Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ଆତଙ୍କ: ୬ ଦିନରେ ବାତିଲ୍ ହେଲା ଏକ ଲକ୍ଷ ଟ୍ରେନ୍ ଟିକେଟ୍ !

ଭୁବନେଶ୍ୱର: ସଂକ୍ରାମକ କରୋନା ଭୂତାଣୁରୁ ନିଜକୁ ସୁରକ୍ଷିତ ରଖିବା ଲାଗି ଜନସାଧାରଣ ଦୂରଯାଗାକୁ ଯାତ୍ରା କରି ଅସୁସ୍ଥତା ଆଣିବାକୁ ପସନ୍ଦ କରୁନାହାନ୍ତି । ମିଳିଥିବା ସୂଚନାନୁଯାୟୀ, ଗତ ୬ ଦିନ ମଧ୍ୟରେ ଏକ ଲକ୍ଷ ଟ୍ରେନ୍ ଟିକେଟ୍ ବାତିଲ୍ ହୋଇଥିବା ଇଷ୍ଟକୋଷ୍ଟ ରେଲୱେ ଲକ୍ଷ୍ୟ କରିଛି ।…

କରୋନା ମୁକାବିଲା: ବିଶାଲ ଦେବ ଓ କ୍ରିଷନ କୁମାରଙ୍କୁ ସ୍ପେଶାଲ ଟାସ୍କ ଦାୟିତ୍ୱ

ଭୁବନେଶ୍ୱର: ଓଡିଶାର ଖେଳ ଓ ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବଙ୍କୁ ମୁଖ୍ୟ ସଚିବ ପାଇଁ ବିଶେଷ କର୍ତ୍ତବ୍ୟ ଅଧିକାରୀ (ଓଏସଡି) ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରଶାସନିକ ଓ ଜନତା ଅଭିଯୋଗ ବିଭାଗ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ବିଶାଲ ଦେବଙ୍କୁ କୋଭିଡ-୧୯ ସଙ୍କଟର ମୁକାବିଲା…

କୋଭିଡ-୧୯କୁ ଭଲ କରିବ ଏଚଆଇଭି ଓ ମ୍ୟାଲେରିଆ ପାଇଁ ବ୍ୟବହୃତ ହେଉଥିବା ଔଷଧ: ଅଷ୍ଟ୍ରେଲିଆ ବିଶେଷଜ୍ଞ

ମେଲବୋର୍ନ : କରୋନା ଭାଇରସ ସମ୍ପର୍କୀତ ଖବର ଉପରେ ଏବେ ସମସ୍ତେ ନଜର ରଖିଛନ୍ତି । ଅଷ୍ଟ୍ରେଲିଆ ବିଶେଷଜ୍ଞଙ୍କ ମତରେ ଏ ନେଇ ନୂତନ ତଥ୍ୟ ପ୍ରଦାନ କରିଛନ୍ତି । ଅଷ୍ଟ୍ରେଲିଆର ବିଶେଷଜ୍ଞମାନେ କହିଛନ୍ତି ଆମ ପାଖରେ ଥିବା ୨ଟି ଔଷଧ ଦ୍ୱାରା କୋଭିଡ-୧୯କୁ ଆରୋଗ୍ୟ କରାଯାଇ ପାରିବ। ଏଥିମଧ୍ୟରୁ ଗୋଟିଏ…

କରୋନା ଭ୍ୟାକସିନ୍ ବାହାର କରିବା ପାଇଁ ୫୦ ମେଡିକାଲ ଇନିଷ୍ଟିଚ୍ୟୁଟ ଦିନରାତି ଲାଗିଛନ୍ତି

ନୂଆଦିଲ୍ଲୀ: କରୋନା ଭାଇରାସକୁ ରୋକିବା ପାଇଁ ସମସ୍ତ ଚେଷ୍ଟା କରାଯାଉଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଅଣାଯାଇ ପାରି ନାହିଁ । ବିଶ୍ୱର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ମେଡିକାଲ ଇନଷ୍ଟିଚ୍ୟୁଟ ଏହାର ଭ୍ୟାକସିନ ବାହାର କରିବା ପାଇଁ ଦିନରାତି ଏକ କରି ଦେଇଛନ୍ତି । ଚୀନ, ଆମେରିକା ଏବଂ…

