Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ ଟଙ୍କା ଅନୁକମ୍ପା

ଭୁବନେଶ୍ୱର: ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି । ଯଦି ମହାମାରୀ କରୋନାରେ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।…

ଭାଇରାଲ୍ ପୋଷ୍ଟମୋର୍ଟମ୍‌; ଶିଶୁ ଶୋଇଥିଲା ଛାତି ଉପରେ, ମା’ ଥିଲା ଆରପାରିରେ !

ଭୁବନେଶ୍ୱର: ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଏହି ଫଟୋ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ ହାତରେ ଲାଗିଥିଲା । ଆରମ୍ଭ ହୋଇଥିଲା ଛାନ୍‌ଭିନ୍ । ସାମ୍ନାକୁ ଆସିଥିଲା ଏକ ସୁପରିକଳ୍ପିତ ମିଥ୍ୟା ଗୁଜବର ହୃଦୟ ବିଦାରକ ଘଟଣା । ଭାଇରାଲ୍ ହୋଇଥିବା ଏହି ଫଟୋରେ ଜଣେ ମହିଳା କାଚ କିମ୍ବା ପଲିଥିନ୍ ସଦୃଶ…

କରୋନା ପ୍ରଭାବିତ ରାଜ୍ୟରେ ଜାରି ରହୁ ଲକଡାଉନ୍: ମୋଦି

ନୂଆଦିଲ୍ଲୀ: ଅଧିକ କରୋନା ପ୍ରଭାବିତ ଅଂଚଳରେ ଜାରି ରହୁ ଲକଡାଉନ୍ । ଆଉ ଯେଉଁଠି କମ୍ ମାମଲା ରହିଛି ସେହି ସବୁ ରାଜ୍ୟ ତଥା ଜିଲ୍ଲାରେ ତାଲାବନ୍ଦ କଟକଣା କୋହଳ କରିବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଭାଇରସ ମହାମାରୀ ସଙ୍କଟ ମଧ୍ୟରେ ଦେଶର ସମସ୍ତ ରାଜ୍ୟର…

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ହୋଇପାରେ କରୋନା ଟେଷ୍ଟ !

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ ରାଜଭବନର ୪ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଜାଣାପଡିବା ପରେ ଆଗୁଆ ପଦକ୍ଷେପ ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କର କରୋନା ଟେଷ୍ଟ କରାଯାଇପାରେ । ଏଥିପାଇଁ ଅନୁମତି ମଗାଯାଇଥିବା ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ…

୧୫ ହଜାର ବସ୍‌ରେ ଓଡ଼ିଶା ଆସିବେ ପ୍ରବାସୀ ଓଡ଼ିଆ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ଟ୍ରେନ୍ କିମ୍ବା ଏୟାରଲାଇନ୍ସ ନଖୋଲିଲେ ଅନ୍ୟ ରାଜ୍ୟକୁ ବସ୍ ପଠାଯିବ । ବସ୍‌ରେ ଆସିବେ ପ୍ରବାସୀ ଓଡ଼ିଆ । ଏଥିପାଇଁ ଆମେ ବସ୍ ପଠେଇବୁ ବୋଲି ସୂଚନା ଦେଇଛନ୍ତି ପରିବହନ…

ଯାଜପୁରରେ ଆରମ୍ଭ ହେଲା କଣ୍ଟେନମେଣ୍ଟ କଟକଣା

ଯାଜପୁର: ଯାଜପୁର ଜିଲ୍ଲାର ୫ଟି ବ୍ଲକ ଏବଂ ଯାଜପୁର ପୌରପାଳିକାରେ ଆଜି ଦିନ ୧୨ ଟାରୁ ଆରମ୍ଭ ହୋଇଛି କଣ୍ଟେନମେଣ୍ଟ କଟକଣା । କୋରୋନା ନିୟନ୍ତ୍ରଣ ପାଇଁ ରବିବାର ଦିନ ଏହି ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । ଆଜି ସକାଳୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋକାନ ଗୁଡିକରେ…

ମୋ ମତରେ ଆହୁରି ମାସେ ବଢ଼ୁ ଲକଡାଉନ୍‌: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଆହୁରି ମାସେ ବଢ଼ୁ ଲକଡାଉନ୍ । ମୋ ମତରେ ତାଲାବନ୍ଦ ଆହୁରି ମାସେ ହେବା ଦରକାର ବୋଲି ମତ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବାହାର…

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା; ଲକଡାଉନ ବଢାଇବା ସପକ୍ଷରେ ୬ ରାଜ୍ୟ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଲକଡାଉନ ଅବଧି ସମ୍ପର୍କରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି । ରାଜ୍ୟଗୁଡ଼ିକ ଲକଡାଉନ ର ସମ୍ପ୍ରସାରଣକୁ ସମର୍ଥନ କରୁଛନ୍ତି କି ନାହିଁ ତାହା ସମୀକ୍ଷା କରିବା ଥିଲା…

କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ କରୋନା ଭୂତାଣୁ…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ବିଶ୍ୱ ମହାମାରୀ କରୋନା ସାରା ବିଶ୍ୱରେ ଆତଙ୍କ ଖେଳେଇ ଚାଲିଛି । ବଡ଼ ବଡ଼ ବିକଶିତ ଦେଶ ମାନଙ୍କର ଅଂଟା ଭାଙ୍ଗି ପଡ଼ିଲାଣି । ଏହି ମହାମାରୀ ଯେତିକି ଦ୍ରୁତ ଗତିରେ ସଂକ୍ରମିତ ହେଉଛି, ତା’ଠୁ ଅଧିକ ଦ୍ରୁତ ଗତିରେ ସାମାଜିକ ଓ ଅର୍ଥନୈତିକ…

ବଡ଼ଚଣା ଥାନା ଅଧିକାରୀ ଶ୍ରୀମନ୍ଦିର ପ୍ରବେଶ ପ୍ରସଙ୍ଗ: ନିଲମ୍ବିତ ହେଲେ ସମ୍ପୃକ୍ତ ସେବକ ଲକ୍ଷ୍ମୀନାରାୟଣ ପୂଜାପଣ୍ଡା

ପୁରୀ: ଲକଡାଉନ ନିୟମ ଭାଙ୍ଗି ବଡ଼ଚଣା ଥାନା ଅଧିକାରୀ ଶ୍ରୀମନ୍ଦିର ପ୍ରବେଶ ଘଟଣାରେ ନିଲମ୍ବିତ ହୋଇଛନ୍ତି ସମ୍ପୃକ୍ତ ସେବକ ଲକ୍ଷ୍ମୀନାରାୟଣ ପୂଜାପଣ୍ଡା । ତାଙ୍କୁ ପୂଜାପଣ୍ଡା ନିଯୋଗ ପକ୍ଷରୁ ନିଲମ୍ବିତ କରାଯାଇଛି । ଲକ୍ଷ୍ମୀନାରାୟଣଙ୍କୁ ନିଯୋଗ ର ସଦସ୍ୟତା ପଦରୁ ନିଲମ୍ବନ କରିଛି…