Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ମହାଦେବଙ୍କ ବାସସ୍ଥଳୀ କେଦାରନାଥ: ୬ ମାସ ବନ୍ଦ ରହିବା ସତ୍ତ୍ୱେ ବି ଜଳୁଥାଏ ମନ୍ଦିର ଦୀପ !

କେଦାରନାଥ: ଉତ୍ତରାଖଣ୍ଡର ପ୍ରସିଦ୍ଧ ଧର୍ମସ୍ଥଳ କେଦାରନାଥ। ସମୁଦ୍ର ପତ୍ତନ ଠାରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ରହିଛି ଏହି ମନ୍ଦିର। ଚାରିଧାମ ମଧ୍ୟରୁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଏ। ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ରୂପେ ହିମାଳୟ ଉପରେ…

ଆଜି ମହାପ୍ରଭୁଙ୍କ ଚମ୍ପକ ଦ୍ଵାଦଶୀ: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ମହାପ୍ରଭୁଙ୍କ ଚମ୍ପକ ଦ୍ୱାଦଶୀ ନୀତି ।ଏନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ସ୍ୱତନ୍ତ୍ର ବିଧି ଅନୁସାରେ ସମସ୍ତ ନୀତିକୁ ସମ୍ପାଦନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ମହାପ୍ରଭୁଙ୍କ ଚମ୍ପକ ଦ୍ୱାଦଶୀ ଅବସରରେ…

ଶ୍ରୀମନ୍ଦିରରେ ସମ୍ପନ୍ନ ହେଲା ରୁକ୍ମଣୀ ହରଣ ନୀତି

ପୁରୀ: ଜ୍ୟେଷ୍ଠ ମାସ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ  ରୁକ୍ମିଣୀ ହରଣ ଓ ଶ୍ରୀକୃଷ୍ଣଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା  ଶ୍ରୀ ମଦନମୋହନ ଭଗବାନ ଶ୍ରୀକୃଷ୍ଣଙ୍କ ରୂପରେ ସମସ୍ତ ନୀତି ସମ୍ପାଦନ କରିଥାନ୍ତି । ଶ୍ରୀମନ୍ଦିରରେ ସକାଳ…

ରଥଖଳାରେ ଜୋର୍‌ସୋର୍ ଚାଲିଛି ରଥ ନିର୍ମାଣ: ତିନି ରଥର ଉଠିଲା ନାହାକା

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ସମସ୍ତ ପ୍ରସ୍ତୁତି ପର୍ବ ପୁରୀରେ ଜୋର୍‌ସୋର୍ ଚାଲିଛି । ଘୋଷଯାତ୍ରା ପୂର୍ବରୁ ଜୁନ୍ ୫ ତାରିଖରେ ଶ୍ରୀଜୀଉମାନଙ୍କ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହେବ । ସ୍ନାନଯାତ୍ରା ପାଖେଇ ଆସୁଥିବା ବେଳେ ସେପଟେ ରଥଖଳାରେ ସମସ୍ତ କାରିଗର ସେବକମାନେ…

ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀରେ ପାରମ୍ପରିକ ନୀତି

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଜ୍ୟେଷ୍ଠ ଶୁକ୍ଳ ଦଶମୀରେ ରାଜରାଜେଶ୍ୱର ଭାବରେ ଶ୍ରୀକୃଷ୍ଣଙ୍କର ଅଭିଷେକ କରାଯାଏ । ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ ନୀତି ପାଳନ କରାଯାଇଥାଏ । ଏହି ଦିନ ସନ୍ଧ୍ୟାଧୂପ ନୀତି…

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ; ଶ୍ରୀମନ୍ଦିରରେ କିପରି ପାଳିତ ହୁଏ ଜାଣନ୍ତୁ…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ପଟ୍ଟାନ୍ତର ନାହିଁ । ସାଧାରଣ ମଣିଷଟିଏ ପରି ସେଇ ପରମାତ୍ମା ଜଗତର ନାଥ ଦାରୁବ୍ରହ୍ମ ରୂପୀ ଶ୍ରୀଜଗନ୍ନାଥ ନିଜର ଲୀଳା ବିତାନ କରିଥାଆନ୍ତି । ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ ମହାସମାରୋହରେ ପାଳିତ ହୋଇଥାଏ । ସ୍ନାନଯାତ୍ରାର ଅବ୍ୟବହିତ…

ସ୍ନାନଯାତ୍ରା ଓ ଘୋଷଯାତ୍ରା ପାଇଁ ସହଯୋଗ ଲୋଡିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ସ୍ନାନ ଯାତ୍ରା ସହିତ ମହାପ୍ରଭୁମାନଙ୍କର ଘୋଷଯାତ୍ରା କିଭଳି ସୁରୁଖୁରୁରେ ହେବ ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ଅଧିକାରୀମାନଙ୍କ ସହିତ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର କୁମାର କହିଛନ୍ତି ଯେ…

ଶ୍ରୀଜଗନ୍ନାଥ ମନ୍ଦିର ସ୍ନାନଯାତ୍ରା ଲାଗି ନିମନ୍ତ୍ରିତ ହେଲେ ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ଆସନ୍ତା ଜୁନ ୫ ତାରିଖରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉମାନଙ୍କ ପବିତ୍ର ସ୍ନାନଯାତ୍ରା ଉପଲକ୍ଷେ ‘ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ’ (ଏସଜେଟିଏ) ସୋମବାର ଦିନ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରିଛି ।…

ପବିତ୍ର ନିର୍ଜଳା ଏକାଦଶୀ; କିପରି କରିବେ ବ୍ରତ ଜାଣନ୍ତୁ…

ଶ୍ରୀଲ ସନାତନ ଗୋସ୍ୱାମୀ ଭକ୍ତି ଓ ଶରଣାଗତିର ୬ଟି ସ୍ତର ବିଷୟରେ କହିଛନ୍ତି; ଅନୁକୂଲସ୍ୟ ସଂକଳ୍ପ ପ୍ରତିକୂଲସ୍ୟ ବର୍ଜନ ରକ୍ଷସ୍ୟତି ଇତି । ବିଶ୍ୱାସୋ ଗୋ ତୃପ୍ତେ ବରଣଂ ତଥା ଆତ୍ମ ନିକ୍ଷେପ କାର୍ପଣ୍ୟ ଷଟ୍ ବିଧିଂ ଶରଣାଗତି । । ଶରଣାଗତିର ଏହି ୬ଟି ବିଧି କହିଛନ୍ତି ଗୋସ୍ୱାମୀ ।…

ଜୁଲାଇ ୨୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ଦେଶର ହଜାର ହଜାର ହିନ୍ଦୁ ତୀର୍ଥଯାତ୍ରୀଙ୍କ ଲାଗି ଖୁସି ଖବର  । ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଚଳିତବର୍ଷର ଅମରନାଥ ଯାତ୍ରା  । ମାତ୍ର ୧୪ ଦିନ ଲାଗି ଶ୍ରଦ୍ଧାଳୁଙ୍କୁ ଏହି ସୁବିଧା ପ୍ରଦାନ କରିବାକୁ ଯୋଜନା କରିଛନ୍ତି ଜାମ୍ମୁ-କାଶ୍ମୀର ସରକାର  । କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି…