Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ପ୍ରତିଦିନ କାହିଁକି କରାଯାଏ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ର ଅନୁଯାୟୀ ପୂଜା ପାଉଥିବା ଦେବଦେବୀଙ୍କ ମଧ୍ୟରୁ ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଏ । କାରଣ ସୂର୍ଯ୍ୟ ଏମିତି ଜଣେ ଦେବତା ଯାହାଙ୍କୁ ପ୍ରତ୍ୟେକ ଦିନ ପ୍ରତ୍ୟେକ ଲୋକ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରୁଛନ୍ତି । ଆହୁରି ମଧ୍ୟ କୁହାଯାଏ ସମସ୍ତ…

ପାର୍ବଣରେ ବୁଲିଯାଆନ୍ତୁ ଝଙ୍କଡ ବାସିନୀ ମାଆ ସାରଳାଙ୍କ ପୀଠ

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ପାର୍ବଣର ମାହୋଲ । ଜଗତଜନନୀ ମାଆ ଦୁର୍ଗାଙ୍କ ଦଶହରା ପୂଜା ପରେ ଆଗକୁ ଆସୁଛି ମା କାଳୀଙ୍କ ପୂଜା । ପାର୍ବଣର ଏହି ମାହୋଲରେ ବୁଲି ଯାଆନ୍ତୁ ଜଗତସିଂହପୁର ଝଙ୍କଡ଼ ସ୍ଥିତ ମା' ସାରଲଙ୍କ ପୀଠ । ହିନ୍ଦୁମାନଙ୍କ ବହୁ ପ୍ରସିଦ୍ଧ ମନ୍ଦିର ମାନଙ୍କ ମଧ୍ୟରୁ…

ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଲାଗି ହବିଷ୍ୟାଳୀଙ୍କ ଭିଡ଼

ପୁରୀ/ଭୁବନେଶ୍ୱର: ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ କାର୍ତ୍ତିକ ମାସକୁ ସବୁଠୁ ପବିତ୍ର ମାସ ଭାବେ ବିବେଚନା କରାଯାଇଥାଏ । ସେହି ପରିପ୍ରେକ୍ଷୀରେ ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ ଏବଂ ହବିଷ୍ୟାଳୀମାନେ ଆରମ୍ଭ କରିଛନ୍ତି ବ୍ରତ । ପୁରୀ ଶ୍ରୀମନ୍ଦିରର ଆଖପାଖ ଅଞ୍ଚଳରେ ଶ୍ରୀଜୀଉଙ୍କ…

ପାଲାଜଗତର ଅପ୍ରତିଦ୍ୱନ୍ଦ୍ୱୀ ଗାୟକ: ନିରଞ୍ଜନ ବାହିନୀପତି

ଭୁବନେଶ୍ୱର: ଯୋଗ୍ୟ ପିତାଙ୍କର ସୁଯୋଗ୍ୟ ସନ୍ତାନ ଗାୟକ ବିଦ୍ୟାସାଗର ନିରଞ୍ଜନ ବାହିନୀପତି । ବାପା ଗାୟକ ବିଶାରଦ ମାର୍କଣ୍ଡେୟ ବାହିନୀପତି ଯେଭଳି ଜ୍ଞାନର ସାଗର ଥିଲେ ସେହିପରି ନିରଞ୍ଜନ ବାହିନୀପତି ମଧ୍ୟ ପାଲା ଜଗତରେ ଜଣେ ଉଜ୍ଜ୍ୱଳ ପ୍ରତିଭା । ୧୯୬୩ ମସିହା ଜୁଲାଇ ୬ ତାରିଖ ଆଷାଢ…

କୁଆଁରୀଙ୍କ ପର୍ବ କୁମାର ପୂର୍ଣ୍ଣିମା; ଜାଣନ୍ତୁ ଏହାସହ ଜଡିତ ଇତିହାସ ଓ ପରମ୍ପରା

"କୁଆଁର ପୁନେଇ ଜହ୍ନଲୋ ଫୁଲ ବଉଳ ବେଣୀ । କୁଆଁରୀ ଝିଅଙ୍କ ଅପୂର୍ବ ଆନନ୍ଦ ପୁଚି ଖେଳିବାକୁ ମନଗୋ ଫୁଲ ବଉଳବେଣୀ"।। କୁଆଁରୀ ଝିଅଙ୍କ ପର୍ବ କୁଆଁରପୁନେଇ । ଏହିଦିନ କୁଆଁରୀ ମାନେ ସଜବାଜ ହୋଇ ହାତରେ ପୂଜାଥାଳି ଧରି ଚାନ୍ଦ ବନ୍ଦେଇବାକୁ ଅଗଣାରେ ଏକାଠି ହୋଇଥାନ୍ତି । ଲୋକକଥା ଅନୁଯାୟୀ ଏହି…

ଦୀପାବଳିରେ ଘରକୁ ଆଣନ୍ତୁ ଏହିସବୁ ଜିନିଷ, ସ୍ପର୍ଶ କରିବ ନାହିଁ ଆର୍ଥିକ ସମସ୍ୟା !

