Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ବିଏମସିର ନୂଆ ଗାଇଡଲାଇନ, କଣ କଣ ଖୋଲା ରହିବ ଆଉ କଣ ଖୋଲାଯିବ ନାହିଁ ଆସନ୍ତୁ ନଜର ପକାଇବା

ଭୁବନେଶ୍ୱର: କରୋନା ପାଇଁ ରାଜଧାନୀ ଭୁବନେଶ୍ୱରରେ ଜାରି ହୋଇଥିବା କଟକଣାକୁ କୋହଳ କରିଛି ବିଏମସି । ଏ ନେଇ ଗାଇଡଲାଇନ ଜାରି ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ କଣ କଣ ଖୋଲା ରହିବ ଆସନ୍ତୁ ନଜର ପକାଇବା - ଇଲେକ୍ଟ୍ରିକାଲ ଓ ଇଲୋକ୍ଟେ୍ରାନିକ ଉପକରଣ ଯଥା ଏସି, କୁଲର, ୱାଟର…

ଢେଙ୍କାନାଳ ସହରରେ ବୁଲିଲେ ଯମରାଜ ଓ କରୋନା

ଢେଙ୍କାନାଳ : ସହରର ଆଜି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା କରୋନାକୁ । ଛକ, ବଜାର, ଗଳି କନ୍ଦି ବୁଲି ବୁଲି କୋଭିଡ୧୯ ଭୟବହତା ସମ୍ପର୍କରେ ସଚେତନ କରିଥିଲା କରୋନା । କାମ ନ ଥାଇ ଅଯଥା ଘରୁ ନ ବାହାରିବାକୁ ସେ ସମସ୍ତଙ୍କୁ ସତର୍କ କରିଥିଲା । କେବଳ କରୋନା ନୁହେଁ ତା ସାଙ୍ଗରେ ଯମରାଜ…

ସାବାସ୍ ଶୁଭଶ୍ରୀ; ଲକ୍‌ଡାଉନରେ ଅସହାୟ ବୃଦ୍ଧାଙ୍କୁ ଖୁଆଇଲେ ମହିଳା ପୋଲିସ୍ !

ମାଲକାନଗିରି: ଗର୍ବ କରୁଛି ଆଜି ମାଲକାନଗିରି ତାଙ୍କର ମଣିଷପଣିଆକୁ ନେଇ, ସଲାମ କରୁଛି ତାଙ୍କ କର୍ତ୍ତବ୍ୟବୋଧତା ମାନବିକତା ପାଇଁ । ସୋସିଆଲ ମିଡ଼ିଆରେ ଘୁରି ଘୁରି ପ୍ରଶଂସା ସାଉଁଟୁଥିବା ଦେଶ ଭକ୍ତିର ଓ ମହିଳା ପୋଲିସ ଜନଙ୍କର ମାନବିକତା ର ରଙ୍ଗ କେତେ ଗାଢ଼ ।  ମାଲକାନଗିରି ମହିଳା…

ଆସିଲା ବାଲେଶ୍ୱରର ୫ କରୋନା ପଜିଟିଭ୍‌ଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର: ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୫ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ ଦେଇଛି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ୧୦୪ରୁ ୧୦୮ ନମ୍ବର ଯାଏଁ କରୋନା ପଜିଟିଭ ରୋଗୀ ନେଳିଆବାଗ ଅଞ୍ଚଳର ବୋଲି ସୂଚନା ଦିଆଯାଇଛି । ତଥ୍ୟ ଅନୁଯାୟୀ, ୧୦୪, ୧୦୫, ୧୦୬ ଓ ୧୦୭ ନମ୍ବର ରୋଗୀ ୬୧…

ସିଙ୍ଗାପୁର ୟୁନିଭରସିଟି ଅଫ ଟେକ୍ନୋଲୋଜିର ଗବେଷଣା ଅନୁସାରେ ଭାରତରୁ ୩୧ ଜୁଲାଇ ସୁଦ୍ଧା କରୋନା ଯିବ

ନୂଆଦିଲ୍ଲୀ: କରୋନା ଭାଇରସ ନେଇ ସିଙ୍ଗାପୁର ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ଡିଜାଇନ (ଏସୟୁଟିଡି) ପକ୍ଷରୁ ଏକ ଗବେଷଣା କରାଯାଇଛି । ଏଥିରେ କରୋନା ଭାଇରସର ପ୍ରଭାବ କେବେ ଶେଷ ହେବ ସେ ସମ୍ପର୍କରେ ଉଲ୍ଲେଖ ରହିଛି । ରିପୋର୍ଟ ମୁତାବକ ୨୬ ନଭେମ୍ବର ସୁଦ୍ଧା ସାରା ବିଶ୍ୱରେ କରୋନା ଭାଇରସ…