କରୋନା ସତର୍କତା: ପୁରୀ ଚନ୍ଦ୍ରଭାଗା ବେଳାଭୂମିରେ ଜାରି ହେଲା ୧୪୪ ଧାରା

କୋଣାର୍କ: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନଗହଳି ରୋକିବା ଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ଭାବେ କୋଣାର୍କ ବେଳାଭୂମିରେ ୧୪୪ ଧାରା ଜାରି କରାଯାଇଛି । କୋଣାର୍କର ଭାରପ୍ରାପ୍ତ ଅଧିକାରୀ ଏବଂ ଗୋପ ତହସିଲଦାରଙ୍କ ନେତୃତ୍ୱରେ ଏକ ଟିମ୍ କୋଣାର୍କ ବେଳାଭୂମିରେ…

ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୧୩୭କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସର ଆତଙ୍କ ବଢ଼ି ବଢ଼ି ଚାଲିଛି । ଆଜି ସୁଦ୍ଧା ଭାରତରେ କରୋନା ଜନିତ ୩ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ୧୩୭ ଜଣ କରୋନା ରୋଗୀଙ୍କ ମଧ୍ୟରୁ…

କରୋନା ଭୟ: ଇରାନ ଜେଲରୁ ୮୫ହଜାର କଏଦୀ ମୁକ୍ତ

ତେହେରାନ: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଇରାନ ପାଖାପାଖି ୮୫ହଜାର କଏଦୀଙ୍କୁ ଅସ୍ଥାୟୀ ରୂପେ ମୁକ୍ତ କରିଛି । ନ୍ୟାୟପାଳିକା ମୁଖପାତ୍ର ଘୋଲମହୋସିନ ଇସ୍ମାଇଲି କହିଛନ୍ତି, “ମୁକ୍ତ କରାଯାଇଥିବା କଏଦୀଙ୍କ ମଧ୍ୟରୁ ଅଧା ଦେଶର ସୁରକ୍ଷା ସମ୍ପର୍କରେ ଜଡିତ ଥିଲେ । କରୋନାଭଇରସ ସଂକ୍ରମଣକୁ…

କୋଭିଡ-୧୯ ସତର୍କତା: ମୋବାଇଲ ସଫା ରଖିବାକୁ ପରାମର୍ଶ ଦେଲେ ବାଗଚୀ

ଭୁବନେଶ୍ୱର: ଦିନକୁ ଜଣେ ବ୍ୟକ୍ତି ମୋବାଇଲକୁ ପ୍ରାୟ ୨୬୦୦ ଥର ଛୁଇଁଥାଏ । ୭୬ ଥର ବ୍ୟବହାର କରିଥାଏ । ଏପରିସ୍ଥଳେ ମୋବାଇଲରୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । ତେଣୁ ବ୍ୟବହାର କରୁଥିବା ମୋବାଇଲ ଫୋନ୍‌କୁ ଦିନରେ ୪ ରୁ ୫ ଥର ସାବୁନା ପାଣିରେ ଧୋଇବାକୁ ପରାମର୍ଶ ଦେଇଛନ୍ତି କରୋନା ମୁକାବିଲା…

ହରିୟାଣାରେ ପ୍ରଥମ କରୋନା ରୋଗୀ ଚିହ୍ନଟ

ଚଣ୍ଡିଗଡ: ହରିୟାଣା ଗୁରୁଗ୍ରାମ ସ୍ଥିତ ଏକ କମ୍ପାନୀରେ କାମ କରୁଥିବା ୨୯ ବର୍ଷର ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ମଙ୍ଗଳବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ସୂରଜ ଭାନ କାମ୍ବୋଜ ସୂଚନା ଦେଇଛନ୍ତି । ଏହା ସହିତ ସେ ମହିଳା ଜଣକ ହରିୟାଣାର ପ୍ରଥମ କରୋନା ରୋଗୀ ଭାବେ…

୨୪ ଘଂଟାରେ ୧୨୩୯ଜଣ ବିଦେଶ ଫେରନ୍ତାଙ୍କ ରେଜିଷ୍ଟ୍ରେସନ ହୋଇଛି: ବାଗ୍‌ଚୀ

ଭୁବନେଶ୍ୱର: ଭାରତରେ ସୋମବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟର ୧୧୫ ଥିବା ବେଳେ ମଙ୍ଗଳବାର ୧୨୬କୁ ଛୁଇଁଛି । ସେହିଭଳି ଭାରତରେ ମୃତ୍ୟୁ ସଂଖ୍ୟା ୩ରେ ପହଂଚିଛି । ଏନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି । ଜଣେ କରୋନା ରୋଗୀ ଆଉ ୩ ଜଣଙ୍କୁ ସଂକ୍ରମିତ କରିପାରେ ।…