Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଗଞ୍ଜାମ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ; ପାନ, ଗୁଟଖା ଖାଇଲେ ଥାନାରେ ଏତଲା !

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କରୋନାକୁ ପ୍ରତିହତ କରିବାପାଇଁ ଗ୍ରାମାଞ୍ଚଳ ଉପରେ ଅଧିକ ଧ୍ୟାନ ଦିଆଯିବ । କରୋନା ମୁକାବିଲା ପାଇଁ ଗାଁ ଗହଳିରେ ବିକ୍ରି ହେଉଥିବା ପାନ, ଗୁଟଖା, ସୁପାରି ପ୍ରଭୃତି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସକାଳେ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି । ଓଡ଼ିଶା…

ଓଡ଼ିଶାର ଏହି ୪ ଜିଲ୍ଲାରେ ରହିଛି ୮୮ ପ୍ରତିଶତ କରୋନା ମାମଲା

ଭୁବନେଶ୍ୱର: ଓଡ଼ିଶା ର ୩ ଜିଲ୍ଲାରେ ୬୦ ଘଣ୍ଟାର ସଟଡାଉନ ପରେ ସୋମବାର ଦିନ ବାଲେଶ୍ବରରେ ପାଞ୍ଚଟି କରୋନା ପଜିଟିଭ ମାମଲା ରେକର୍ଡ କରାଯାଇଛି। ଏହି ନୂତନ ମାମଲା ସହିତ ଜିଲ୍ଲାର ମୋଟ ସଂଖ୍ୟା ୧୫ କୁ ବୃଦ୍ଧି ପାଇଛି। ଆକ୍ରାନ୍ତ ମାମଲା ବଢୁଥିବା ଯୋଗୁଁ ଆଉ ଦୁଇଟି ଜିଲ୍ଲା ଭଦ୍ରକ ଏବଂ…

ଦେଶରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ୧୩୯୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୨୭,୮୯୨ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତିତ ଗତ ୨୪ ଘଣ୍ଟାରେ ଭାରତରେ ପାଖାପାଖି…

ବାଲେଶ୍ଵରରେ ଆଉ ୫ କରୋନା ପଜିଟିଭ ଚିହ୍ନଟ

ବାଲେଶ୍ଵର: ବାଲେଶ୍ବର ଜିଲ୍ଲାରେ ସୋମବାର ଦିନ ଆଉ ୫ ଜଣେ କରୋନା ପଜିଟିଭ୍ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ଓଡ଼ିଶାରେ ମୋଟ୍ କରୋନା ରୋଗୀଙ୍କ ସଂଖ୍ୟା ୧୦୮ ପହଞ୍ଚି ଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ବାଲେଶ୍ଵର ଜିଲ୍ଲାରେ ପୂର୍ବରୁ…

ଗୁଜୁରାଟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ନବୀନ

ଭୁବନେଶ୍ୱର: କରୋନା ଲକ୍ ଡାଉନ ପାଇଁ ବାହାର ରାଜ୍ୟରେ ଫଶି ରହିଛନ୍ତି ଅନେକ ଓଡିଆ ଶ୍ରମିକ । ସେମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ରବିବାର ପ୍ରଥମେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓ ସନ୍ଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧବ ଠାକରେଙ୍କ ସହ ଆଲୋଚନା…

ନିଜ ନିଜ ଶ୍ରମିକଙ୍କୁ ଫେରାଇ ନିଅ: ମହାରାଷ୍ଟ୍ର

ମହାରାଷ୍ଟ୍ର: କରୋନାର କଟକଣା ପାଇଁ ମହାରାଷ୍ଟ୍ରରେ ଫସିଥିବା ଶ୍ରମିକଙ୍କୁ ଫେରାଇ ନେବାକୁ ସବୁ ରାଜ୍ୟକୁ ଅନୁରୋଧ କରିଛି ମହାରାଷ୍ଟ୍ର । ବର୍ତ୍ତମାନ ଲକଡାଉନ୍‌କୁ ମାସେ ପୂରିଛି । ଏହାରି ଭିତରେ ମହାରାଷ୍ଟ୍ରରେ ସାଢ଼େ ୩ ଲକ୍ଷ ପ୍ରବାସୀ ଶ୍ରମିକ ଫସି ରହିଛନ୍ତି । ଏମାନଙ୍କୁ ନିଜ ନିଜ ରାଜ୍ୟକୁ…

କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

ଆନ୍ଧ୍ରପ୍ରଦେଶ: କରୋନା ନେଲା ୨ ଟଙ୍କିଆ ଡାକ୍ତରଙ୍କ ଜୀବନ । ସେବାରେ ହିଁ ଚାଲିଗଲା କରୋନା ଯୋଦ୍ଧାଙ୍କ ଜୀବନ । ଅନ୍ୟକୁ ଜୀବନ ଦାନ ଦେଉଥିବା ମଣିଷଟିଏ କରୋନାର କବଳରୁ ନିଜକୁ ବଂଚାଇ ପାରିଲେନି । ୨ଟଙ୍କାରେ ରୋଗୀଙ୍କ ସେବା କରିବା ନେଇ ଚାରିଆଡୁ ଚର୍ଚ୍ଚା ସାଉଁଟିଥିବା ଆନ୍ଧ୍ରପ୍ରଦେଶର…

ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୪ରେ ପହଂଚିଛି । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । The #COVID19…

ସାଇକେଲରେ ହାଇଦ୍ରାବାଦରୁ ଅନୁଗୁଳ ଫେରୁଥିବା ଦୁଇ ପ୍ରବାସୀ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ

ଅନୁଗୁଳ: ଲକଡାଉନ ଯୋଗୁଁ ସାରା ଦେଶରେ ଗାଡି ମୋଟର ଚଳାଚଳ ବନ୍ଦ ରହିଛି । ତେବେ ହାଇଦ୍ରାବାଦରେ ଫସିଥିବା ୨ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ମଙ୍ଗଳବାର ଦିନ ସାଇକେଲ ଯୋଗେ ଅନୁଗୁଳ ପାଇଁ ବାହାରିଥିଲେ। ଅନୁଗୁଳ ଫେରିବା ବାଟରେ ଏହି ଦୁଇ ଶ୍ରମିକଙ୍କର ଶନିବାର ଦିନ ସଡକ ଦୁର୍ଘଟଣାରେ ମୃତ୍ୟୁ…