Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କାହାକୁ କୋଭିଡ-୧୯ ପରୀକ୍ଷାର ଆବଶ୍ୟକତା ରହିଛି ? ଜାଣନ୍ତୁ

ନୂଆଦିଲ୍ଲୀ: ସମସ୍ତ ଲୋକଙ୍କୁ କୋଭିଡ-୧୯ ପରୀକ୍ଷା କରାଇବାର ଆବଶ୍ୟକତା ନାହିଁ । ମୁଖ୍ୟତଃ ସେହି ବ୍ୟକ୍ତିଙ୍କୁ ଦରକାର, ଯେଉଁମାନେ କୋଭିଡ-୧୯ ପ୍ରଭାବିତ ଦେଶରୁ ଯାତ୍ରା କରିଛନ୍ତି କିମ୍ବା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଛନ୍ତି । କେଉଁ ବ୍ୟକ୍ତିଙ୍କୁ କୋଭିଡ-୧୯ ପରୀକ୍ଷା…

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି; ୧,୬୩୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବୁଧବାର ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୬୩୭ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚିତ କରାଯାଇଛି ।…

ନିଜାମୁଦ୍ଦିନ ଫେରନ୍ତାଙ୍କୁ ଖୋଜା ଚାଲିଛି: ରାଜ୍ୟ ସରକାର

ଭୁବନେଶ୍ୱର: ମହାମାରୀ କରୋନାର ବ୍ୟାପକ ସଂକ୍ରମଣ ଭିତରେ ଚିନ୍ତା ବଢାଇଦେଇଛି ନିଜାମୁଦ୍ଦିନ ଘଟଣା । ରାଜ୍ୟର ୧୫ ଜଣ ସେଠାରୁ ଫେରିଥିବା ସୂୂଚନା ମିଳିବା ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ…

ବିଶୋଧନ ହେଉଛି ଭୁବନେଶ୍ୱର

ଭୁବନେଶ୍ୱର: ଦ୍ୱିତୀୟ ଦିନ ପାଇଁ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ବିଶୋଧନ ପ୍ରକ୍ରିୟା । ଆଜି ସକାଳୁ ଅଗ୍ନିଶମ ବିଭାଗର ଗୋଟିଏ ଟିମ୍ କଳ୍ପନା ଛକ ନିକଟ ରବି ଟକିଜ ଅଂଚଳରେ ସାନିଟାଇଜେସନ କାମ ଆରମ୍ଭ କରିଛି । ପୁରା ଅଂଚଳକୁ ଜୀବାଣୁ ମୁକ୍ତ କରିବାକୁ ସୋଡିୟମ ହାଇପୋକ୍ଲୋରାଇଡ ମିଶ୍ରିତ ପାଣି…

‘ଷ୍ଟାର ୱାର’ ଅଭିନେତା ଆଣ୍ଡ୍ରିଉ ଜ୍ୟାକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ

ଲଣ୍ଡନ: ‘ଷ୍ଟାର ୱାର’ ଫିଲ୍ମର ଅଭିନେତା ଆଣ୍ଡ୍ରିଉ ଜ୍ୟାକଙ୍କ କରୋନା ସଂକ୍ରମଣ ଯୋଗୁଁ ମଙ୍ଗଳବାର ଦିନ ମୃତ୍ୟୁ ହୋଇଛି । ସେ ୟୁକେର ସରେ ହସ୍ପିଟାଲରେ ପ୍ରାଣତ୍ୟାଗ କରିଛନ୍ତି । ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ତାଙ୍କ ପତ୍ନୀ ଗାବ୍ରିଏଲ ରୋଜର୍ସ ଅଷ୍ଟ୍ରେଲିୟାରେ କ୍ୱାରେଣ୍ଟାଇନରେ ଅଛନ୍ତି…

କୋଭିଡ-୧୯ ଲକଡାଉନ: ମେ’କୁ ଘୁଞ୍ଚିଲା ଜେଇଇ(ମୁଖ୍ୟ) ୨୦୨୦ ପରୀକ୍ଷା

ଭୁବନେଶ୍ୱର: ଦେଶବ୍ୟାପୀ କୋଭିଡ-୧୯ ଲକଡାଉନ ଯୋଗୁଁ ଜେଇଇ(ମୁଖ୍ୟ)୨୦୨୦ ପରୀକ୍ଷା ମେ’ ମାସ ଶେଷ ସପ୍ତାହରେ ହେବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ମଙ୍ଗଳବାର ଦିନ ନୋଟିସ ଜାରି କରିଛି । ଆଗାମୀ ସମୟରେ ସ୍ଥିତିର ଆକଳନ କରିବା ପରେ ପରୀକ୍ଷାର ସଠିକ ତାରିଖ ଘୋଷଣା କରାଯିବ । “ଆମେ…

