Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ମା’ ଅମ୍ବାଜୀଙ୍କ ଶକ୍ତିପୀଠ: ଏବେବି ରହିଛି ସତୀଙ୍କ ହୃଦୟ ଓ ଶ୍ରୀକୃଷ୍ଣଙ୍କ ପବିତ୍ର କେଶ !

ଭୁବନେଶ୍ୱର: ଧରାବତରଣ କରିଛନ୍ତି ମାଆ । ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କର ଶାରଦୀୟ ପୂଜା ଉତ୍ସବ ଭାରତ ତଥା ଓଡ଼ିଶାର ବିଭିନ୍ନ ପୀଠ ଏବଂ ମଣ୍ଡପରେ ଆରମ୍ଭ ହୋଇଛି । ଓଡ଼ିଶା ସମେତ ସମଗ୍ର ଭାରତରେ ନବରାତ୍ରୀଠାରୁ ମାଆଙ୍କର ପୂଜା ଆରମ୍ଭ ହୋଇଛି । ଭାରତରେ ଅନେକ ପ୍ରସିଦ୍ଧ ଶକ୍ତିପୀଠ ରହିଛି ।…

‘ନବରାତ୍ରୀ’ର ତୃତୀୟ ଦିନ, ଜାଣନ୍ତୁ କିପରି କରିବେ ମାଆଙ୍କ ଆରାଧନା

ଭୁବନେଶ୍ୱର: ମହାଳୟା ପରେ ଆରମ୍ଭ ହୋଇଯାଏ ମାଆଙ୍କ ନବରାତ୍ର ପୂଜା । ୯ ଦିନ ଧରି ମା ଦୁର୍ଗା ବିଭିନ୍ନ ରୂପରେ ପୂଜା ପାଇଥାନ୍ତି । ଆଜି ହେଉଛି ନବରାତ୍ରୀର ତୃତୀୟ ଦିନ । ଏହି ନବଦିନ ମଧ୍ୟରେ ତୃତୀୟ ଦିନର ରହିଛି ବିଶେଷ ମାହାତ୍ମ୍ୟ । ଏହି ଦିନ ଯଥାବିଧି ମାଆଙ୍କ ପୂଜା ଆରାଧନା କଲେ ସିଦ୍ଧି…

ଆଜିବି ଏହି ସ୍ଥାନରେ ଅଛନ୍ତି ଭୀମଙ୍କ ରାକ୍ଷସୀ ପତ୍ନୀ ‘ହିଡିମ୍ବାଙ୍କ ବଂଶଜ’ !

ଭୁବନେଶ୍ୱର: ଦ୍ୱାପର ଯୁଗର ମହାଭାରତ କଥା ସମସ୍ତଙ୍କୁ ଅଳ୍ପ ବହୁତେ ଜଣାଥିବ। ଆପଣ ଯଦି ମହାଭାରତ ପଢିଥିବେ ଅଥବା ଶୁଣିଥିବେ ତେବେ, ଦ୍ଵିତୀୟ ପାଣ୍ଡବ ମହାବଳୀ ଭୀମଙ୍କର ଜଣେ ରାକ୍ଷସୀ ପତ୍ନୀ ଥିବା ଜାଣିଥିବେ, ହେଲେ କଣ ଆପଣ ଜାଣନ୍ତି ରାକ୍ଷସୀ ହିଡ଼ିମ୍ବାଙ୍କ ବଂଶଧର ଏବେବି ଅଛନ୍ତି । ଆସନ୍ତୁ…

‘ନବରାତ୍ରୀ’ରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ…

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ‘ନବରାତ୍ରୀ ପୂଜା’। ଶ୍ରଦ୍ଧାଳୁମାନେ ଆନନ୍ଦ ଉତ୍ସାହର ସହ ନବରାତ୍ରୀ ସମୟରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆରାଧନା କରିଥାନ୍ତି। ଏହିି ଅବସରରେ ଜଗତଜନନୀ ମା’ ଦୁର୍ଗା ଧରାବତରଣ କରିବା ସହ ପାପର ବିନାଶ କରିଥା’ନ୍ତି । ନବରାତ୍ରୀର ନଅ ଦିନ ଯାଏଁ…

ଧରା ସ୍ପର୍ଶ କଲା ପାର୍ବଣ; ଆଜିଠାରୁ ଆରମ୍ଭ ହେଉଛି ‘ନବରାତ୍ରୀ’

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଗଲା ପାର୍ବଣ । ଚାରିଦିଗ ଏବେ ଉତ୍ସବ ମୁଖର। ସ୍ୱର୍ଗରୁ ମର୍ତ୍ତ୍ୟ ଯାଏଁ ଏବେ ସବୁଠି ହେବ ଜଗତଜନନୀ ମାଆ ଦୁର୍ଗାଙ୍କ ଆରାଧନା । ନବରାତ୍ରୀ ଅବସରରେ ଆଜି ଶ୍ରଦ୍ଧାଳୁମାନେ ଦେବୀଙ୍କୁ ମନ୍ଦିର ଓ ପୀଠରେ ପୂଜାର୍ଚ୍ଚନା କରିଛନ୍ତି। ଆଜିଠାରୁ ମା’ ଦୁର୍ଗା…

