Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଦୈନିକ ନମୂନା ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରାଯିବ: ନବୀନ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ହେବ କରୋନା ପରୀକ୍ଷଣ । ଏହା ଦୈନିକ ୧୫ ହଜାରକୁ ବୃଦ୍ଧି କରାଯିବ । ଏନେଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁଖାବିଲାର ସ୍ଥିତି ସମୀକ୍ଷା କରି କହିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ…

ବସ୍ ନୁହେଁ ଟ୍ରେନ୍‌ରେ ଫେରିବେ ପ୍ରବାସୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆ ଆଉ ବସ୍‌ରେ ଫେରିପାରିବେ ନାହିଁ । ସେମାନେ କେବଳ ଟ୍ରେନ୍ ଯୋଗେ ଫେରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି, ସୁରତରୁ ଓଡ଼ିଶାକୁ ଦୀର୍ଘ ପଥ ବସ୍‌ରେ ଆସିବା ବେଳେ ପ୍ରବାସୀମାନେ ନାହିଁ ନଥିବା…

ଲକ୍‌ଡାଉନ ଡାଏରୀ : ଶିଶୁ ସାହିତ୍ୟିକ ଦାଶ ବେନହୂରଙ୍କ ପାଇଁ ଏହା ଡବଲ ଲକ୍‌ଡାଉନ

ଲକ୍ ଡାଉନ କାହା ପାଇଁ କେମିତି । କାହାକୁ ପରିବାର ସାଥୀରେ ରଖିଛି ତ କାହାକୁ ପରିବାର ଲୋକଙ୍କଠାରୁ ଦୂରେଇ ରଖିଛି । କିନ୍ତୁ ଏହା ସତ କଥା ଯେ ଏହା ସମସ୍ତଙ୍କୁ କିଛି ନା କିଛି ଶିକ୍ଷା ଦେଇଛି । ତେବେ ଏହି ଲକ୍ ଡାଉନ ସମୟକୁ କିଏ କେମିତି କାଟୁଛନ୍ତି ତାହାକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ…

ଏବେ ଖୋଲିବନି ମଦ ଦୋକାନ

ଭୁବନେଶ୍ୱର: ରାଜ୍ୟର କୌଣସି ଅଂଚଳରେ ଏବେ ଖୋଲିବନି ମଦ ଦୋକାନ । ବାହାର ରାଜ୍ୟରେ ମଦ ଦୋକାନ ଖୋଲିବା ସ୍ଥିତି ଉପରେ ନଜର ରଖିଛନ୍ତି ସରକାର । ଖୁବଶୀଘ୍ର ଅବକାରୀ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହେବ ବୋଲି ଖୋଦ୍ ଅବକାରୀ ବିଭାଗ ସୂଚନା ଦେଇଛି। ଆସନ୍ତା ଦିନେ କି ଦୁଇ ଦିନ ଭିତରେ…

ନିର୍ଦ୍ଦେଶ ସତ୍ତ୍ୱେ ଗଡିବନି ଘରୋଇ ବସ୍‌

ଭୁବନେଶ୍ୱର: ରାଜ୍ୟରେ ଗଡିବନି ଘରୋଇ ବସ୍ । ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଜିଦରେ ଅଟଳ ରହିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ୫୦ ପ୍ରତିଶତ ଯାତ୍ରୀରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଥିବାରୁ ଏହି ସର୍ତ୍ତରେ ରାଜି ହେଉ ନାହାନ୍ତି ବସ୍ ମାଲିକ । ବସ ଚଳାଚଳ ପାଇଁ ଅନୁମତି ମିଳିଥିଲେ ହେଁ ଏହା…

କ୍ୱାରେଂଟିନ ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: କ୍ୱାରେଂଟିନ୍ ନିୟମ ନମାନିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସବୁ ପ୍ରବାସୀ ୧୪ ଦିନ ଯାଏଁ ପୃଥକବାସରେ ରହିବାକୁ ବାଧ୍ୟତାମୂଳକ। ଆଜି ପ୍ରବାସୀ ଅମାନିଆଙ୍କୁ ଏଭଳି କିଛି କଠୋର ବାଣୀ ଶୁଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସେ କହିଛନ୍ତି, ବାହାରୁ ଆସୁଥିବା ସମସ୍ତ…

[ଦେଖନ୍ତୁ] ନିଆରା ଢଙ୍ଗରେ କରୋନା ସଚେତନତା ବାର୍ତ୍ତା ପ୍ରଦାନ କଲେ ଯାଜପୁର ଜିଲ୍ଲା ପ୍ରଶାସନିକ ଅଧିକାରୀ

ଯାଜପୁର: ଦେଖୁ ଦେଖୁ ଯାଜପୁର ବର୍ତ୍ତମାନ ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ହୋଇଛି। ଯାହା ଯାଜପୁର ଜିଲ୍ଲା ପ୍ରଶାସନ ପାଇଁ ନିହାତି ଏକ ଚିନ୍ତାର ପ୍ରସଙ୍ଗ । ତେବେ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଏହାର ପ୍ରୟାସ ଜାରି ରଖିଛି । କରୋନା ସମ୍ପର୍କିତ…

କରୋନା ଅପଡେଟ: ଓଡିଶା ସମେତ, ଦେଶ ଓ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ବର୍ତ୍ତମାନ ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ଚିନ୍ତା ବଢାଉଛନ୍ତି ସୁରଟ ଫେରନ୍ତା, ଗଞ୍ଜାମରେ ପୁଣି ଜଣେ କରୋନା ପଜିଟିଭ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ପୁଣି ଜଣେ ବ୍ୟକ୍ତି କରୋନା ଦ୍ଵାରା ସଂକ୍ରମିତ ହୋଇଛନ୍ତି। ସେ ନିକଟରେ ସୁରଟରୁ ଫେରିଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାପଡିଛି। ଏକ ଟ୍ବିଟ ଜରିଆରେ ମଙ୍ଗଳବାର ଦିନ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ ସମ୍ପୃକ୍ତ…

ଗଜପତି ଜିଲ୍ଲାରେ ହେବନି ମଦ ବିକ୍ରି

ଭୁବନେଶ୍ୱର: ସରକାରଙ୍କ ଦ୍ବାରା ଗଜପତି ଜିଲ୍ଲାକୁ ଗ୍ରୀନ୍ ଜୋନ୍ ଭାବେ ଘୋଷଣା କରାଯିବାର ଗୋଟିଏ ଦିନ ପରେ ଜିଲ୍ଲାପାଳ ଏକ ନୂତନ ନିର୍ଦ୍ଦେଶାନାମା ଜାରି କରିବା ସହ ମଦ ବିକ୍ରି ଉପରେ କଟକଣା ଲଗାଇଛନ୍ତି। ଉକ୍ତ ନିୟମାବଳୀ ଅନୁଯାୟୀ ମେ ୪ରୁ ୧୭ ପର୍ଯ୍ୟନ୍ତ ବଢିଥିବା ଲକଡାଉନ ଅବଧି ଯାଏଁ ଏହି…