Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜଧାନୀର ଏହି ଆମିଷ ମାର୍କେଟ ୨୫ ଯାଏଁ ବନ୍ଦ

ଭୁବନେଶ୍ୱର: କୋଭିଡ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ ଭୁବନେଶ୍ୱରର ୟୁନିଟ୍-୪ର ଆମିଷ ବଜାର ବନ୍ଦ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି‌। ବିଏମସିର ସୂଚନା ଅନୁସାରେ ୟୁନିଟ୍ ୪ ହୋଲସେଲ ଏବଂ ଆମିଷ ବଜାରକୁ ଜୁନ୍ ୨୫ ଯାଏଁ ବନ୍ଦ ରହିବ। ଆଜି କୋଭିଡ ନିୟମ ଉଲ୍ଲଂଘନକୁ ଦୃଷ୍ଟିରେ…

୧୮-୪୪ ବର୍ଗଙ୍କ ପାଇଁ ୭ଟାରୁ ସ୍ଲଟ ବୁକିଂ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ରାଜଧାନୀରେ ୧୮-୪୪ ବୟସ ବର୍ଗଙ୍କ (ପ୍ରଥମ ଡୋଜ୍) ପାଇଁ ନୂଆ ସ୍ଲଟ୍ ଘୋଷଣା କରାଯାଇଛି। ଆଜି ରାତି ୭ ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ। ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।…

ଡ୍ରାଇଭ-ଇନ୍ ଭ୍ୟାକ୍ସିନେସନ୍: ୧୮-୪୪ ଓ ୪୫+ ବର୍ଗଙ୍କ ଲାଗି ଆଜି ସ୍ଲଟ ବୁକିଂ, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀର ସମସ୍ତ ୧୦ ଡ୍ରାଇଭ-ଇନ୍ ସ୍ଥାନରେ କରୋନା ଟୀକାକରଣ ପାଇଁ ଅନଲାଇନରେ ସ୍ଲଟ୍ ବୁକିଂ ଆଜି ୬.୩୦ରେ ଖୋଲିବ। ଏନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଟୁଇଟ୍ କରିଛି। ଏହି ସ୍ଲଟ୍ ଗୁଡିକ ଜୁନ୍ ୨୧ ରୁ ଜୁନ୍ ୨୬ ପର୍ଯ୍ୟନ୍ତ ୧୮-୪୪ (ପ୍ରଥମ ଡୋଜ୍) ଏବଂ…

ଭାଙ୍ଗିଲେ କରୋନା କଟକଣା, ଗଣିଲେ ଲକ୍ଷେ ଟଙ୍କା ଜରିମାନା

ଭଦ୍ରକ: ଲକ୍‌ଡାଉନ୍‌ରେ ସଟର୍ ବନ୍ଦ କରି ଚାଲିଥିଲା କପଡା କାରବାର । ପ୍ରଶାସନିକ ଅଧିକାରୀଙ୍କୁ ଦେଖି ଚମ୍ପଟ୍ ମାରିଥିଲେ ଦୋକାନ ମାଲିକ । ହେଲେ ଧୋକା ଖାଇନଥିଲା ପ୍ରଶାସନର ତୀକ୍ଷ୍ଣ ନଜର । ଶେଷରେ ଧରାପଡିଲା ଦୋକାନ ମାଲିକଙ୍କ ମିଛ । ବନ୍ଦ ଦୋକାନରୁ ଉଦ୍ଧାର ହୋଇଥିଲେ ୩ ଗ୍ରାହକଙ୍କ ସମେତ ଜଣେ…

