Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଜାଣନ୍ତୁ, ‘ଓଁକାର ଜପ’ର ୧୫ଟି ଆଶ୍ଚର୍ଯ୍ୟଜନକ ଉପକାରିତା !

କୁହାଯାଏ, ସୃଷ୍ଟିର ଆରମ୍ଭରୁ ହିଁ ଓଁକାର ନାଦର ସୃଷ୍ଟି । ଏହି ପବିତ୍ର ଓଁକାର ଶବ୍ଦରେ ହିଁ ସ୍ରଷ୍ଟା ଏହି ସୁନ୍ଦର ସୃଷ୍ଟି ରଚନା କରିଛନ୍ତି । ବହୁ ପ୍ରାଚୀନ ହିନ୍ଦୁ ଗ୍ରନ୍ଥାବଳୀ ଅନୁସାରେ ଓଁକାର ନାଦର ସୃଷ୍ଟି ହଜାର ହଜାର ବର୍ଷ ପୂର୍ବରୁ । ଓଁକାର ହିଁ ପ୍ରାଣରେ ପ୍ରାଣ ଶକ୍ତିରେ…

ଗଣପର୍ବ ନୂଆଁଖାଇ: ଜାଣନ୍ତୁ କେବେ, କାହିଁକି ଓ କେମିତି ହୁଏ ପାଳନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ । ଏହି ଉପଲକ୍ଷେ ଆଜି ଉତ୍ସବମୁଖର ସାରା ପଶ୍ଚିମ ଓଡିଶା । ପ୍ରତ୍ୟେକ ଘରୁ ଛୁଟି ଆସୁଛି ପିଠାପଣାର ମହକ । ସାଙ୍ଗସାଥୀ ବନ୍ଧୁ ବାନ୍ଧବଙ୍କ ମେଳରେ ଘର ପୁରିଉଠୁଛି । .ଜାଣନ୍ତୁ କେତେବେଳେ ମାଆ ସମ୍ବଲେଶ୍ୱରୀଙ୍କୁ ଲାଗି ହେବ…

ଆଖଣ୍ଡଳମଣି ପୀଠରେ ୪ଶହ ବର୍ଷର ପରମ୍ପରା : ବୁଢା ଗଣେଶଙ୍କୁ ଲାଗି ହେଲା ୧୫୧ ଥାଳି ଭୋଗ

ଭଦ୍ରକ: ରାଜ୍ୟର ବହୁ ପୁରାତନ ଶୈବପୀଠ ଆରଡି ଧାମରେ ସୋମବାର ଅଧିଷ୍ଠିତ ପ୍ରଭୁ ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ସିଦ୍ଧିମଣ୍ଡପ(ମୁକ୍ତିମଣ୍ଡପ)ର ଅଧିପତି ତଥା ବାବା ବୁଢା ଗଣେଶଙ୍କ ପବିତ୍ର ଭାଦ୍ରବମାସ ଶୁକ୍ଳପକ୍ଷ ଚତୁର୍ଥୀ ଅବସରରେ ଲାଗି ହୋଇଛି ୧୫୧ ଥାଳି ଭୋଗ । ଏହି ପରମ୍ପରା…

ସୂର୍ଯ୍ୟ ବୁଡିବା ପରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ, କୋପ କରିବେ ଭଗବାନ

ଭୁବନେଶ୍ୱର: ଅଜାଣତରେ ଆମେ ଏମିତି କିଛି କରିଥାଉ, ଯେଉଁଥିପାଇଁ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ହେଲେ ଆମେ ସେ ବିଷୟରେ ନ ଜାଣି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ତଥା ଉପଚାର କରିଥାଉ।ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ, ଏପରି କିଛି କାର୍ଯ୍ୟ ରହିଛି ଯାହାକୁ…

ପବିତ୍ର ‘ଗଣେଶ ଚତୁର୍ଥୀ’ରେ ଚଳଚଞ୍ଚଳ ସାରା ରାଜ୍ୟ

ଭୁବନେଶ୍ୱର: ପବିତ୍ର ‘ଗଣେଶ ଚତୁର୍ଥୀ’ ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ସାରା ରାଜ୍ୟ । ବିିଭନ୍ନ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ମଣ୍ଡପ ଗୁଡିକରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକଙ୍କୁ ଆରାଧନା କରାଯାଉଛି । ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିକୁ ‘ଗଣେଶ ଚତୁର୍ଥୀ’ ରୂପେ ପାଳନ…

କିପରି ଗଣେଶଙ୍କୁ ପୂଜା କଲେ ପାଇବେ ସୁଖ, ସମୃଦ୍ଧି ଓ ସୌଭାଗ୍ୟ !

