Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ପାଇଁ ଟେଷ୍ଟ ବନ୍ଦ: ମନ୍ତ୍ରୀ

ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ପାଇଁ ଟେଷ୍ଟ ବନ୍ଦ । କରୋନା ମୁକାବିଲା ପାଇଁ ପରିବହନ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏହି ଟେଷ୍ଟକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ସେହିପରି ପ୍ରତ୍ୟେକ ଆର୍‌ଟିଓ କେନ୍ଦ୍ରରେ ୫୦ରୁ ଅଧିକ ଲୋକେ ରହିପାରିବେ ନାହିଁ । ଏନେଇ…

କରୋନା ଆତଙ୍କ: ଓଡ଼ିଶାରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ନଥିବା କହିଲେ ମନ୍ତ୍ରୀ

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ଯୋଗୁଁ ଏବେ ଓଡ଼ିଶାର ଜନସାଧାରଣ ଆତଙ୍କିତ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଲାଗିଛନ୍ତି । ଏନେଇ ରାଜ୍ୟ ସରକାର ମଙ୍ଗଳବାର ଦିନ କହିଛନ୍ତି ଯେ, ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ଷ୍ଟକ୍ ରହିଛି । ଗଣମାଧ୍ୟମକୁ ସୂଚନାଦେଇ ରାଜ୍ୟ ଖାଦ୍ୟ ଓ…

ହିତାଧିକାରୀଙ୍କୁ ମିଳିବ ୪ ମାସର ଆଗୁଆ ଭତ୍ତା: ମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟରେ ଜୋରସୋର୍‌ରେ ଚାଲିଛି ପ୍ରସ୍ତୁତି । ଏନେଇ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । କରୋନା ପାଇଁ ହିତାଧିକାରୀଙ୍କୁ ଆଗୁଆ ଭତ୍ତା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ୪୮ ଲକ୍ଷ ହିତାଧିକାରୀଙ୍କୁ ଆଗୁଆ ୪ ମାସର ଭତ୍ତା ମିଳିବ । ଏକାଥରକେ ଏପ୍ରିଲ,…

ଓଡିଶାରେ କରୋନା ସତର୍କତା; ଆଉ ୩ ଜିଲ୍ଲାରେ ୧୪୪ ଧାରା ଲାଗୁ

ଭୁବନେଶ୍ୱର: ରାଜ୍ୟରେ ଜଣେ ବ୍ୟକ୍ତି କରୋନାଭାଇରସରେ ସଂକ୍ରମିତ ହେବାପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଲୋକଙ୍କ ଭିଡ଼କୁ ରୋକିବା ଲାଗି କନ୍ଧମାଳ, ଭଦ୍ରକ ଏବଂ ଗଜପତି ଜିଲ୍ଲାରେ ଧାରା ୧୪୪ ଲାଗୁ କରାଯାଇଛି । ଏହି…

କରୋନାଭାଇରସ୍ ଆଲର୍ଟ: ସନ୍ଧ୍ୟା ୫ ଟା ପରେ ବନ୍ଦ ରହିବ ଭୁବନେଶ୍ୱରରେ ପ୍ରମୁଖ ବଜାର

ଭୁବନେଶ୍ୱର: କରୋନାଭାଇରସ୍ ଯୋଗୁଁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ମଙ୍ଗଳବାର ଦିନ ଏଠାକାର ଅଧିବାସୀମାନଙ୍କୁ ଦିନ ସମୟରେ କିଣାକିଣି ଶେଷ କରିବାକୁ ଅନୁରୋଧ କରିଛନ୍ତି କାରଣ ବୁଧବାର ଠାରୁ ଅପରାହ୍ନ ୫ ଟା ପରେ ଓଡିଶା ରାଜଧାନୀର ସମସ୍ତ ପ୍ରମୁଖ ବଜାରକୁ ସଟର ବନ୍ଦ…

କରୋନା ସତର୍କତା: କଟକଣା ସମୟରେ ଇ-ଲର୍ନିଙ୍ଗ ଯୋଗାଇ ଦେବାକୁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତରେ ବଢୁଥିବା କରୋନାଭାଇରସ୍ (କୋଭିଡ-୧୯) ମାମଲାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ (ବିଦ୍ୟାଳୟ, କଲେଜ ଏବଂ ବିଶ୍ୱବିଦ୍ୟାଳୟ) ବନ୍ଦ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ଏହଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ପାଠପଢାରେ ଉପୁଜିବାକୁ…

କୋଭିଡ-୧୯ ସତର୍କତା: କେବଳ ଜରୁରୀ ମାମଲାର ଶୁଣାଣି କରିବେ ହାଇକୋର୍ଟ

କଟକ: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାକୁ ନେଇ ଅଧିକ ସତର୍କ ହୋଇ ଯାଇଛନ୍ତି ରାଜ୍ୟ ସରକାର । ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ମଧ୍ୟ ମଙ୍ଗଳବାର ଠାରୁ କେବଳ ଜରୁରୀ ମାମଲାରେ ଶୁଣାଣି କରିବେ…

କରୋନାଭାଇରସ ଆତଙ୍କ; ଏବେ ଏହି ବିଦେଶୀ ଯାତ୍ରୀଙ୍କ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନାଭାଇରସ ମହାମାରୀ ରୂପ ନେଉଥିବା ବେଳେ ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ଦେଶ ଉପରେ ଯାତ୍ରା କଟକଣା ଲାଗୁ କରାଯାଇଛି । ଆଫଗାନିସ୍ତାନ, ଫିଲିପାଇନ୍ସ ଓ ମାଲେସିଆ ଭଳି ରାଷ୍ଟ୍ରକୁ ଯାତାୟାତ ଉପରେ ଭାରତ ସରକାରଙ୍କ ପକ୍ଷରୁ କଟକଣା ଜାରି…

‘ଝିଅ ନୁହେଁ ତୁ କରୋନା ଭାଇରସ’ ଗୀତ ଗାଇ ପୁଣି ସମାଲୋଚନା ହେଲେ ହ୍ୟୁମାନ ସାଗର

ଭୁବନେଶ୍ୱର: ଏକ କଲେଜ ଯାଉଥିବା ଝିଅକୁ ମାରାତ୍ମକ କରୋନାଭାଇରସ୍ ଏବଂ ତାଙ୍କ ପ୍ରେମକୁ ଏହାର ବିଭିନ୍ନ ଲକ୍ଷଣ ସହିତ ତୁଳନା କରୁଥିବା ଏକ ଗୀତ ‘ଝିଅ ନୁହେଁ ତୁ କରୋନା ଭାଇରସ୍’କୁ ଗାଇ ଓଲିଉଡର ନାମିଦାମୀ ଗାୟକ ହ୍ୟୁମାନ ସାଗର ହେଉଛନ୍ତି ସମାଲୋଚନାର ଶିକାର । ଏହି ମ୍ୟୁଜିକ୍ ଭିଡିଓକୁ ୩୦…

ଓଡିଶାରେ କରୋନା ସତର୍କତା; ଆହାର କେନ୍ଦ୍ର ଲାଗି ଗାଇଡଲାଇନ ଜାରି

ଭୁବନେଶ୍ୱର: ରାଜ୍ୟରେ ଜଣେ ବ୍ୟକ୍ତି କରୋନାଭାଇରସରେ ସଂକ୍ରମିତ ହେବାପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡିଶାର ସମସ୍ତ ଆହର କେନ୍ଦ୍ରଗୁଡିକକ ଲାଗି ମଧ୍ୟ ଗାଇଡଲାଇନ ଜାରି…