ଲକଡାଉନ୍ କୋହଳ ପରେ ରାୟଗଡାରେ ଜିଲ୍ଲା ପ୍ରଶାସନର ସ୍ଥିତି ଅନୁଧ୍ୟାନ

ରାୟଗଡା: ସଦ୍ୟ ସ୍ଥିତିକୁ ସମୀକ୍ଷା କରି ରାଜ୍ୟରେ ଲକ୍‌ଡାଉନ୍‌କୁ ଆଂଶିକ କୋହଳ କରାଯାଇଛି । ତେବେ ରାୟଗଡା ଜିଲ୍ଲାରେ ସଂକ୍ରମଣ ହାର କମିଥିଲେ ବି ମୃତ୍ୟୁ ହାର କିନ୍ତୁ କମିବାର ନାଁ ଧରୁନି । ଏଥିପାଇଁ କରୋନା ସଙ୍କଟ ସମେତ ଅନ୍ୟ ସମସ୍ୟାକୁ ନେଇ ରାୟଗଡା ଓ ଗୁଣୁପୁରରେ ସ୍ଥିତି ଅନୁଧ୍ୟାନ…

ବାହାବେଦୀରେ ହୋମ ନିଆଁ ଜଳିବା ଆଗରୁ ଉଠିଲା କୋକେଇ: ବାହାଘର ୪ଦିନ ପୂର୍ବରୁ କରୋନା ନେଲା ବର ଜୀବନ

ଭଦ୍ରକ: ବାହା ଲଗ୍ନ ଧାର୍ଯ୍ୟ ହୋଇଥିଲା । ବିବାହ ପାଇଁ ସରିଥିଲା ସବୁ ପ୍ରସ୍ତୁତି । ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ ବି ଦିଆ ସରିଥିଲା । ଘର କାନ୍ଥରେ ବର-କନିଆ ନାଁ ବି ଲେଖା ସରିଥିଲା । ଚନ୍ଦ୍ରମଣି ସହିତ ଶୁଭସ୍ମିତା । କିନ୍ତୁ ଚନ୍ଦ୍ରମଣିଙ୍କ ଭାଗ୍ୟରେ ସେ ସୁଖ ନଥିଲା । ବାହାଘରକୁ ନେଇ…

ଦେଶରେ ୬୫ ହଜାର ତଳେ ଦୈନିକ ସଂକ୍ରମଣ, ୭୩ ଦିନ ପରେ ୮ ଲକ୍ଷ ତଳକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ସୁଧାର ଆସୁଛି । ଦୈନିକ କେସ୍ ଲଗାତାର ଚତୁର୍ଥ ଦିନରେ ୭୦ ହଜାରରୁ କମ୍ ଥିବା ବେଳେ ମୃତ୍ୟୁସଂଖ୍ୟା ଆଜି ୨ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୨ହଜାର ୪୮୦ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନାରେ ଆଉ ୧୫ଶହ ୮୭…

ଓଡ଼ିଶାରୁ କରୋନା ନେଲା ୩୭ ଜୀବନ, ଜୁନରେ ଆଜି ସୁଦ୍ଧା ଗଲାଣି ୭୦୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି ଦୈନିକ କରୋନା ମୃତ୍ୟୁସଂଖ୍ୟା । ୪୦ ତଳକୁ ଖସିଛି । ୨୪ ଘଣ୍ଟାରେ ଆଉ ୩୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୪ ଜିଲ୍ଲାରୁ ସଂକ୍ରିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣଙ୍କ ପ୍ରାଣ ହରାଇଛନ୍ତି । ସେହିପରି କଟକ,…

ଆଜି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ, ୩୮୦୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଅପେକ୍ଷା ଆଜି ବଢ଼ିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୮୦୬ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩ହଜାର ୬୩୧ । ଗତକାଲି ୬୩ହଜାର ୪୨୧ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ଆଜି ୬୪ହଜାର ୮୫୦ ନମୁନା ପରୀକ୍ଷା ହୋଇଛି । ଆଜି…

ଦୁଇଟି ଡୋଜ ଟିକା ନେବା ପରେ ସଂକ୍ରମଣର ଅନୁଧ୍ୟାନ ପାଇଁ ବୈଷୟିକ କମିଟି ଗଠନ

ଭୁବନେଶ୍ବର: କୋଭିଡ୍ ଟିକାର ଦୁଇଟି ଡୋଜ ନେବା ପରେ ବି କିଛି ସଂକ୍ରମିତ ହେଉଛନ୍ତି। ଏଭଳି କିଛି କେସ ଆସିବା ପରେ ଏହାର ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ଦ୍ୱିତୀୟ ଡୋଜ…