Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୮  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଅଦ୍ଵିତୀୟ, ଦୁଃଖରହିତ, ସୁଖାନୁଭବସ୍ୱରୂପ, ଅନାଦି, ଅନନ୍ତ, ଅସୀମ, ନିରବଦ୍ୟ, ନିର୍ବିକାର, ସଚ୍ଚିଦାନନ୍ଦ, ପୂର୍ଣ୍ଣ, ନିତ୍ୟ ଓ ସର୍ବବ୍ୟାପକ, ବୋଲି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୭ ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ମଧ୍ୟ କହିଥାଉ, ଏହା ପ୍ରତିପାଦିତ କରେ କି ମହାପ୍ରଭୁ ଙ୍କ ପୁରୁଷ ତତ୍ତ୍ୱଟି ବିଶେଷ ଭାବରେ ଆଦୃତ। ଗୀତା କହେ "ଦ୍ଵାବିମୋୖ…

ଏକତାର ପର୍ବ ରଙ୍ଗ ମହୋତ୍ସବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଧରାପୃଷ୍ଠକୁ ଋତୁରାଜ ବସନ୍ତର ଆଗମନ । ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ବସନ୍ତ । ମୃଦୁ ମଳୟ , ଦୂର ଦିଗନ୍ତରେ ନାଲି ନେଳି କିଶଳୟ ହସ, ସୋରିଷ ଫୁଲର ଲହଡ଼ି, ସୁମନ ସୁରଭିତ ବାସ୍ନା ଦିଗ ଚହଟାଇ ପ୍ରକୃତିର ଜୟ ଗାନ କରୁଥିବା ବେଳେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୬  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ ପଞ୍ଚ ଦେବ ଉପାସନାର କ୍ରମ ଅନୁସାରେ ଆମେ ଭାସ୍କର (ସୂର୍ଯ୍ୟ ନାରାୟଣ )ଙ୍କ ପୂର୍ବରୁ ଅମ୍ବିକାଙ୍କ ନାମ ନେଉଛେ ଅମ୍ବିକାଙ୍କୁ ଆଦିଶକ୍ତି ମା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଦର୍ଶନ କରିବା ମାତ୍ରେ, ପ୍ରଥମେ ଭକ୍ତଟିର ଦୃଷ୍ଟି ନିବଦ୍ଧ ହୁଏ ଦୁଇଟି ସମ୍ପୂର୍ଣ ଗୋଲାକାର, ପଲକ ବିହୀନ ନେତ୍ର ଉପରେ। ସେହି ନେତ୍ର ଭକ୍ତର ଚେତନାକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଏ ବ୍ରହ୍ମlଣ୍ଡର ସର୍ବମୟ କର୍ତ୍ତା। କାରଣ ବୋଲି ବିବେଚନା କରି ଆମେ ଜାଣିଲେ ଯେ ସେହି ପରଂବ୍ରହ୍ମଙ୍କ ଇଛା ଶକ୍ତିରୁ ସୃଷ୍ଟି ପ୍ରକାଶିତ ହେଲା। ଏକ…

ନିଆରା ପରମ୍ପରା, ହୋଲିରେ ଗଧ ଉପରେ ବସନ୍ତି ନବବିବାହିତ ଜ୍ୱାଇଁ ପୁଅ

ଭୁବନେଶ୍ୱର: ଶୀତ ଋତୁର ଅନ୍ତ ଓ ଗ୍ରୀଷ୍ଣ ଋତୁର ପ୍ରାରମ୍ଭରେ ପଡିଥାଏ ହୋଲି ପର୍ବ । ଭାରତର କୋଟିକୋଟି ହିନ୍ଦୁଧର୍ମୀ ଏହି ଦିନ ପରସ୍ପର ଦେହରେ ରଙ୍ଗ ବୋଳି ନିଜ ପରମ୍ପରାକୁ ବଜାୟ ରଖିଆସିଛନ୍ତି । ତେବେ ରାଜ୍ୟକୁ ରାଜ୍ୟ ଓ ଜିଲ୍ଲାକୁ ଜିଲ୍ଲା ହୋଲି ପର୍ବ ପାଳନ କରିବା ନେଇ ଭିନ୍ନଭିନ୍ନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପା ମା ଯୋଗମାୟା ସୃଷ୍ଟିର ମୂଳ ଆଧାର ଶକ୍ତି ଏହା ବୃହଦ ବୃଚୋପନିଷଦ, ପ୍ରମାଣ ଦିଏ। ଏଥିରେ ବର୍ଣ୍ଣିତ ଦୁଇଟି ବାକ୍ୟ ଏହା ପ୍ରମାଣିତ କରିକି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଏଠାରେ (ରତ୍ନ ସିଂହାସନରେ )ସପ୍ତାବରଣ ଯୁକ୍ତ ଯଥା ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା ସୁଭଦ୍ରା ସୁଦର୍ଶନ, ଶ୍ରୀଦେବୀ, ଭୁଦେବୀ, ମାଧବ ବା ହ୍ରସ୍ୱ ନୀଳମାଧଵ.…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଚିତି ସ୍ୱରୂପା ମାତୃ ଶକ୍ତି (ପ୍ରକୃତି ରୂପିଣୀ )ମା ଯୋଗମାୟା ମଧ୍ୟ ସ୍ୱୟଂ ପରଂବ୍ରହ୍ମ ସ୍ୱରୂପିଣୀ ଏକଥା ଆମର ସମସ୍ତ ଶାସ୍ତ୍ରରେ ବର୍ଣ୍ଣିତ । ଆମର…