Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ନେଲା ଏହି ଲୋକପ୍ରିୟ ଅଭିନେତାଙ୍କ ଜୀବନ

ସିଡ଼ନୀ: କରୋନାରେ କବଳିତ ସାରା ବିଶ୍ୱ । ଜଣେ ଲୋକପ୍ରିୟ ଅଭିନେତାଙ୍କ ପ୍ରାଣ ନେଇଛି କରୋନା । ହଲିଉଡର ଲୋକପ୍ରିୟ ଚଳଚ୍ଚିତ୍ର 'ଷ୍ଟାର ୱାର୍ସ’ର ‘ ଅଭିନେତା ଆଣ୍ଡ୍ର୍ୟୁ ଜ୍ୟାକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ୭୬ ବର୍ଷୀୟ ଆଣ୍ଡ୍ର୍ୟୁ ଜ୍ୟାକ କରୋନା ମହାମାରୀର ଶିକାର…

ଦିଲ୍ଲୀର ନିଜାମୁଦ୍ଦିନ ମରକଜକୁ ଖାଲି କରିବା ପାଇଁ ଡୋଭାଲଙ୍କୁ ଯିବାକୁ ପଡିଥିଲା

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ମରକଜକୁ ଖାଲି କରିବା ପାଇଁ ସରକାରଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ପୋଲିସ ଚେତାବନୀ ସତ୍ୱେ ଭିଡ ହଟି ନ ଥିଲା । ଶେଷରେ ଗୃହ ମନ୍ତ୍ରୀ ଅମିତ ଶାହ ଏନଏସଏ ମୁଖ୍ୟ ଅଜିତ ଡୋଭାଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଥିଲେ । ଡୋଭାଲ ୨୮ ତାରିଖ ରାତି…

କରୋନା ଆତଙ୍କ: ଭଦ୍ରକରେ କଡ଼ାକଡ଼ି ହେଲା ଲକଡ଼ାଉନ୍

ଭଦ୍ରକ: ସାରା ଦେଶ ସମେତ ଓଡ଼ିଶାରେ ଲକ୍ଡ଼ାଉନ୍ ଚାଲିଥିବା ବେଳେ ଭଦ୍ରକ ସହରରେ ଲକଡ଼ାଉନ୍ କଡ଼ାକଡ଼ି ହୋଇଛି । ମାର୍ଚ୍ଚ ୨୪ ତାରିଖରେ ସାରା ଦେଶରେ ଲକଡ଼ାଉନ୍ ଘୋଷିତ ହେବାପରେ ଭଦ୍ରକ ସହରରେ ମଧ୍ୟ ଏହା ପାଳନ କରାଯାଉଛି । ଓଡ଼ିଶା ସରକାର ପ୍ରଥମେ ୫ଟି ଜିଲ୍ଲା ଏବଂ ୮ଟି ସହରକୁ ଲକଡ଼ାଉନ୍…

ରାଜଧାନୀରେ ଲକଡାଉନ ପ୍ରଭାବ, ଦେଖନ୍ତୁ ଚିତ୍ରରେ

ଭୁବନେଶ୍ୱର: କରୋନା ପାଇଁ ସାରା ଦେଶରେ ଲକଡାଉନ । ଗାଁ ଠୁ ସହର ସବୁଆଡେ ଖାଁ ଖାଁ। ଅତ୍ୟାବଶକୀୟ ସାମଗ୍ରୀକୁ ଛାଡି ଆଉ ସମସ୍ତ ଦୋକାନ ବଜାର ବନ୍ଦ । ସବୁଆଡେ ଲୋକଶୂନ୍ୟ। ୨୪ ଘଣ୍ଟା ବ୍ୟସ୍ତବହୁଳ ରହୁଥିବା ରାଜଧାନୀରେ ମଧ୍ୟ ସମାନ ଅବସ୍ଥା। ରାସ୍ତାଘାଟ ଜନଶୂନ୍ୟ। ଆବଶ୍ୟକୀୟ ସାମଗ୍ରୀ ଦୋକାନ…

କରୋନା ଭୟ: ୨ଟି ବିଦେଶୀ ବିମାନ ଲ୍ୟାଣ୍ଡ୍ କରିବା ପରେ ଆତଙ୍କିତ ହେଲେ ରାଉରକେଲାବାସୀ !

