Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଭାରତର ଟାର୍ଗେଟ: ୨୧ ଦିନରେ କରୋନା ଚେନ୍ ଭାଙ୍ଗିବା, ବଢ଼ିପାରେ ଲକ୍‌ଡାଉନ ସମୟସୀମା

ନୂଆଦିଲ୍ଲୀ: ଭାରତ ସରକାର କରୋନା ଭାଇରସ ନେଇ ବେଶ୍ ସତର୍କ ରହିଛି । ବିଶେଷଜ୍ଞଙ୍କ ମତରେ ସବୁ କିଛି ଯଦି ଠିକଠାକ୍ ଚାଲେ ତାହାହେଲେ ୨୧ ଦିନରେ ଭାରତ ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନା ଚେନ୍ ଭାଙ୍ଗିବାରେ ସଫଳ ହେବ । ଏହାକୁ ବିଚାରରେ ରଖି ଭାରତ ସରକାର ଆବଶ୍ୟକ ପଡିଲେ ଲକ୍‌ଡାଉନ ସମୟସୀମାକୁ ୧୨…

ଭାରତ ପାଖରେ କରୋନାଭାଇରସକୁ ମୁଳୋତ୍ପାଟନ କରିବାର କ୍ଷମତା ରହିଛି : ଡବ୍ଲ୍ୟୁଏଚଓ

ଜେନେଭା: ଭାରତ ପାଖରେ ଘାତକ କରୋନାଭାଇରସକୁ ମୁଳୋତ୍ପାଟନ କରିବାରେ ବିଶେଷ କ୍ଷମତା ରହିଛି । ଭାରତ ଅତୀତରେ ପୋଲିଓ ଓ ବସନ୍ତ ଭଳି ରୋଗକୁ ଦେଶରୁ ସମୂଳେ ନାଶ କରିଦେଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ଜେ ର‌୍ୟାନ କହିଛନ୍ତି । ମାଇକେଲ ଜେ…

କରୋନାଭାଇରସର ଏହି ମାମୁଲି ଲକ୍ଷଣକୁ କରନ୍ତୁନି ଅଣଦେଖା; ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ଯଦି ଆପଣ କୌଣସି ସୁଗନ୍ଧିତ ଦ୍ରବ୍ୟ, ଫୁଲର ଗନ୍ଧ କିମ୍ବା ଦୁର୍ଗନ୍ଧକୁ ଶୁଙ୍ଘି ପାରୁ ନାହାଁନ୍ତି । ତେବେ ଏହି ସମୟରେ ଏହା ବହୁତ ବିପଦଜନକ ସାବ୍ୟସ୍ତ ହୋଇପାରେ । ଏହାକୁ ହାଲୁକାରେ ନେବାର ଭୁଲ କରନ୍ତୁନି । ଏହା ହିଁ ହେଉଛି କରୋନା ଭାଇରସର ପ୍ରଥମ ଲକ୍ଷଣ । ଇଂଲଣ୍ଡର…

ଭାଇରସକୁ ନେଇ ନିର୍ମିତ ହୋଇଛି ଅନେକ ହଲିଉଡ ଓ ବଲିଉଡ୍ ଚଳଚ୍ଚିତ୍ର, ଆସନ୍ତୁ ପକାଇବା ନଜର

କୋରୋନା ଭାଇରସ୍ ଏବେ ସାରା ବିଶ୍ୱରେ ଚିନ୍ତାର ବିଷୟ ହୋଇଛି । ଚାରିଆଡେ ଲକ୍‌ଡାଉନ ଘୋଷଣା ହୋଇଥିବାରୁ ଲୋକେ ଘରମାନଙ୍କରେ ଏକପ୍ରକାର ବନ୍ଦୀ । ତେବେ ଏହି ଭାଇରସ୍ ନୂଆ ନୁହେଁ ବିଗତ ବର୍ଷମାନଙ୍କରେ ବିଭିନ୍ନ ପ୍ରକାର ଭାଇରସ୍‌କୁ ନେଇ ହଲିଉଡ୍ ଓ ବଲିଉଡରେ ଅନେକ ସିନେମା ନିର୍ମାଣ ହୋଇଛି ।…

ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ନବୀନଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣ ଯୋଗୁଁ ସାରା ବିଶ୍ୱରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ମଧ୍ୟରେ ରାଜ୍ୟରେ ତୁରନ୍ତ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । କରୋନା ସଙ୍କଟ…

କରୋନା ମୁକାବିଲା: ଦିଲ୍ଲୀରେ ଲାଗିଲା କର୍ଫ୍ୟୁ

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ଲାଗିଳା କର୍ଫ୍ୟୁ । କରୋନା ମୁକାବିଲା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପୂର୍ବରୁ ଦିଲ୍ଲୀକୁ ଲକ୍ ଡାଉନ ଘୋଷଣା କରାଯାଇଥିବା ବେଳେ ଆଜି କର୍ଫ୍ୟୁ ଲଗାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି…

ପାକିସ୍ତାନରେ ଦ୍ରୁତଗତିରେ ବୃଦ୍ଧିପାଉଛି କରୋନା ସଂକ୍ରମଣ; ୮୮୨ରେ ପହଞ୍ଚିଲା ପଜିଟିଭ୍ ସଂକ୍ରମିତଙ୍କ ସଂଖ୍ୟା !

ଇସଲାମାବାଦ: ପାକିସ୍ତାନରେ ଦିନକୁ ଦିନ ପଜିଟିଭ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢି ଚାଲିଥିବା ବେଳେ ସିନ୍ଧର ଦକ୍ଷିଣ ପ୍ରୋଭିନ୍ସରେ ଏହି ମହାମାରୀର ପ୍ରକୋପ ଅଧିକ ବୋଲି ଜଣାପଡ଼ିଛି । ପାକିସ୍ତାନରେ ପଜିିଟିଭ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮୮୨ରେ ପହଞ୍ଚିଛି ଏବଂ ମୃତ୍ୟୁ…

ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡିତ କି ? ଜାଣନ୍ତୁ ଆପଣଙ୍କ ଶରୀରରେ କରୋନାର ପ୍ରଭାବ

ନୂଆଦିଲ୍ଲୀ: ଗତ କିଛି ମାସରେ କରୋନାଭାଇରସ ସାରା ଦୁନିଆରେ ଆତଙ୍କ ସୃଷ୍ଟି କରିଛି । କିନ୍ତୁ ସବୁଠାରୁ ଅଧିକ ଚିନ୍ତାଜନକ କାରଣ ହେଉଛି ବରିଷ୍ଠ ନାଗରିକମାନେ କରୋନାର ଅଧିକ ଶିକାର ହେଉଛନ୍ତି । ଆମେରିକୀୟ ବୈଜ୍ଞାନିକମାନେ ଚୀନ ଓ ଅନ୍ୟ ଦେଶରେ କରୋନାଭାଇରସ ଦ୍ୱାରା ମୃତ୍ୟୁ ହୋଇଥିବା ବୟସ୍କ…

ଲକ୍ ଡାଉନ୍ ବେଳେ ମୁକ୍ତ ଭାବେ ଚଳପ୍ରଚଳ କରିପାରିବେ ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ରାଜ୍ୟକୁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ସମସ୍ତେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହି ନିୟମ ସ୍ୱାସ୍ଥକର୍ମୀଙ୍କ ଉପରେ ଲାଗୁ କରାଯିବ ନାହିଁ । ସେମାନେ ସ୍ୱଚ୍ଛନ୍ଦରେ ଚଳପ୍ରଚଳ କରିପାରିବେ । ଏନେଇ ସବୁ ଜିଲ୍ଲାର ପୋଲିସ…

କୋଭିଡ-୧୯ ସ୍କ୍ରିନିଂକୁ ଯାତ୍ରୀଙ୍କ ମନା; ବିମାନ ବନ୍ଦରରୁ ଗିରଫ

କୋଚି: କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ପୋଲିସ ଗିରଫ କରିଛି । କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ କୋଭିଡ-୧୯ ସ୍କ୍ରିନିଂ କରାଇବାକୁ ମନା କରିବାରୁ ନେଦୁମ୍ବାରେସରୀ ପୋଲିସ ତାଙ୍କୁ ଗିରଫ କରିଛି । ଉକ୍ତ…