Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

‘ପାକ୍ ଅଧିକୃତ କାଶ୍ମୀର’ରେ ପଜିଟିଭ୍ କରୋନା ସଂକ୍ରମିତଙ୍କୁ ଠୁଳ କରୁଛି ପାକିସ୍ତାନ !

ଜୁରିଚ (ସ୍ୱିଜରଲ୍ୟାଣ୍ଡ): ମରଣାନ୍ତକ କରୋନା ଭୂତାଣୁକୁ ନେଇ ପାକିସ୍ତାନର କଳା କାରନାମା ଏବେ ଧରାପଡ଼ିଛି । ପାକ୍ ଅଧିକୃତ କାଶ୍ମୀରର ମୀରପୁରରେ ପଜିଟିଭ୍ କରୋନା ସଂକ୍ରମଣଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ଆଣି ସେଠାରେ ସଂକ୍ରମିତ କରାଉଥିବାର ଅଭିଯୋଗ କରିଛନ୍ତି ଜଣେ କାଶ୍ମୀର ରାଜନୈତିକ କର୍ମୀ ।…

କରୋନା ଆତଙ୍କ: ୩ ହଜାର କଏଦୀଙ୍କୁ ଖଲାସ କରିବ ତିହାର ଜେଲ୍ !

ନୂଆଦିଲ୍ଲୀ: କରୋନା ମହାମାରୀ ଭୟରେ ୩ ହଜାର କଏଦୀଙ୍କୁ ଜେଲରୁ ଖଲାସ୍ କରିବ ଦିଲ୍ଲୀର ତିହାର ଜେଲ୍ । ଆଗାମୀ ୩ ରୁ ୪ ଦିନ ଭିତରେ କଏଦୀଙ୍କୁ ଖଲାସ କରିବାକୁ ଯୋଜନା କରିଛନ୍ତି ଜେଲ ଅଧିକାରୀ । ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ଅସ୍ଥାୟୀ ରୂପେ ଜେଲରୁ ସର୍ବମୋଟ୍ ୩ ହଜାର…

କରୋନା ସତର୍କତା: ହିତାଧିକାରୀଙ୍କ ଘରେ ପହଞ୍ଚିବ ଭତ୍ତା ଓ ପିଡିଏସ୍‌

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଚାଲିଛି ଜୋର୍‌ସୋର୍‌ରେ ପ୍ରସ୍ତୁତି । ଭୂତାଣୁକୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା ଚଳାଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ଘରେ ଘରେ ପେନ୍‌ସନ୍ ଓ ପିଡିଏସ୍ ସାମଗ୍ରୀ ପହଂଚାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ସର୍କୁଲାର…

କରୋନା ମୁକାବିଲା: ସାରା ରାଜ୍ୟରେ ବନ୍ଦ ରହିବ ଆହାର କେନ୍ଦ୍ର ଓ ପାର୍କ

ଭୁବନେଶ୍ୱର: ସାରା ରାଜ୍ୟରେ ବନ୍ଦ ରହିବ ଆହାର କେନ୍ଦ୍ର । କରୋନା ମୁକାବିଲା ନେଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଥିବା ସମସ୍ତ ଆହାର କେନ୍ଦ୍ର ଗୁଡିକ ଆସନ୍ତା ୨୯ ମାର୍ଚ୍ଚ ରାତି ୯ଟା ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ତେବେ କେବଳ ହସ୍ପିଟାଲ ପରିସରରେ ଥିବା…

କୋଭିଡ୍ -୧୯ ବିରୋଧରେ ଲଢିବ IBM ସୁପର କମ୍ପ୍ୟୁଟର !

