Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୧୦୪୧ କରୋନା ପଜିଟିଭ୍

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ପାଇଁ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ଏଠାରୁ ସଂଖ୍ୟାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି କ୍ରମରେ ଆଜି ଭୁବନେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୧୦୪୧ ପଜିଟିଭ । କ୍ବାରେଣ୍ଟାଇନରୁ ୧୫୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୮୯୦ ।…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୬୨୭ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଥମିବାର ନାଁ ନେଉନି ମହାମାରୀ କରୋନା । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୧୧ ହଜାର ୬୨୭ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

କୋଭାକ୍ସିନ୍ ଟିକାର ଦୁଇଟି ଡୋଜ୍ ନେଇଥିଲେ ବି କାହିଁକି ବିଦେଶ ଯାଇପାରିବେ ନାହିଁ ଭାରତୀୟ ?

ନୂଆଦିଲ୍ଲୀ: ଭାରତରେ ଏବେ କରୋନା ସଂକ୍ରମଣ ବ୍ୟାପୁଛି । ଅନେକ ଦେଶ ଭାରତରୁ ବିମାନ ସେବା ଉପରେ କଟକଣା ଲଗାଇଛନ୍ତି । କିଛି ଦେଶରେ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକା ସାର୍ଟିଫିକେଟ ଥିଲେ ଏଣ୍ଟ୍ରି ଅନୁମତି ମିଳୁଛି । କିନ୍ତୁ କୋଭାକ୍ସିନର ଦୁଇଟି ଡୋଜ୍ ନେଇଥିବା ଭାରତୀୟଙ୍କୁ ଏବେ…

କୁକୁର ଠାରୁ ମଣିଷକୁ ବ୍ୟାପୁଛି କରୋନା, ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପୁଛି କି ନାହିଁ ସେନେଇ ସ୍ପଷ୍ଟ କରାଯାଇପାରିବ ନାହିଁ। କିନ୍ତୁ କୁକୁର ଠାରେ କରୋନା ସଂକ୍ରମଣ ଚିହ୍ନଟ ହେଉଛି। ନିକଟରେ ହୋଇଥିବା ଏକ ଷ୍ଟଡିରୁ ଜଣାପଡିଛି ଯେ ନିମୋନିଆରେ ପୀଡିତ କେତେକ ରୋଗୀଙ୍କଠାରେ ଏହି କରୋନା ଭୁତାଣୁ…

ଦୈନିକ ୭୦ ହଜାର କୋଭିଡ୍ ଟେଷ୍ଟ ଦିଗରେ ବଢୁଛି ଓଡ଼ିଶା, ବଢୁଛି ପଜିଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଟେଷ୍ଟିଂ । ଦୈନିକ ୭୦ ହଜାର ଲକ୍ଷ୍ୟରେ ବଢୁଛି ଓଡ଼ିଶା । ଗତ କିଛି ଦିନ ହେବ ୬୦ହଜାରରୁ ଅଧିକ ଟେଷ୍ଟ ହେଉଥିଲା । ଗତ ୨୪ ଘଣ୍ଟାରେ ୬୭ହଜାର ୧୫୬ ନମୁନା ପରୀକ୍ଷା କରାଯାଇଛି । ଚିହ୍ନଟ ହୋଇଛନ୍ତି ୧୨ହଜାର ୮୫୨ ନୂଆ ଆକ୍ରାନ୍ତ । ଗତକାଲି ୬୦ହଜାର ୭୫୯…

ଦେଶରେ ଅଢ଼େଇ ଲକ୍ଷ ତଳେ ଦୈନିକ ସଂକ୍ରମଣ, କାଲି ୩ଲକ୍ଷ ଛୁଇଁବ କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: କରୋନାକୁ କାବୁ ପାଉଛି ଭାରତ । ଦେଶରେ ଏବେ ଦୈନିକ ୨୦ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହେଉଛି । ୩ ଲକ୍ଷ ଭିତରେ ଚିହ୍ନଟ ହେଉଛନ୍ତି ସଂକ୍ରମିତ । ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ତଳକୁ ଖସିଛି । ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୪୦ହଜାର ୮୪୨…

ଦିନକରେ ଓଡ଼ିଶାରୁ କରୋନା ନେଲା ରେକର୍ଡ ୨୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ଦୈନିକ ମୃତ୍ୟସଂଖ୍ୟା ବି ରେକର୍ଡ ସ୍ତର ଛୁଇଁଛି । ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ପାର କରିଥିବା ବେଳେ ମୃତ୍ୟୁସଂଖ୍ୟା ବି ବର୍ତ୍ତମାନ ସୁଦ୍ଧା ଦିନକରେ ଅଧିକ । କରୋନା ଓଡ଼ିଶାରୁ ନେଇଛି ଦିନକରେ ସର୍ବାଧିକ ୨୮ ଜୀବନ । ୧୧ ଜିଲ୍ଲାରୁ…

ସଂକ୍ରମଣରେ ରେକର୍ଡ ଭାଙ୍ଗିଲା କରୋନା, ୨୪ ଘଣ୍ଟାରେ ୧୨ ହଜାର ୮୨୫ ଜଣ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ଥିବାବେଳେ ମାମଲା ବଢ଼ିଛି । ୨୪ ଘଣ୍ଟାରେ ୧୨ ହଜାର ୮୨୫ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୭ ହଜାର ୧୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ହଜାର ୬୫୭ଟି ମାମଲା ସ୍ଥାନୀୟ ସଂକ୍ରମଣ । ସବୁଦିନ…

କେମିତି ପାଇବେ କୋଭିଡ ଟେଷ୍ଟ ରିପୋର୍ଟ, ଜାଣନ୍ତୁ…

ଭୁବନେଶ୍ୱର: ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି । କୋଭିଡ-୧୯ ପରୀକ୍ଷା ଯଥା ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷ ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି ୱେବସାଇଟରେ…

ମୁହଁରେ ଅକ୍ସିଜେନ୍ ମାସ୍କ, ହାଣ୍ଡିଶାଳରେ ମହିଳା

ଭୁବନେଶ୍ୱର: କରୋନା କବଳରେ ଭାରତ ଛଟ୍‌ପଟ୍ ହେଉଛି । ଏପରି ସ୍ଥିତିରେ ସୋସିଆଲ୍ ମିଡିଆ ସାଜିଛି ବେସରକାରୀ ସହାୟତା କେନ୍ଦ୍ର । ଅନେକ ଅଜଣା ଲୋକ ଏହି ପ୍ଲାଟଫର୍ମ ଜରିଆରେ ମାନବିକତାର ଶକ୍ତି ପ୍ରଦର୍ଶନ କରିଛନ୍ତି । ହେଲେ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଫଟୋକୁ ନେଇ…