Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ମଦ ବିକ୍ରି ଓ ହୋମ୍ ଡେଲିଭରୀ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ମଦ କମ୍ପାନୀ । ଲକ୍‌ଡାଉନ୍ ଯୋଗୁଁ ମଦ ଦୋକାନଗୁଡିକ ବନ୍ଦ ରହିଛି । ତେଣୁ ଏଥିପାଇଁ ଅନେକ କ୍ଷତି ସହୁଛନ୍ତି ମଦ ବ୍ୟବସାୟୀ । ଯେଉଁ ସ୍ଥାନରେ କରୋନା ବ୍ୟାପି ନାହିଁ ସେହି…

ଭୁବନେଶ୍ୱରରେ କୋହଳ ହେବନି ଲକଡାଉନ୍ କଟକଣା: ଏସ୍‌ଆର୍‌ସି

ଭୁବନେଶ୍ୱର: ଭୁବନେଶ୍ୱରରେ କୋହଳ ହେବନି ଲକଡାଉନ୍ ନିୟମ । ସର୍ବାଧିକ କରୋନା ଆକ୍ରାନ୍ତ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ କୌଣସି ନିୟମ କୋହଳ କରାଯିବ ନାହିଁ । ରାଜଧାନୀ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଆସିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ…

ରୋଗ ପ୍ରତିରୋଧକ ଶକ୍ତି ବଢାଏ ପଖାଳ !

ଭୁବନେଶ୍ୱର: ବଢିଚୁରା ସାଙ୍ଗକୁ ମାଛ ଭଜା ହେଉ କି ଭର୍ତ୍ତା, ଗରମ ଦିନରେ ଦହି ପଖାଳର ମଜ୍ଜା ଏବେ ସମସ୍ତେ ନେବାରେ ଲାଗିଛନ୍ତି । ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗରମରେ ଓଡ଼ିଶାର ଘରେ ଘରେ ସକାଳୁ କଂସାଏ ପଖାଳ ଖୋଜାପଡ଼ିଥାଏ । ସାଧାରଣ ଦିନ ଅପେକ୍ଷା ଖରାଦିନରେ ପଖାଳର ମଜ୍ଜା ପ୍ରକୃତରେ ନିଆରା…

ଦିଲ୍ଲୀ ପୋଲିସକୁ ଉୁରୁଗୁଏ ମହିଳାଙ୍କ ଖୋଲା ଚ୍ୟାଲେଂଜ !

ନୂଆଦିଲ୍ଲୀ: ଶନିବାର ଜଣେ ଉୁରୁଗୁଏ ମହିଳା ଦିଲ୍ଲୀ ପୋଲିସକୁ କରିଥିଲେ ଖୋଲା ଚ୍ୟାଲେଂଜ । ମାସ୍କ ପିନ୍ଧିବା ନେଇ ପୋଲିସ ପରାମର୍ଶ ଦେଇଥିଲା । ହେଲେ ପୋଲିସର କଥା ଶୁଣିବା ବଦଳରେ ମହିଳା କରିଥିଲେ ଓଲଟା ଭାଷଣବାଜି । ଦିଲ୍ଲୀ ସରକାର ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ।…

ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଂଚଳରୁ ହଟିଲା ଅବରୋଧ କଟକଣା

କଟକ: କଟକ ଜିଲ୍ଲା ସାଲେପୁର ଓ ନିଶ୍ଚିନ୍ତ କୋଇଲିରୁ ହଟଲା କଂଟେନମେଂଟ ଜୋନ୍ କଟକଣା । ଏହି ଅଂଚଳକୁ ଅବରୋଧ ମୁକ୍ତ ଭାବେ ଘୋଷଣା କରାଯାଇଛି । ଏହି ଅଂଚଳରେ ସମସ୍ତ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଅବରୋଧ କଟକଣା ପ୍ରତ୍ୟାହାର କଲା ଜିଲ୍ଲା ପ୍ରଶାସନ । ଯାଜପୁରରେ ଚିହ୍ନଟ ହୋଇଥିବା…