ଆମେରିକା: ଆଇବିଏମ୍ ଯୋଗାଇବ ଅତି ଶକ୍ତିଶାଳୀ ସୁପର୍ କମ୍ପ୍ୟୁଟର୍ । କୋଭିଡ୍‌-୧୯ମହାମାରୀର ଅନୁସନ୍ଧାନ ଓ ଚିକିତ୍ସାରେ ସାହାଯ୍ୟ କରିବ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ କନସର୍ଟିୟମ୍ । IBM, along with the White House Office of Science and Technology Policy and the U.S.…

ଘରୁ ଗାଡି କାଢ଼ିଲେ ହେବ ସିଜ୍‌: ମନ୍ତ୍ରୀ

ଭୁବନେଶ୍ୱର: ଘରୁ ଗାଡି କାଢ଼ିଲେ ହେବ ସିଜ୍ । ଏଭଳି କଡା ଚେତାବନୀ ଦେଇଛନ୍ତି ରାଜ୍ୟ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୁରା ଓଡ଼ିଶାକୁ ଲକ ଡାଉନ୍ ଘୋଷଣା କରିଛନ୍ତି । କେହି ଘରୁ ବାହାରକୁ ନ ବାହାରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ…

ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା : ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନଥିଲେ ମଧ୍ୟ କୌଣସି ଶୁଳ୍କ ପଡିବ ନାହିଁ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଏଣିକି ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନଥିଲେ ମଧ୍ୟ କୌଣସି ଶୁଳ୍କ ପଡିବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଘୋଷଣା କରିଛନ୍ତି । ଏଥି ସହିତ ଜିଏସ୍‌ଟି, ଆୟକର ରିଟର୍ଣ୍ଣ ଓ ଆଧାର-ପ୍ୟାନ୍ ସଂଯୋଗ ସମୟସୀମା ଜୁନ୍ ୩୦…

କରୋନା ଆତଙ୍କ: ଇରାନରୁ ଫେରିବେ ୪୦୦ ଭାରତୀୟ !

ନୂଆଦିଲ୍ଲୀ: ଦୁଇଟି ବ୍ୟାଚରେ ଭାରତ ଫେରିବେ ୪୦୦ ଭାରତୀୟ ନାଗରିକ । ଆଜି ଓ ମାର୍ଚ୍ଚ ୨୮ରେ ଇରାନ୍‌ରେ ଅଟକି ରହିଥିବା ୪୦୦ ଭାରତୀୟଙ୍କୁ ଉଦ୍ଧାର କରିବ ଭାରତ । ଇରାନରେ ଫସିରହିଥିବା ୪୦୦ ଭାରତୀୟ ଉହାନ୍ ଏୟାରଲାଇନ୍ସରେ ନିଜ ଦେଶକୁ ଫେରିବେ । କରୋନାଭାଇରସ୍ ମହାମାରୀ ଆରମ୍ଭ ହେବାଠୁ ଏହି…

ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ: ଆବଶ୍ୟକ ପଡିଲେ କର୍ଫ୍ୟୁ ଲଗାଅ

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ କଠୋର ହେଲେ କେନ୍ଦ୍ର ସରକାର । ସବୁ ରାଜ୍ୟକୁ ଆବଶ୍ୟକ ପଡିଲେ କଫ୍ୟୁ ଜାରି କରିବା ପାଇଁ ଦେଲେ ନିର୍ଦ୍ଦେଶ । ନିୟମ କଡାକଡି ହେଲେ ମଧ୍ୟ ଲୋକେ ମାନୁନାହାନ୍ତି । ଏଣେତେଣ ବୁଲୁଛନ୍ତି । କଟକଣାକୁ ଖାତିର କରୁନାହାନ୍ତି । ଏଥିପାଇଁ ଲୋକଙ୍କୁ ଘର ଭିତରେ ରଖିବା…

ଓଡିଶାରେ ଲକଡାଉନ; ଖୋଲା ରହିବ ଏହିସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ

ଭୁବନେଶ୍ୱର: କରୋନାଭାଇରସ ବିସ୍ତାରକୁ ରୋକିବା ଲାଗି ସାରା ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ଓଡ଼ିଶା ସରକାର ଗାଡି ବ୍ୟବହାର ନକରିବା ଲାଗି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଏଥିସହିତ ପରିବାରର ଜଣେ ସଦସ୍ୟ ଆବଶ୍ୟକସ୍ଥଳେ ସଉଦା ପାଇଁ ଦୋକାନ ଯାଆନ୍ତୁ। ଆସନ୍ତା ମାର୍ଚ୍ଚ ୨୯…