ଭୁବନେଶ୍ୱର: ଏହି ସଂସାର ଓ ସମାଜରେ ଦାରିଦ୍ରତା ସବୁଠାରୁ ବଡ ଅଭିଶାପ ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ କୁହାଯାଇଛି “ବୁଭୁକ୍ଷିତଃ :କିଂ ନକେରତିପାପମ” ଅର୍ଥାତ କ୍ଷୁଦାର୍ଥ ବ୍ୟକ୍ତି ଯେକୌଣସି ପାପ କରିପାରେ । ତେବେ ଏହି ଅଭିଶାପ ଅର୍ଥାତ ଦାରିଦ୍ୟରୁ ମୁକ୍ତି ପାଇବା ଲାଗି ମଧ୍ୟ…

ଶେଷ ପର୍ଯ୍ୟାୟରେ ଶାରଦୀୟ ପୂଜା, ସିନ୍ଦୁର ଖେଳରେ ବିଦାୟ ନେଲେ ମା’

ଭୁବନେଶ୍ୱର: ଶେଷ ପର୍ଯ୍ୟାୟରେ ମାଆଙ୍କ ଶାରଦୀୟ ଦୁର୍ଗାପୂଜା । ଆସନ୍ତାକାଲି ମେଲାଣି ନେବେ ମାଆ ଦଶଭୁଜା । ପୁଣି ଆଉ ଏକ ବର୍ଷର ଅପେକ୍ଷା । ଓଡ଼ିଆ ପରମ୍ପରା ଅନୁଯାୟୀ ଆସନ୍ତାକାଲି ଦେବୀଙ୍କୁ ମେଲାଣି ଦିଆଯିବ। କିନ୍ତୁ ବଙ୍ଗୀୟ ପରମ୍ପରା ଅନୁସାରେ ଦେବୀଙ୍କୁ ଆଜି ବିଦାୟ ଦିଆଯାଇଥାଏ। ତେବେ…

ଭାରତର ଏହି ସ୍ଥାନ ହେଉଛି ରାବଣର ଶ୍ୱଶୁର ଘର !

ଭୁବନେଶ୍ୱର: ଅଧର୍ମ ଉପରେ ଧର୍ମର ବିଜୟ ହୋଇଥିବା କାରଣରୁ ଆଜି ପାଳନ ହେଉଛି ବିଜୟାଦଶମୀ । ମାଆ ଦୁର୍ଗାଙ୍କ ଠାରୁ ଆର୍ଶୀବାଦ ଲାଭ କରି ଶ୍ରୀରାମଚନ୍ଦ୍ର ଆଜିର ଦିନରେ ଲଙ୍କାପତି ରାବଣକୁ ବଦ୍ଧ କରିଥିଲେ । ଯୁଗେଯୁଗେ ଧର୍ମ ଅଜୟ ବୋଲି ଦର୍ଶାଇବାକୁ ପ୍ରତିବର୍ଷ ଆଜିର ଦିନରେ ପାଳନ ହୁଏ ରାବଣ ପୋଡି…

ଆଜିବି ବଞ୍ଚିଛି ପରମ୍ପରା; ଦଶହରାରେ ହେଉଛି ନିଆରା ବଳଦ ପ୍ରତିଯୋଗିତା

ଯାଜପୁର: ଶାରଦୀୟ ଦୁର୍ଗାପୂଜାକୁ ସାରାଦେଶ ମହାଆଡ଼ମ୍ବରରେ ପାଳନ କରୁଥୁବା ବେଳେ ଆଜିବି କିଛି ଗାଁରେ ବଞ୍ଚି ରହିଛି ଏହାର ପାରମ୍ପରିକ ରୀତିନୀତି । ଦୁର୍ଗାପୂଜାରେ ଯାଜପୁର ସହରର ଗଳିକନ୍ଦି ଭଳିକି ଭଳି ଆଲୋକମାଳାରେ ସଜେଇ ହୋଇ ଝଲସୁଛି । ଛକଛକରେ ମାଆଙ୍କ ମେଢ଼ ସାଙ୍ଗକୁ ସୁଉଚ୍ଚ ତୋରଣ…

ଆଜି ‘ଦଶହରା’, ଜାଣନ୍ତୁ ମାଆଙ୍କ ବିଷୟରେ କିଛି ଅଜଣା କଥା

ଭୁବନେଶ୍ୱର: ଜଗତଜନନୀ ମାଦୁର୍ଗାଙ୍କ ଶାରଦୀୟ ପୂଜାର ଆଜି ହେଉଛି ଶେଷଦିନ । ଆଜିର ଦିନକୁ ଦଶହରା ବୋଲି ମଧ୍ୟ କୁହାଯାଏ । ତେବେ କ'ଣ ଆପଣ ଜାଣନ୍ତି ଏହାର ନାମକରଣ ଏପରି କାହିଁକି ହୋଇଛି । କ'ଣ ରହିଛି ଏହାର ପୌରଣିକ କାରଣ.... ପଢନ୍ତୁ ମାଆଙ୍କର ଏହି ଶାରଦୀୟ ପୂଜା ଆଶ୍ୱିନ ଶୁକ୍ଳ ଦଶମୀ…