ସ୍ପଷ୍ଟୀକରଣ ଦେଲା ଉହାନ ଲ୍ୟାବ: ଏଠାରୁ କରୋନା ଭାଇରସ ବ୍ୟାପି ନାହିଁ

ଉହାନ: ଚୀନର ଉହାନ ସହରରରୁ କରୋନା ଭାଇରସ ସାରା ବିଶ୍ୱକୁ ବ୍ୟାପିଥିଲା । ତେବେ ଶନିବାର ଉହାନର ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (ଡବ୍ଲ୍ୟୁଆଇଭି) ଲ୍ୟାବ ଏ ନେଇ ସ୍ପଷ୍ଟୀକରଣ ଦେଇଛି । ଏଠାରୁ କରୋନା ଭାଇରସ ବ୍ୟାପିନାହିଁ ବୋଲି ଦୃଢ଼ତା ସହକାରେ କୁହାଯାଇଛି । ଅପରପକ୍ଷରେ ଆମେରିକା ସମସ୍ତ ଘଟଣା…

ପେସେଣ୍ଟ ନମ୍ବର ୪୬୬ର ଶେଷ ଇଚ୍ଛା: ମୋତେ ଆଉ ଗୋଟେ ଇଟିଲି ଦିଅ

ବେଙ୍ଗାଳୁରୁ: ମୋତେ ଭାରି ଭୋକ । ମୋତେ ଆଉ ଗୋଟେ ଇଟିଲି ଦିଅ । ମୁଁ ବହୁତ ଭୋକିଲା ଅଛି । ସପ୍ତମ ମହଲାରୁ ଡେଇଁବା ପୂର୍ବରୁ ଏ ଥିଲା କର୍ଣ୍ଣାଟକର ୪୬୬ ନମ୍ବର କରୋନା ପଜିଟିଭଙ୍କ ଶେଷ ଇଚ୍ଛା । ସୋମବାର ଜଣେ ୫୦ ବର୍ଷୀୟ କରୋନା ଆକ୍ରାନ୍ତ ବେଙ୍ଗାଳୁରୁର ଭିକ୍ଟୋରିଆ ହସ୍ପିଟାଲର ସପ୍ତମ…

ଚୀନ୍ ପ୍ରତି ବିଶ୍ୱର ବିତସ୍ପୃହ ମନୋଭାବକୁ ଏକ ଅର୍ଥନୈତିକ ସୁଯୋଗ ଭାବେ ବିବେଚିତ କରିବା ଉଚିତ: ନିତିନ ଗଡକରୀ

ନୂଆଦିଲ୍ଲୀ: ଚୀନ୍ ଛାଡି ଭାରତରେ ଏକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ ଚାହୁଁଥିବା ପ୍ରାୟ ୧୦୦୦ କମ୍ପାନୀ ଭାରତ ସରକାରଙ୍କ ସହ ସମ୍ପର୍କରେ ରହିଥିବାର ଖବର ପାଇବା ପରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି।  ଗଡକରୀ କହିଛନ୍ତି ଯେ କରୋନା ଭାଇରସ…

ପ୍ରବାସୀ ଶ୍ରମିକଙ୍କ ଖାଦ୍ୟ ନିରାପତ୍ତା ନେଇ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ବାହାରୁ ଆସୁଥିବା ଶ୍ରମିକଙ୍କ ଖାଦ୍ୟ ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେମାନେ ଯେପରି ଏଥିରୁ ବଞ୍ଚିତ ନ ହୁଅନ୍ତୁ ତାଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏଥି ପ୍ରତି ଦୃଷ୍ଟି ଦେବାକୁ …

ଲୁଡୁ ଖେଳ ହେଲା କାଳ, ସ୍ତ୍ରୀର ମେରୁଦଣ୍ଡ ଭାଙ୍ଗିଦେଲା ସ୍ୱାମୀ

ଗୁଜୁରାଟ: ଲୁଡୁ ଖେଳ ହେଲା କାଳ । ହାରିବା ସହ୍ୟ କରିପାରିଲେନି ସ୍ୱାମୀ । ରାଗିଗଲେ, ସ୍ତ୍ରୀକୁ ନିସ୍ତୁକ ମାଡ ମଧ୍ୟ ମାରିଲେ । ରାଗ ଏତେ ଯେ, ସ୍ତ୍ରୀକୁ ପିଟି ପିଟି ତାର ମେରୁଦଣ୍ଡ ଭାଙ୍ଗିଦେଲେ । ଲକଡାଉନ୍ ଭିତରେ ଏଭଳି ଏକ ଲୋମଟାଙ୍କୁରା କାହାଣୀ ସାମ୍ନାକୁ ଆସିଛି ଗୁଜୁରାଟ ବଡୋଦରାରୁ ।…