ମହାଳୟା ତିଥିରେ କାହିଁକି କରାଯାଏ ପିଣ୍ଡଦାନ, ଜାଣନ୍ତୁ

ଆଜି ଅମାବାସ୍ୟା। ଅମାବାସ୍ୟା ତିଥି ମନୁଷ୍ୟର ଜନ୍ମକୁଣ୍ଡଳୀରେ ଥିବା ପିତୃଦୋଷ-ମାତୃଦୋଷରୁ ମୁକ୍ତ କରିବା ସହ ପିଣ୍ଡଦାନ,ଶ୍ରାଦ୍ଧ ନିମନ୍ତେ ଫଳଦାୟକ ବୋଲି କୁହାଯାଇଥାଏ। ଶାସ୍ତ୍ରରେ ଏହି ତିଥିକୁ ‘ସର୍ବପିତୃ ଶ୍ରାଦ୍ଧ’ ତିଥି ବୋଲି କୁହାଯାଇଥାଏ। ଭାରତୀୟ ପୁରାଣ ଶାସ୍ତ୍ର ଓ ଗ୍ରନ୍ଥ…

ସିନ୍ଦୂର – ଶାରୀରିକ ସୁସ୍ଥତାର ମହାଷୌଧି…

ଭୁବନେଶ୍ୱର: ବାହାଘର ପରେ ମହିଳାଙ୍କ ମଥାରେ ସିନ୍ଦୂର ଲଗାଇବାର ପରମ୍ପରା ହିନ୍ଦୁ ଧର୍ମରେ ପ୍ରଚଳିତ । ଏହା ସଧବାର ପ୍ରତୀକ ଏବଂ ପ୍ରତ୍ୟେକ ବିବାହିତ ମହିଳା ପାଇଁ ଏହାଠାରୁ ମୂଲ୍ୟବାନ୍ ଜିନିଷ ଆଉ କିଛି ନାହିଁ । ତେବେ ଆପଣ କ’ଣ ଜାଣନ୍ତି ସିନ୍ଦୂର ସ୍ୱାସ୍ଥ୍ୟ ପାଇଁ ବହୁ ବିଶେଷତ୍ୱ ବହନ…

ଜାଣନ୍ତୁ, ଓଡ଼ିଶାର କେଉଁ ଶକ୍ତିପୀଠରେ କିପରି ହୁଏ ଷୋଡ଼ଶ ପୂଜା ଉପଚାର

ଭୁବନେଶ୍ୱର: ଆଉ ଖୁବକମ ଦିନ ରହିଲା ମାଆଙ୍କ ଆଗମନକୁ । ପ୍ରାୟତଃ ସମସ୍ତ ଦେବୀପୀଠରେ ଷୋଡ଼ଶ ପୂଜା ଉପଚାର ଆରମ୍ଭ ହୋଇସାରିଛି । ଏହା ହେଉଛି ଶାରଦୀୟ ଦୁର୍ଗା ପୂଜାର ପ୍ରଥମ ପର୍ବ । ରାଧାଷ୍ଟମୀରୁ ମୂଳାଷ୍ଟମୀ ପର୍ଯ୍ୟନ୍ତ ମାଆଙ୍କର ବିଶ୍ରାମ ସମୟ ଥିଲା । ମୂଳାଷ୍ଟମୀଠାରୁ ମାଆଙ୍କୁ ନିଦରୁ…

ଜାଣନ୍ତୁ, କାହିଁକି ପାଳିତ ହୁଏ ‘ନବରାତ୍ରୀ’

ନବରାତ୍ରୀ ସମୟରେ ଶ୍ରଦ୍ଧାଳୁମାନେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆରାଧନା କରିଥାନ୍ତି । ଏହି ନଅ ଦିନ ଯାଏଁ ଘରେ ଓ ମନ୍ଦିରରେ ମାତାଙ୍କୁ ସ୍ଥାପିତ କରାଯିବା ସହ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥାଏ । ସେପ୍ଟେମ୍ବର ୨୯ ତାରିଖରୁ ‘ନବରାତ୍ରୀ’ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି…

ଆରମ୍ଭ ହେଲା ମା ଭୈରବୀଙ୍କ ‘ଗୁପ୍ତ ପୂଜା’, ଷୋହଳ ଦିନ ପରେ ଭକ୍ତଙ୍କୁ ଦେବେ ଦର୍ଶନ

ବୌଦ୍ଧ: ରାଜ୍ୟର ଅନ୍ୟତମ ଐତିହାସିକ ପୀଠ ବୌଦ୍ଧ ଜିଲାର ପୁରୁଣାକଟକ ଠାରେ ପ୍ରତ୍ୟକ୍ଷ ଦେବୀ ମା’ ଭୈରବୀଙ୍କ ଷୋହଳ ଗୁପ୍ତ ପୂଜା ଆରମ୍ଭ ହୋଇଅଛି । ଏହି ସମୟରେ ମା’ ଙ୍କୁ ଗୁପ୍ତଭାବେ ମଧ୍ୟ ରାତ୍ରୀରେ ପୂଜା ହୋଇଥାଏ ଏବଂ ୧୬ ଦିନ ପରେ ନବମୀ ତିଥିରେ ଯାଇ ଭକ୍ତମାନେ ଦର୍ଶନ କରିଥାଆନ୍ତି ।…