କରୋନା: ନିଜାମୁଦ୍ଦିନ ଧାର୍ମିକ ସଭାରେ ସାମିଲ ଆଉ ଜଣେ ଓଡିଆ କେନ୍ଦ୍ରାପଡାରୁ ଚିହ୍ନଟ

କେନ୍ଦ୍ରାପଡା: ଦିଲ୍ଲୀର ନିଜାମୁଦ୍ଦିନ ମର୍କଜରେ ସାମିଲ ହୋଇଥିବା ଜଣେ ଓଡିଆଙ୍କୁ କେନ୍ଦ୍ରାପଡା ଜିଲ୍ଲା ଅଧିକାରୀ ଚିହ୍ନଟ କରିଛନ୍ତି । କେନ୍ଦ୍ରାପଡାର ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି କି, ଉକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଆଇସୋଲେସନରେ ରଖାଯାଇଛି ଏବଂ ତାଙ୍କ ପରିବାରକୁ…

ଲକ୍‌-ଡାଉନ୍‌: ଶତାଧିକ ପ୍ରବାସୀ ଶ୍ରମିକଙ୍କୁ ଅଟକ ରଖିଲା ମୟୁରଭଂଜ ପୋଲିସ !

ବାରିପଦା: ପ୍ରବାସୀ ଶ୍ରମିକଙ୍କୁ ଅଟକ ରଖିଲା ମୟୁରଭଂଜ ପୋଲିସ । ପଚରାଉଚରା କରିବା ପରେ ସେମାନଙ୍କୁ ଅସ୍ଥାୟୀ ଶିବିରରେ ଥଇଥାନ କରାଯାଇଛି । ସାରା ଦେଶରେ ଲକ୍‌-ଡାଉନ୍ ଘୋଷଣା । ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଘରକୁ ଯିବା ଲାଗି ଶହଶହ କିମି ଚାଲିବାକୁ ବି…

ତବଲିଗ୍ ଜମାତ ଭାରତ ସମେତ ଏସିଆରେ କାଳ ସାଜିଛି

ନୂଆଦିଲ୍ଲୀ: ତବଲିଗ୍ ଜମାତ ଯୋଗୁ ସମଗ୍ର ଏସିଆ ଉପରେ କରୋନାର ଆତଙ୍କ ଦେଖାଦେଇଛି। ଏହା ପୂର୍ବରୁ ଏହି ସମାବେଶ ଯେଉଁ ଯେଉଁ ସ୍ଥାନରେ ହୋଇଛି ତାହା ପରେ ପରେ ସେଠାରେ କିଲର କରୋନା ମାତିଛି । ୧୨ ମାର୍ଚ୍ଚରେ ପାକିସ୍ତାନର ଲାହାରରେ ତବଲିଗ୍ ଜମାତ ହୋଇଥିଲା। ଏଥିରେ ପୃଥିବୀର ୮୦ ଦେଶରୁ ଅଢ଼େଇ…

କରୋନା: ଆୟୁଷ ମନ୍ତ୍ରାଳୟର ପରାମର୍ଶ; ଚ୍ୟବନପ୍ରାଶ ସମେତ ଖାଆନ୍ତୁ ଏସବୁ ଜିନିଷ

ନୂଆଦିଲ୍ଲୀ: କରୋନାଭାଇରସକୁ ନଜରରେ ରଖି ଆୟୁଷ ମନ୍ତ୍ରାଳୟ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ସୁସ୍ଥ ରହିବା ପାଇଁ କିଛି ଗାଇଡଲାଇନ ଜାରି କରିଛି । ଯେହେତୁ ଏପର୍ଯ୍ୟନ୍ତ କୌଣସି ଔଷଧ ଆସିନି, ସେଥିପାଇଁ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଏମିତି କିଛି ପଦକ୍ଷେପ ନେବା ଉଚିତ୍ ବୋଲି…