Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଷଷ୍ଠ କରୋନା ରୋଗୀ ଚିହ୍ନଟ ପରେ କଟକ ସହରରେ ମଧ୍ୟ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ ଘୋଷଣା

ଭୁବନେଶ୍ୱର: କଟକରୁ ଷଷ୍ଠ କରୋନା ରୋଗୀ ପଜିଟିଭ ଚିହ୍ନଟ ପରେ ସହରକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ଏହା ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । କରୋନା ପଜିଟିଭ ରୋଗୀଙ୍କ…

ଓଡିଶାରେ ୬ଷ୍ଠ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଶୁକ୍ରବାର ଦିନ ଓଡିଶାରେ ୬ଷ୍ଠ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାାଣ ବିଭାଗ ।…

କୋଭିଡ୍‌-୧୯; ଇଟାଲୀରେ ଆରମ୍ଭ ହେଲା ‘ସପୋର୍ଟ ବାସ୍କେଟ୍‌’ ଅଭିଯାନ !

ଇଟାଲୀ: କରୋନା ମହାମାରୀ ପାଇଁ ଦୁର୍ବିସହ ଅବସ୍ଥାରେ ଇଟାଲୀ । ତଥାପି ପରସ୍ପରକୁ ସହାୟତା କରିବାକୁ ଭୁଲି ନାହାନ୍ତି ଏଠିକାର ବାସିନ୍ଦା । ସାରା ବିଶ୍ୱ ସମେତ ସୋସିଆଲ୍ ମିଡିଆରେ ଏବେ ଇଟାଲୀର ସପୋର୍ଟ ବାସ୍କେଟ୍ ଅଭିଯାନ ଟ୍ରେଣ୍ଡ ସେଟର୍ ପାଲଟିଛି । ବିଶ୍ୱରେ କରୋନା ମହାମାରୀ ନିଜ…

କରୋନା ଅପଡେଟ୍‌; ୪୮ ଘଣ୍ଟା ପାଇଁ ଖୋଲିବନି ଭୁବନେଶ୍ୱର ଓ ଭଦ୍ରକ ସହର !

ଭୁବନେଶ୍ୱର: ଆଜିଠୁ ସମ୍ପୁର୍ଣ୍ଣ ଲକ୍‌-ଡାଉନ୍ ହେବ ଭୁବନେଶ୍ୱର ଓ ଭଦ୍ରକ । ବର୍ତ୍ତମାନ ସୁଦ୍ଧା ୫ଟି କରୋନା ପଜିଟିଭ ରୋଗୀ ଓଡିଶାରେ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ନେଇଛନ୍ତି ଏପରି ପଦକ୍ଷେପ । Live Press Briefing by Chief Secretary, Odisha on #Covid19 @Secychief…

ପ୍ରଧାନମନ୍ତ୍ରୀ କରୋନା ଭାଇରସ ସଙ୍କଟ ନେଇ ୪୦ ଖେଳାଳିଙ୍କ ସହ ଆଲୋଚନା କଲେ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ୧୨ ମିନିଟର ଏକ ପ୍ରେରଣାଦାୟକ ଭିଡିଓ ବାର୍ତା ଦେଇଛନ୍ତି । ଏହି ଅବସରରେ ସେ ୪୦ ମହାନ ଖେଳାଳିଙ୍କ ସହ କରୋନା ସଂକ୍ରମଣକୁ ରୋକିବା ନେଇ ଆଲୋଚନା କରିଥିଲେ । ବିିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି,…

ଲକଡାଉନ ଅବସରରେ ଜନ୍ମ ଗ୍ରହଣ କରିଥିବା ପିଲାମାନଙ୍କ ନାମ ବାପା-ମାଆ ମଜାଦାର ଢ଼ଙ୍ଗରେ ଦେଉଛନ୍ତି

ରାୟପୁର: ଲକଡାଉନ ଅବସରରେ ଜନ୍ମ ଗ୍ରହଣ କରିଥିବା ପିଲାମାନଙ୍କ ନାମ ବାପା-ମାଆ ମନେ ମଜାଦାର ଢ଼ଙ୍ଗରେ ଦେଉଛନ୍ତି । ଏ ଭଳି କେତେଗୁଡିଏ ଘଟଣା ସମ୍ମୁଖକୁ ଆସିଛି । ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାର ଖୁଖଣ୍ଡୁ ଗ୍ରାମରେ ଜନ୍ମ ହୋଇଥିବା ଶିଶୁର ନାମ ତାଙ୍କ ବାପା ମା’ ‘ଲକ୍‌ଡାଉନ୍’ ରଖିଛନ୍ତି।…

ଭାରତରେ ବଢୁଛି କରୋନା ମୃତକଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ରାଜ୍ୟରେ କେତେ?

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୨୦୩୧ରେ ପହଞ୍ଚିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଦିନ ପ୍ରକାଶ କରାଯାଇଛି। ଏହି ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୩୩୫ ଟି ମାମଲା ରହିଛି…

ମୌଲାନା ସାଦ କରୋନାରେ ସଂକ୍ରମିତ ହୋଇଥିବା ପୋଲିସ ସନ୍ଦେହ କରୁଛି !

ନୂଆଦିଲ୍ଲୀ: କରୋନା ଲକଡାଉନ ନିୟମ ଉଲ୍ଲଂଘନ କରି ନିଜାମୁଦ୍ଦିନ ତବଲିଘ ଜମାତରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା । ଯାହା ଏବେ ଭାରତ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଏଥ ଯୋଗୁ ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରିବା ସହ ମୁସଲିମ୍…

ଏମ୍ସ ଓ ସମ ହସ୍ପିଟାଲ ଯାଇଥିଲେ ଓଡିଶାର ୫ମ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାର ୫ମ କୋଭିଡ-୧୯ ଆକ୍ରାନ୍ତ ପ୍ରଦୀପ୍ତ ଦଳ ବେହେରାଙ୍କୁ ଚିହ୍ନଟ ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ୟୁନିଟ୍-୭ ସ୍ଥିତ ସୁର୍ଯ୍ୟନଗର ଅଞ୍ଚଳକୁ ସିଲ୍ କରିଦିଆଯାଇଛି । ନିକଟରେ ବିଏମସି ପକ୍ଷରୁ ଏକ ଟ୍ୱିଟ କରି କୁହାଯାଇଛି ଯେ ସମ୍ପୃକ୍ତ…

ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟରରେ ବେପରୁଆ ଉତ୍ତର ଦେଇ ଉପହସିତ ହେଲା ପଞ୍ଜାବ ପୋଲିସ୍

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ଦେଶବ୍ୟାପୀ ଜାରି ହୋଇଥିବା ୨୧ ଦିନିଆ ଲକ୍‌ଡାଉନ୍‌ରେ ସାଧାରଣ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଶାସନ ମୁଖ୍ୟ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଥାନ୍ତି । ସୋସିଆଲ୍ ମିଡିଆରେ ଆସିଥିବା ଏହିଭଳି ଏକ ସମସ୍ୟାର ସମାଧାନ ପାଇଁ…