ରାଉରକେଲା: ଦେଶରେ ବର୍ତ୍ତମାନ ଦ୍ରୁତଗତିରେ କରୋନା ଭୂତାଣୁ ସଂକ୍ରମିତ ହୋଇଚାଲିଥିବା ବେଳେ କଡ଼ାକଡ଼ି ପାଳନ କରାଯାଉଛି ୨୧ ଦିନର ଲକ୍‌ଡ଼ାଉନ୍ । ଏବେ ଓଡ଼ିଶାରେ ୪ଟି କରୋନା କେସ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସମସ୍ତ ବ୍ୟକ୍ତି ବିଦେଶରୁ ଓଡ଼ିଶାକୁ ଫେରିଥିବା ସୂଚନା ମିଳିଛି । ତେବେ…

ଉଗ୍ର ହେଉଛି କରୋନା: ବିଶ୍ୱରେ ସାଢ଼େ ୭ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନାରେ କବଳିତ ସାରା ବିଶ୍ୱ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୭ ଲକ୍ଷ ୫୪ ହଜାର ୯୪୭ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୬,୫୭୧ ଛୁଇଁଛି। 754,948 coronavirus…

କରୋନା ଭୂତାଣୁ ସଂକ୍ରମଣର ନୂଆ ଲକ୍ଷଣ

ବ୍ରିଟେନ: ଥଣ୍ଡା, କାଶ, ଛିଙ୍କ ଲାଗି ରହିଲେ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ସନ୍ଦେହ କରିବାକୁ ପୂର୍ବରୁ ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ ବ୍ରିଟେନର ଡାକ୍ତର କୋଭିଡ୧୯ ଭୂତାଣୁ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କଠାରେ ଆଉ ଦୁଇଟି ଲକ୍ଷଣ ଚିହ୍ନଟ କରିଛନ୍ତି । କୌଣସି ବ୍ୟକ୍ତି କରୋନା…

କରୋନା ମହାମାରୀ: ଭାରତରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଅଣାୟତ ହେଉଛି କରୋନା । ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବୁଧବାର ଦିନ ଏହି ସଂଖ୍ୟା ୧୩୯୭ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । The Union Ministry of…

କରୋନା ପାଇଁ ପାଳନ ହେଲାନି ଚଇତି ପର୍ବ

ମାଲକାନଗିରି: ଆଦିବାସୀ ସମ୍ପ୍ରଦାୟର ଲୋକେ ଆନନ୍ଦ ଉଲ୍ଲାସର ସହ ପାଳନ କରୁଥିବା ଚଇତି ପର୍ବର ଏଥର ବ୍ୟତିକ୍ରମ ଦେଖିବାକୁ ମିଳିଛି । କରୋନାକୁ ଦୃଷ୍ଟିରେ ରଖି ପାରମ୍ପରିକ ଚଇତି ପର୍ବର ଅନେକ ପ୍ରଥା ଓ ପରମ୍ପରା ପାଳନକୁ ବନ୍ଦ ରଖାଯାଇଛି । ପର୍ବ ସମୟରେ ସାଧାରଣତଃ ଆଦିବାସୀମାନେ ଶିକାରର…

କରୋନା ଭୟରେ ଭାଙ୍ଗିଲା ପରମ୍ପରା : ଗଡିବ ନାହିଁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର: ଇତିହାସରେ ପ୍ରଥମ ଥର ପାଇଁ ଅଶୋକାଷ୍ଟମୀରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥ ଗଡିବ ନାହିଁ । କରୋନା ଭୟବହତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଯୋଗ୍ୟ ଯେ, ଏହି ନିଷ୍ପତ୍ତି ଫଳରେ ଭୁବନେଶ୍ୱରର ଏକ ପ୍ରମୁଖ ଯାତ୍ରା ବନ୍ଦ ହୋଇଛି । ଏ ନେଇ ମନ୍ଦିର…