Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଗୀତା ଜୟନ୍ତୀ: ସାରା ଜଗତକୁ ଭଗବାନ ଶ୍ରୀକୃଷ୍ଣଙ୍କ ଉପଦେଶର ଦିନ…

ମହାଭାରତର ଧର୍ମ ଓ ଅଧର୍ମ, ସତ୍ୟ ଓ ଅସତ୍ୟର ଯୁଦ୍ଧ ରେ କୌରବ ଓ ପାଣ୍ଡଵମାନଙ୍କ ର ସେନା ଯେତେବେଳେ ପରସ୍ପର ସମ୍ମୁଖୀନ ହେଲେ ସେତେବେଳେ ଅର୍ଜୁନଙ୍କର ସାରଥୀ ଶ୍ରୀକୃଷ୍ଣ ରଥକୁ ନେଇ ଦୁଇ ସେନା ଙ୍କ ମଧ୍ୟଭାଗରେ ଛିଡା କରିଦେଲେ । ଯେଉଁଠି ଅର୍ଜୁନ ସିଧାସଳଖ ଭୀଷ୍ମ ପିତାମହ , ଗୁରୁ ଦ୍ରୋଣଚର‌୍ୟ୍ୟ…

ବୌଦ୍ଧରେ ଆଜିଠୁଁ ଆରମ୍ଭ ଆଧ୍ୟାତ୍ମିକ ଧନୁଯାତ୍ରା

ବୌଦ୍ଧ: ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲୋକପ୍ରିୟତା ହାସଲ କରିଥିବା ବେଳେ, ବୌଦ୍ଧର ଆଧ୍ୟାତ୍ମିକ ଧନୁଯାତ୍ରା ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ବରଗଡ଼ ପରି ଏଠାରେ ମଧ୍ୟ ବହୁ ଆଡ଼ମ୍ବରରେ ପାଳନ ହୁଏ ଧନୁଯାତ୍ରା। ଐତିହାସକ ବୌଦ୍ଧ ସହରରେ ପ୍ରସିଦ୍ଧ ଆଧ୍ୟାତ୍ମିକ ଧନୁଯାତ୍ରା ଓ କଂସବଧ…

ବ୍ୟଞ୍ଜନ ଦ୍ୱାଦଶୀ : ଗୌର ବିହାରରେ ମହାପ୍ରଭୁଙ୍କୁ ଲାଗିହେଲା ୬ ଶହରୁ ଅଧିକ ପ୍ରକାର ବ୍ୟଞ୍ଜନ

ପୁରୀ: ଗୋଟିଏ କି ଦୁଇ ପ୍ରକାର ନୁହେଁ ଭଳିକି ଭଳି ୬ ଶହରୁ ଉଦ୍ଧ୍ୱର୍ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବଳିଆପଣ୍ଡା ସ୍ଥିତ ଗୌର ବିହାର ବା ମାତାମଠରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିଲା । ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀ…

ଜାଣନ୍ତୁ, ଶ୍ରୀମନ୍ଦିରସ୍ଥ ସର୍ବପୁରାତନ କଳ୍ପବଟର ଅପୂର୍ବ ମହିମା…

ପୁରୀ: କଳ୍ପବଟ ସମସ୍ତ ଜଗନ୍ନାଥପ୍ରେମୀଙ୍କ ପାଇଁ ବିଶ୍ୱାସର ପ୍ରତୀକ । ପ୍ରଳୟ ଶେଷ ସବୁ ସମୟରେ ଏହା ବିଦ୍ୟମାନ । ଭଗବାନ ବିଷ୍ଣୁ ସ୍ୱୟଂ ଶିଶୁ ରୂପରେ ବଟ ପତ୍ରରେ ଶୟନ କରି ଭାସୁଥିବା ଓ ଜଗନ୍ନାଥଙ୍କ ଦାରୁ ବିଗ୍ରହ ପୂର୍ବରୁ ନୀଳମାଧମ ରୂପେ ବିଶ୍ୱାବସୁ ଶବର ପୂଜା କରୁ ଥିବାର କିମ୍ବଦନ୍ତୀ…

ଉତ୍ତରାଖଣ୍ଡର ରହସ୍ୟମୟ ଗୋଲୁ ମନ୍ଦିର; ଯେଉଁଠି ଠାକୁରଙ୍କୁ ଦିଆଯାଏ ଦରଖାସ୍ତ !

ଭାରତର ପୁରାତନ ସଂସ୍କୃତି ତଥା ପ୍ରାଚୀନ ପରମ୍ପରାକୁ ଗୁରୁତ୍ୱବହନ କରି ଅନେକ କଥାବସ୍ତୁ ତଥା କିମ୍ବଦନ୍ତୀ ରହିଛି । ବିଭିନ୍ନତା ମଧ୍ୟରେ ଏକତା ବହନ କରୁଥିବା ଏହି ପ୍ରାଚୀନ ପରମ୍ପରାର ଦେଶ ଭାରତରେ ଅନେକ ପ୍ରମୁଖ ଓ ରହସ୍ୟମୟ ତୀର୍ଥସ୍ଥଳୀ ରହିଛି । ସେହିପରି ଏକ ରହସ୍ୟମୟ ସ୍ଥାନ ମଧ୍ୟରେ…