ଭୁବନେଶ୍ୱର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଏହି ପବିତ୍ର ଦିବସରେ ଗଣେଶ ଭଗବାନଙ୍କୁ ଘରେ ପୂଜା କଲେ ସୁଖ, ସମୃଦ୍ଧି, ଧନ-ସମ୍ପଦ ତଥା ଆପଣ ସୌଭାଗ୍ୟର ଅଧିକାରୀ ହୋଇପାରିବେ । ଦେବ ଦେବ ମହାଦେବ ଶିବ ଓ ପାର୍ବତୀଙ୍କ ପୁତ୍ର ହେଲେ ଗଣେଶ । ଶ୍ରୀଗଣେଶ ପ୍ରକୃତରେ ବୁଦ୍ଧି ଓ ଜ୍ଞାନର ପ୍ରଭୁ, ତେଣୁ…

ଭଗବାନ ଶ୍ରୀକୃଷ୍ଣଙ୍କ ବିଷୟରେ କିଛି ଅଜଣା କଥା ଜାଣନ୍ତୁ…

ଭୁବନେଶ୍ୱର: ଶ୍ରୀକୃଷ୍ଣ ହେଉଛନ୍ତି ସମ୍ପୂର୍ଣ୍ଣ ଅବତାର। କୃଷ୍ଣଙ୍କ ଜୀବନରେ ସେ ସବୁ କିଛି ପରିପୂର୍ଣ୍ଣ ଭାବରେ ଥିଲା ଯାହାର ଆବଶ୍ୟକତା ଜଣେ ମଣିଷର ଜୀବନରେ ସର୍ବଥା ଅନୁଭବ କରାଯାଇଥାଏ। ସେ ଏକାଧାରରେ ଜଣେ ମହାନ ଗୁରୁ ତ ସ୍ନେହୀ ଶିଷ୍ୟ, ଆଦର୍ଶ ପତି ତ ପ୍ରାଣପ୍ରିୟ ପ୍ରେମୀ, କୁଶଳୀ ଯୋଦ୍ଧା…

କାହିିଁକି ଭଂଗାଯାଏ ‘ଦହିହାଣ୍ଡି’…

ସାରା ଦେଶରେ ବଡ ଧୁମଧାମରେ ‘ଜନ୍ମାଷ୍ଟମୀ’ ପାଳିତ ହେଉଥିବା ବେଳେ ଏହାର ଗୋଟିଏ ଦିନ ପରେ ‘ଦହି ହାଣ୍ଡି ଭଙ୍ଗା ଉତ୍ସବ’ ପାଳନ କରାଯାଇଥାଏ । ମୁଖତଃ ଏହି ଉତ୍ସବ ଖାସକରି ମହାରାଷ୍ଟ୍ର ଓ ଗୁଜୁରାଟରେ ପାଳନ କରାଯାଇଥିବା ବେଳେ ଏବେକା ସମୟରେ ଦହି ହାଣ୍ଡି ଭଙ୍ଗା ଉତ୍ସବ ସବୁଠି ପାଳନ…

ଦେଶବ୍ୟାପୀ ଧୁମଧାମରେ ପାଳିତ ହେଉଛି ‘ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ’

ଭୁବନେଶ୍ୱର: ଆଜି ଜନ୍ମାଷ୍ଟମୀ ବା ଗୋକୁଳଅଷ୍ଟାମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ । ସାରା ଦେଶରେ ହିନ୍ଦୁମାନେ ଏହାକୁ ଖୁବ ଧୁମଧାମରେ ପାଳନ କରନ୍ତି । ପୌରାଣିକ ଗ୍ରନ୍ଥ ଅନୁସାରେ ଦ୍ୱାପର ଯୁଗରେ ଯେତେବେଳେ ଧରାପୃଷ୍ଠ କଂସର ଅତ୍ୟାଚାରରେ ଅତିଷ୍ଠ ହୋଇ ହୋଇଯାଇଥିଲା, ସେତେବେଳେ…

ଦେଖନ୍ତୁ, ଆମେରିକାରେ ‘ଭଗବତ୍ ଗୀତା’ ଅନ୍ତାକ୍ଷରୀ

ଭୁବନେଶ୍ୱର: ଘରେ ହେଉ ବା ବାହାରେ ଖାଲି ସମୟକୁ କାଟିବାକୁ ଅନ୍ତାକ୍ଷରୀ ପ୍ରାୟ ସମସ୍ତଙ୍କର ପ୍ରିୟ ଖେଳ । ଭଳିକି ଭଳି ଆଧୁନିକ ଗୀତର ତାଳେ ତାଳେ ଏହି ଖେଳ ଖେଳିବାକୁ ଭାରି ମଜା ଲାଗେ । ଆଜିବି ଏହାର ଲୋକପ୍ରିୟତା କୌଣସି ମତେ କମ୍ ହୋଇନାହିଁ । ଦେଶ ହେଉକି ବିଦେଶ ସବୁଠି ଏହାର ଚାହିଦା ।…