସ୍ଥ, କେତେ ଆକ୍ରାନ୍ତ ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ସତ୍ତ୍ୱେ ମଧ୍ୟ ଏହି ଭୂତାଣୁ ଧୀରେ ଧୀରେ ବଢ଼ିବାରେ ଲାଗିଛି । ମଙ୍ଗଳବାର ସୁଦ୍ଧା ଏହି ଭୂତାଣୁ ଓଡ଼ିଶାର ୧୬ ଟି ଜିଲ୍ଲାରେ ପ୍ରବେଶ କରି ସାରିଥିବା ସ୍ୱାସ୍ଥ୍ୟ ଓ ପରିବାର…

ଗଞ୍ଜାମରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ; ୧୭୦ ଛୁଇଁଲା ସଂଖ୍ୟା   

ଭୁୁବନେଶ୍ୱର: ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ ରୋଗୀ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ପଜିଟିଭ ଚିହ୍ନଟ ବ୍ୟକ୍ତି ଜଣଙ୍କ ଗଞ୍ଜାମ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। One more #COVID19 positive case…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କାହିଁକି ଅଟାରେ ଟଙ୍କା ଲୁଚେଇ ବାଣ୍ଟିଲେ ଆମିର ଖାନ୍ ?

ଭୁବନେଶ୍ୱର: ଚାରିଆଡେ ଚର୍ଚ୍ଚା । କରୋନା ମହାମାରୀ ସମୟରେ ଗରିବଙ୍କୁ ଅଟା ପ୍ୟାକେଟ୍‌ରେ ୧୫ହଜାର ଲେଖାଏଁ ଟଙ୍କା ବାଣ୍ଟିଲେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ । ତେବେ ଏ କଥା ଆମେ କହୁନୁ ବରଂ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ପୋଷ୍ଟଗୁଡିକ ଦାବି କରିଛି । ଦାବି…

ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବେ ଭାରତ ସରକାର

ନୂଆଦିଲ୍ଲୀ: ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ପର୍ଯ୍ୟାୟକ୍ରମେ ଫେରାଇ ଆଣିବା ଲାଗି ସୁବିଧା ପ୍ରଦାନ କରିବା ପ୍ରସ୍ତାବକୁ ଭାରତ ସରକାର ମଞ୍ଜୁର କରିଛନ୍ତି। ସେମାନଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ବିମାନ କିମ୍ବା ନୌସେନା ଜାହାଜ ଜରିଆରେ କରାଯିବ। ଏ ସମ୍ପର୍କରେ ଏକ ମାନକ ପରିଚାଳନା…

ଓଡିଶା ସରକାରଙ୍କ କରୋନା ମ୍ୟୁଜିକ ଭିଡିଓ ‘ଆଉ କିଛି ଦିନ..’

ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକଡାଉନ ଅବଧିକୁ ତୃତୀୟ ଥର ପାଇଁ ବୃଦ୍ଧି କରିଛନ୍ତି । ତେବେ ଏହି ସମୟରେ ଲୋକଙ୍କ ମନରେ ସକାରାତ୍ମକ ଭାବନା ଜାଗ୍ରତ କରିବା ପାଇଁ ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ମ୍ୟୁଜିକ ଭିଡିଓ ‘ଆଉ କିଛି…

ମଦ ଲାଗି ଛକାପଞ୍ଝା: ପ୍ରଥମ ଦିନ କର୍ଣ୍ଣାଟକରେ ୪୫ କୋଟି ଟଙ୍କାର ମଦବିକ୍ରି !

ବେଙ୍ଗାଲୁରୁ: ଅଦ୍ୟାବଧି ଲକ୍‌ଡ଼ାଉନ୍ ଜାରି ଥିବାବେଳେ ମଦ ଲାଗି ଗ୍ରାହକମାନଙ୍କ ଭିତରେ ଛକାପଞ୍ଝା ଦେଖିବାକୁ ମିଳିଛି । ଲକ୍‌ଡ଼ାଉନ୍ ୩.୦ରେ କେନ୍ଦ୍ରସରକାର ଅଣ-କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ପୁନର୍ବାର ମଦ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । ସାରା ଦେଶରେ ଆରମ୍ଭ ହୋଇଛି…