ପୁରୀର ଭଣ୍ଡ ଗଣେଶଙ୍କୁ ନେଇ କଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ

ପୁରୀ: ପୁରୀ ଶ୍ରୀମନ୍ଦିରର ପ୍ରତ୍ୟେକ କଥା ନିଆରା । ଏଠାରେ ଭଗବାନଙ୍କ ନକାରାତ୍ମକ ଚିତ୍ର ମଧ୍ୟ ଉପସ୍ଥାପିତ ହୋଇଥାଏ । ଏହାର ଉଦାହରଣ ହେଲା ଶ୍ରୀ କାଂଚି ଗଣେଶ ବା ଭଣ୍ଡ ଗଣେଶ । ନାମରୁ ମଧ୍ୟ ଆପଣମାନେ କିଛି ଅନୁମାନ କରି ନେଉଥିବେ । ୧୪୭୪ ଖ୍ରୀଷ୍ଟାବ୍ଦରେ କାଂଚି ରାଜା ଶାଲ୍ୱ ନରସିଂହ…

ମୋକ୍ଷଦା ଏକାଦଶୀର ମହତ୍ତ୍ୱ…

ମାର୍ଗଶୀର ମାସ ଶୁକ୍ଲପକ୍ଷ ଏକାଦଶୀ ତିଥିକୁ ମୋକ୍ଷଦା ଏକାଦଶୀ ବୋଲି କୁହାଯାଏ । ଏହାର ଅନ୍ୟ ନାମ ବି ରହିଛି । ମାନସ ରୋଗ ନିବାରଣ ଏକାଦଶୀ, ମୋକ୍ଷଦାୟିନୀ ଏକାଦଶୀ, ମୋହନାସକ, ଶୁଦ୍ଧ ଏକାଦଶୀ, ଆଦି ନାମରେ ସମସ୍ତେ ଜାଣିଛନ୍ତି । ମୋକ୍ଷଦା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା…

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ଉଚ୍ଚାରଣ କରନ୍ତୁ ଏହି ମନ୍ତ୍ର, ମିଳିବ ନିଶ୍ଚିତ ସଫଳତା…

ହିନ୍ଦୁ ଧର୍ମ ଅନୁସାରେ ପଞ୍ଚ ଦେବତା ମଧ୍ୟରେ ସୂର‌୍ୟ୍ୟଦେବଙ୍କୁ ପ୍ରଥମ ସ୍ଥାନ ଦିଆଯାଇଛି । କାରଣ ସୂର‌୍ୟ୍ୟ ଦେବତା ସମଗ୍ର ପୃଥିବୀରେ ସାକ୍ଷାତ ଦେବତା ରୂପରେ ଦର୍ଶନ ଦେଇଥାନ୍ତି । ଅର୍ଥାତ ଜୀବନଯାପନ କରିବା ପାଈଁ ସୂର‌୍ୟ୍ୟଦେବତା ଆବଶ୍ୟକ ଅଟନ୍ତି । ସେ ହେଉଛନ୍ତି ସକଳ ଶକ୍ତିର ଆଧାର । ଯଦି…

ପୁରାଣରେ ମା’ ଦକ୍ଷିଣକାଳୀ ଏବଂ ଶ୍ରୀଜଗନ୍ନାଥଙ୍କୁ ‘ଏକ’ ବୋଲି କୁହାଯାଇଛି, ଜାଣନ୍ତୁ କାହିଁକି

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ମା’ଦକ୍ଷିଣ କାଳୀ ମନ୍ଦିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ । ସିଂହଦ୍ୱାରଠାରୁ ଶ୍ୱେତଗଙ୍ଗା ଆଡକୁ ଯିବା ବାଟରେ ଏହା ବାମ ଦିଗରେ ପଡିଥାଏ । ଏହି ମନ୍ଦିରର ସମ୍ମୁଖ ଦ୍ୱାର ପୂର୍ବ ଦିଗକୁ ପ୍ରସାରିତ । ଠାକୁରାଣୀଙ୍କ ପାଖରେ ପହଂଚିବାକୁ ହେଲେ ୧୬ଟି ପାହଚ…

ବଜରଙ୍ଗ ବାଣ-ଚାଳିଶା ସହ ଏହିପରି କରନ୍ତୁ ପୂଜା: ନିଶ୍ଚିତ ପାଇବେ ଶ୍ରୀହନୁମାନଙ୍କ ଆଶୀର୍ବାଦ…

ପାରିବାରିକ ଶାନ୍ତି ପାଇଁ ଘରେ ଶ୍ରୀହନୁମାନଙ୍କ ପାଖରେ ରାଶି ତେଲ ର ଦୀପ ଲଗାନ୍ତୁ । ଝୁଣା, ଗୋଗୁଳ, ଧୂପ ଘରେ ଲଗାନ୍ତୁ । ହନୁମାନ ଚାଲିଶା ପାଠ ମଧ୍ୟ କରିବେ । ପ୍ରତି ଶନିବାର ଦିନ ଲୁଣ ପାଣିରେ ଘରକୁ ପୋଛନ୍ତୁ । ରୋଗ ଯଦି ବାରମ୍ବାର ଲାଗି ରହୁଛି ତେବେ ଶନିବାର ଦିନ ଗୋଟିଏ ନଡ଼ିଆକୁ ଧରି…