Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ପାକିସ୍ତାନରେ କରୋନା ଟେଷ୍ଟିଂରେ ତ୍ରୁଟି ଯୋଗୁଁ ଦ୍ୱିଗୁଣିତ ହେଲା ରୋଗୀଙ୍କ ସଂଖ୍ୟା

କରାଚୀ: ପାକିସ୍ତାନରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣା ବଢ଼ି ୧୯୪ରେ ପହଞ୍ଚିଛି । ବଲୁଚିସ୍ତାନ ପ୍ରାନ୍ତ ଅତିକ୍ରମ କରି ଇଟାଲୀରୁ ଫେରିଥିବା ଯାତ୍ରୀଙ୍କ କରୋନାଭାଇରସ ପରୀକ୍ଷାରେ ତ୍ରୁଟି ଯୋଗୁଁ ରୋଗୀଙ୍କ ସଂଖ୍ୟା ବଢ଼ିଥିବା ନେଇ ଜଣେ ଅଧିକାରୀ କହିଛନ୍ତି । ପ୍ରାନ୍ତୀୟ ସିନ୍ଧ ସରକାରର…

କୋଭିଡ-୧୯ ସତର୍କତା: ଜାରି ହେଲା ସାମାଜିକ ଦୂରତା ଗାଇଡଲାଇନ

ଭୁବନେଶ୍ୱର: କରୋନା ଭୂତାଣୁ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ଗାଇଡଲାଇନ ଜାରି ହୋଇଛି । ତେବେ ସାମାଜିକ ଦୂରତା ଆଳରେ ଜିଲ୍ଲାରେ ୧୪୪ ଧାରା ଲାଗୁ କରିପାରିବେନି ଜିଲ୍ଲାପାଳ ଏବଂ ପୁଲିସ । ବରଂ ସୋସିଆଲ କ୍ୟାମେଂନ ଜରିଆରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ…

କରୋନାଭାଇରସ: କ୍ୱାରେଣ୍ଟାଇନରେ ରହିଲେ କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । ଥିରୁବନନ୍ତପୁରମରେ ଡାକ୍ତରଙ୍କ ସହ ଏକ ବୈଠକ ପରେ ସେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । ପରେ ସେହି ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । କିନ୍ତୁ ରାଜ୍ୟ…

ବିଦେଶରୁ ଫେରି କୋଭିଡ-୧୯ ପୋର୍ଟାଲରେ ରେଜିଷ୍ଟ୍ରେସନ କଲେ ଭିନିଲ କ୍ରିଷ୍ଣା

ଭୁବନେଶ୍ୱର: ବିଦେଶରୁ ଫେରିଛନ୍ତି ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ୍ ଭିନିଲ କ୍ରିଷ୍ଣା । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନ ଅନୁସାରେ ସେ କୋଭିଡ-୧୯ ୱେବସାଇଟରେ ରେଜିଷ୍ଟ୍ରେସନ କରିଛନ୍ତି । ତାଙ୍କଠାରେ କୋରନା ଭୂତାଣୁର କୌସଣି ଲକ୍ଷଣ ନ ଥିଲେ ମଧ୍ୟ ସେ ପଂଜୀକରଣ…

କରୋନା ସତର୍କତା: ବିଦେଶ ଯାତ୍ରା ପରେ କୋଭିଡ-୧୯ ପୋର୍ଟାଲରେ ନାମ ପଞ୍ଜିକୃତ କଲେ ପୁରୀ ଗଜପତି ମହାରାଜା

ଭୁବନେଶ୍ୱର: ସାରାଦେଶରେ କରୋନାଭାଇରସର ଭୟ ଜାରି ରହିଥିବା ବେଳେ ପୁରୀ ଦିବ୍ୟାସିଂହ ଦେବ ଗଜପତି ମହାରାଜା ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ମାର୍ଚ୍ଚ ୧୫ ରେ ଆମେରିକାରୁ ଫେରିବା ପରେ ସେ ନିଜେ ଆଇସୋଲେସନ ପାଇଁ ଓଡିଶା ସରକାରଙ୍କ କୋଭିଡ-୧୯ ପୋର୍ଟାଲ…

କରୋନା ପାଇଁ ବିଧାନସଭା ପ୍ରବେଶ ଉପରେ କଟକଣା

ଭୁବନେଶ୍ୱର: କରୋନା ପାଇଁ ବିଧାନସଭା ପ୍ରବେଶ ଉପରେ ଲାଗିଲା କଟକଣା । ମନ୍ତ୍ରୀ, ବିଧାୟକ ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କେହି ବିଧାନସଭା ଭିତରକୁ ଯିବାକୁ ହେଲେ ବାଚସ୍ପତିଙ୍କ ଠାରୁ ଅନୁମତି ନେବାକୁ ପଡିବ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେହିପରି ବିଧାନସଭାର…

କରୋନା ଭୟ: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ରାଜ୍ୟରେ କରୋନାଭଇରସର ସଂକ୍ରମଣକୁ ଏଡାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ସେଥିପାଇଁ ମାର୍ଚ୍ଚ ୩୧ ଯାଏଁ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ପରିବେଶ ଓ ବନ ବିଭାଗ କରୋନାଭାଇରସ(କୋଭିଡ-୧୯)ର ପ୍ରସାରକୁ ଯାଂଚ…

ଖୋଲା ରହିବ ଗ୍ରୋସରୀ ଦୋକାନ: ପୋଲିସ କମିଶନର

ଭୁବନେଶ୍ୱର: କରୋନା ପାଇଁ ଚାରିଆଡେ କଟକଣା ଜାରି ହୋଇଥିବା ବେଳେ ଗ୍ରୋସରୀ ଦୋକନା ଖୋଲିବା ନେଇ କୌଣସି କଟକଣା ରହିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ତେବେ ଦୋକନଗୁଡିକରେ ଅଜଥା ଭିଡ ନ ଜମାଇବାକୁ କୁହାଯାଇଛି । କେବଳ ଗ୍ରୋସରୀ ନୁହେଁ କ୍ଷୀର, ଫଳ,…

ଛୁଟି ହେଲେ ବି ହଷ୍ଟେଲରେ ରହିବେ ଆଦିବାସୀ ଛାତ୍ରଛାତ୍ରୀ: ମନ୍ତ୍ରୀ

ଭୁବନେଶ୍ୱର: ଛୁଟି ହେଲେ ବି ହଷ୍ଟେଲରେ ରହିବେ ଆଦିବାସୀ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ । ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ କରୋନା ପାଇଁ ସଚେତନତା କରାଯିବ । ହାତ ଧୁଆଠାରୁ ଆରମ୍ଭ କରି ସ୍ୱଚ୍ଛତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଗାଁକୁ…

ଭାରତରେ ୬୩କୁ ବୃଦ୍ଧି ହେଲା କରୋନା ପରୀକ୍ଷା କେନ୍ଦ୍ର, ଜାଣନ୍ତୁ ପୁରା ଲିଷ୍ଟ

ନୂଆଦିଲ୍ଲୀ: ଭାରତରେ ଏବେ ସୁଦ୍ଧା କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଲାଣି । ଦେଶରେ ଆଜି ସୁଦ୍ଧା ୩ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହା ମଧ୍ୟରେ ଭାରତରେ କରୋନାଭାଇରସର ପରୀକ୍ଷା କେନ୍ଦ୍ରକୁ ମଧ୍ୟ ବୃଦ୍ଧି କରାଯାଇଛି । ଦେଶରେ ଏବେ ୬୩ଟି ପରୀକ୍ଷା କେନ୍ଦ୍ରରେ କରୋନା…