Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ପାରଳାଖେମୁଣ୍ଡିରେ ଖୋଲିଲା କୋଭିଡ ହସ୍ପିଟାଲ

ପାରଳାଖେମୁଣ୍ଡି: କରୋନା ଚିକିତ୍ସା ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଖୋଲିଲା କୋଭିଡ-୧୯ ହସ୍ପିଟାଲ । ସେଂଚୁରିଆନ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପରିସରରେ ଏହି ହସ୍ପିଟାଲ ଆରମ୍ଭ ହୋଇଛି । ଏନେଇ ବୁଧବାର ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ, ଏହି ହସ୍ପିଟାଲଟି ଜିଲ୍ଲା…

ବଦଳିଲା ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର; କହିଲେ ‘ମୋଦୀ ଜଣେ ଚମତ୍କାର ନେତା’

ନ୍ୟୁୟର୍କ: ଔଷଧ ବିକଳରେ ତାଟିଆ କାମୁଡ଼ିଲା ପରି ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରେକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ । ଏବେ କରୋନା ମହାମାରୀ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାର ପରିସ୍ଥିତି ପ୍ରକୃତରେ ଗମ୍ଭୀର । ଦୈନିକ ସଂକ୍ରମିତଙ୍କ…

ଦେଖନ୍ତୁ ଭିଡ଼ିଓ: ଲକଡାଉନ ଯୋଗୁଁ କିପରି କାଚକେନ୍ଦୁ ପରି ଦିଶୁଛି ଯମୁନା ନଦୀର ଜଳ

ମଥୁରା: କରୋନା ପ୍ରଭାବରେ ସାରାଦେଶ ଲକ ଡାଉନ । ଉତ୍ତରପ୍ରଦେଶ ମଥୁରା ଅଞ୍ଚଳରେ ଶିଳ୍ପସଂସ୍ଥା ଗୁଡିକ ମଧ୍ୟ ବନ୍ଦ ହୋଇ ଯାଇଛି । ସ୍ଥାନୀୟ ଶିଳ୍ପସଂସ୍ଥା ଗୁଡିକ ବନ୍ଦ ଥିବାରୁ ଯମୁନା ନଦୀରେ ଜଳ ପୂର୍ବ ଅପେକ୍ଷା ଅଧିକ ପରିଷ୍କାର ଦେଖାଯାଉଛି। ନଦୀରେ ପ୍ରଦୂଷଣର ମାତ୍ର କମ୍ ଯୋଗୁଁ ଏହି ପ୍ରବାହ…

ଗଞ୍ଜାମରେ ହେବ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଗଂଜାମ: ଗଂଜାମରେ ସମସ୍ତ ଲୋକଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା । କରୋନାର କୌଣସି ଲକ୍ଷଣ ଅଛି କି ନାହିଁ ସେ ନେଇ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଡାକ୍ତର । ଯାହାର ଥଣ୍ଡା, କାଶ କଫ କିମ୍ବା ଜ୍ୱର ଭଳି ଲକ୍ଷଣ ଥିବା ସେମାନଙ୍କର ସ୍ୱାସ୍ଥ୍ୟଗତ ଯାଂଚ କରାଯିବ । ଏନେଇ ଗଂଜାମ ଜିଲ୍ଲାପାଳ…

କୋଭିଡ-୧୯; ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟି କରି ବନ୍ଧା ହେଲେ ଓକିଲ !

ଅନୁଗୋଳ: ପେଶାରେ ଓକିଲ, ହେଲେ କାରନାମା ଅପରାଧୀଙ୍କଠାରୁ ହୀନ । କରୋନାଭାଇରସ୍ ମହାମାରୀ ଭଳି ସମ୍ବେଦନଶୀଳ ସ୍ଥିତିରେ ଧାର୍ମିକ କ୍ଷେତ୍ରକୁ ନେଇ ଗୁଜବ ସୃଷ୍ଟି କରି ତାଳଚେରର ଜଣେ ଓକିଲ ପୋଲିସ ହାତରେ ଗିରଫ ହୋଇଛି । ଲକ୍‌-ଡାଉନ୍ ପାଇଁ ଘରଠୁ ମନ୍ଦିର ସବୁ ବନ୍ଦ । ଏପରି ସ୍ଥିତିରେ ରାଜ୍ୟର…

ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ ମୟୁରଭଞ୍ଜର କୋଭିଡ ହସ୍ପିଟାଲ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍କୀସୋଲ ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ) ସ୍କୁଲ ଠାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ରମ କରାଇବା ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଭୁବନେଶ୍ୱରର କାଲିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (କିମ୍ସ) ସହିତ…

ଲକ୍‌ଡାଉନ୍ ରହିବ ନା ହଟିବ ? ଚିନ୍ତାରେ ସରକାର !

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ୍ ୧୪ ତାରିଖରେ ସରିଯାଉଛି ଲକ୍‌ଡାଉନର ସମୟସୀମା । ତେବେ ଏହି ଲକ୍‌ଡାଉନର ଅବଧିକୁ ସରକାର ଆଉ କିଛି ଦିନ ବୃଦ୍ଧି କରିବେ ନା ଅନ୍ତ ଘଟିବ ଏହି ଲକ୍‌ଡାଉନ୍ ? ଏହାକୁ ନେଇ ଚିନ୍ତାରେ ରହିଛନ୍ତି କେନ୍ଦ୍ର ସରକାର । Coronavirus cases continue to rise as…

ଗର୍‌ବାରେ ନାଚି ନିଲମ୍ବନ ହେଲେ ମହିଳା ପୋଲିସ ଇନ୍ସପେକ୍ଟର !

ଭୋପାଳ: ଲକ୍‌-ଡାଉନରେ ଗର୍‌ବା ଖେଳି ଜଣେ ମହିଳା ପୋଲିସ କର୍ମଚାରୀ ନିଲମ୍ବିତ । ସୋସାଇଟି ଲକ୍‌-ଡାଉନ୍ ଥିବାବେଳେ ସାଥୀ କର୍ମଚାରୀଙ୍କ ସହ ନାଚିବା ଓ ସାମାଜିକ ଦୂରତ୍ୱ ଅବଲମ୍ବନ ନ କରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଛି । બોપલમાં સોસાયટીમાં ગરબા ગાતા મહિલા પોલીસ…

ପାକିସ୍ତାନୀ ଟିଭି ଚ୍ୟାନେଲରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁର ମିଥ୍ୟା ଖବର !

ଭୁବନେଶ୍ୱର: ହିତାହିତ ଜ୍ଞାନ ହରେଇ ବସିଛି ପାକିସ୍ତାନୀ ମିଡିଆ । ବିନା କୌଣସି ବଳିଷ୍ଠ ପ୍ରମାଣରେ ବଂଚିଥିବା ବ୍ୟକ୍ତିଙ୍କୁ ନିଜ ଅପରିପକ୍ୱ ମାନସିକତାରେ ମୃତ ଘୋଷଣା କରୁଛି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ କରୋନାଭାଇରସ୍‌ରେ ସଂକ୍ରମିତ ହୋଇ ଆଇସିୟୁରେ ଆଡମିଟ୍ ହୋଇଛନ୍ତି ।…

ଉହାନରୁ ହଟିଲା ଲକ୍ ଡାଉନ୍

ନୂଆଦିଲ୍ଲୀ: ସାରା ବିଶ୍ୱକୁ କରୋନା ଭଳି ଏକ ମହାମାରୀରେ ବୁଡ଼େଇ ଦେଇ ଏବେ ଖୁସି ପାଳନ କରୁଛି ଚୀନ । ମହାମାରୀ କରୋନା ଭୂତାଣୁର ଉତ୍ପତିସ୍ଥଳ ଚୀନର ଉହାନ ସହର ଏବେ ବିପଦମୁକ୍ତ। କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ଥିବା ଉହାନ ସହରରୁ ୭୬ ଦିନ ପରେ ଉଠିଛି ଲକଡାଉନ। ଲକଡାଉନ ଉଠିବା ଫଳରେ…