ବାଲେଶ୍ଵରରେ କୋଭିଡ-୧୯ ହସ୍ପିଟାଲ; ଟ୍ବିଟ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ଵର: ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ୍ (ଓଏଚପିସି)ର ମିଳିତ ସହଯୋଗରେ ଓଡିଶା ସରକାର ବାଲେଶ୍ଵର ଜିଲ୍ଲାରେ ଏକ କୋଭିଡ-୧୯ ହସ୍ପିଟାଲ ସ୍ଥାପନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ମଧ୍ୟ କରିଛନ୍ତି।…

ଲକ୍‌ଡାଉନ୍‌ରେ କାହା ଉପରୁ ହଟିଲା କଟକଣା, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଏପ୍ରିଲ ୩୦ ଯାଏଁ ଜାରି ରହିବ ଲକଡାଉନ୍ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି କାମ ଉପରକୁ କଟକଣା କୋହଳ କରାଯାଇଛି । ଏନେଇ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି । ଏପ୍ରିଲ ୧୫ ପରଠାରୁ ରବି ଫସଲ ଉତ୍ପାଦନ ଆରମ୍ଭ ହେବ। ଧାନ…

ଲକଡାଉନ୍‌ରେ ଖୋଲା ରହିବ ରେଷ୍ଟୁରାଣ୍ଟ, ହେଲେ ବସି ଖାଇବା ମନା

ଭୁବନେଶ୍ୱର: ରାଜ୍ୟରେ ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ୍ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେବା ପରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇଛି । ଓଡିଶାବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ପର‌୍ୟ୍ୟାୟ ଲକଡାଉନ ବେଳେ ସରକାରଙ୍କ ପକ୍ଷରୁ ତାଲାବନ୍ଦ କଟକଣାରେ କିଛି ମାତ୍ରାରେ କୋହଳ…

କରୋନା ମୁକାବିଲା : ଆସନ୍ତୁ ଜାଣିବା କେଉଁ ୫ ମହିଳାଙ୍କ ଉଦ୍ୟମକୁ ସାରା ବିଶ୍ୱ ପ୍ରଶଂସା କରୁଛି

ନୂଆଦିଲ୍ଲୀ:କରୋନା ଭାଇରସ ମହାମାରୀ ସାରା ବିଶ୍ୱରେ ତାର ତାଣ୍ଡବ ଜାରି ରଖିଛି । ଆସନ୍ତୁ ଜାଣିବା କରୋନା ଭାଇରସ ସହ ଲଢ଼େଇରେ କେଉଁ ୫ ମହିଳାଙ୍କ ଉଦ୍ୟମକୁ ସାରା ବିଶ୍ୱ ପ୍ରଶଂସା କରୁଛି । ମୋରାଲିନା ଏଡୋ: କରୋନା ଭାଇରସ ଟୀକା ନ ବାହାରିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିଥିବ । ତେବେ ଜର୍ମନ…

ଲକ୍‌-ଡାଉନ୍ ନିୟମ ଭାଙ୍ଗି ଅନନ୍ୟ ଢଙ୍ଗରେ ଦଣ୍ଡିତ ହେଲେ ବିଦେଶୀ !

ଉତ୍ତରାଖଣ୍ଡ: ଋଷିକେଶରେ ଲକ୍‌-ଡାଉନ୍ ନିୟମ ଭାଙ୍ଗି ଦଣ୍ଡିତ ହେଲେ ବିଦେଶୀ ନାଗରିକ । ସ୍ଥାନୀୟ ଲୋକଙ୍କୁ ନିର୍ଘାତିଆ ମାଡ । ହେଲେ ବିଦେଶୀଙ୍କୁ ନିଆରା ଦଣ୍ଡ ଦେଇ ଚର୍ଚ୍ଚାକୁ ଆସିଛି ଉତ୍ତରାଖଣ୍ଡ ପୋଲିସ । ଶନିବାର ପୋଲିସ ହାତରେ ଧରାପଡିଥିଲେ ବିଭିନ୍ନ ଦେଶର ୧୦ ବିଦେଶୀ ନାଗରିକ । ସମଗ୍ର…