Latest Odisha News
Browsing Category

ଧର୍ମ ଓ ପରମ୍ପରା

ଫୁଲରେ ସଜ୍ଜା ହେଉଛି ବଡଦେଉଳ, ଦିଲ୍ଲୀରୁ ଆସିଛନ୍ତି ୨ଶହ କାରିଗର

ପୁରୀ: ରାତି ପହିଲେ ମହାପ୍ରଭୁଙ୍କ ରଥଯାତ୍ରା । ସଜେଇ ହେଲାଣି ସାରା ଶ୍ରୀକ୍ଷେତ୍ର । ଏଥିରୁ ଶ୍ରୀମନ୍ଦିର ବା ବାଦ ପଡ଼ିଥାନ୍ତା କେମିତି ! ଏଥର ରଥଯାତ୍ରା ଅବସରରେ ଦେଖିବାକୁ ମିଳିବ ଏକ ନୂଆ କଥା । ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ପୂର୍ଣ୍ଣ ଫୁଲରେ ସଜା ହେବ। ଘୋଷଯାତ୍ରାର ଗୋଟିଏ…

ଗୁଆ ଖୋଳପା ମାଡ଼ ହେଲା ଆଶୀର୍ବାଦ !

ପୁରୀ: ଘଟଣାଟି ଘଟିଛି ପୁରୀ ଶ୍ରୀମନ୍ଦିରରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନେତ୍ରୋତ୍ସବ ଦିନ । ନେତ୍ରୋତ୍ସବରେ ମହାପ୍ରଭୁଙ୍କ ଆଖି ଖୋଲିଲା । ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ମହିଳା ପୁରୁଷ ଧାଡ଼ି ବାନ୍ଧି ଯାଉଥିଲେ । ଭିଡ଼ ନିୟନ୍ତ୍ରଣ କରୁଥିଲେ ପୁଲିସ । ହାତରେ ଲାଠି ନଥିଲା, ଥିଲା ଗୁଆ…

ନୀଳମାଧବଙ୍କ ରୂପରେ ଶ୍ରୀଜଗନ୍ନାଥ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମବୃତ୍ତାନ୍ତ ପ୍ରକୃତରେ ରହସ୍ୟମୟ । ଭଗବାନଙ୍କ ନିଜର ଜନ୍ମକୁ ନିଜେ ହିଁ ଅପୂର୍ବ ଲୀଳା ମାଧ୍ୟମରେ ଜନମାନସରେ ପ୍ରକଟ କରିଛନ୍ତି । ଶ୍ରୀକୃଷ୍ଣଙ୍କ ଶରୀରରେ ଜାରା ଶବର ଦ୍ୱାରା କ୍ଷତ ସୃଷ୍ଟି ହେବା ଫଳରେ ଭଗବାନଙ୍କ ମାନବୀୟ ଅବତାରର ସମାପ୍ତ ଘଟିଥିଲା ।…

ଶ୍ରୀଜଗନ୍ନାଥଙ୍କ ସମ୍ପର୍କୀତ ନୂଆ ପୋର୍ଟାଲ୍ ଉନ୍ମୋଚନ କଲେ ଗଜପତି ମହାରାଜା

ପୁରୀ: ପୁରୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ମଙ୍ଗଳବାର ଦିନ ଶ୍ରୀଜଗନ୍ନାଥଙ୍କୁ ନେଇ ଏକ ନୂଆ ୱେବସାଇଟ୍ ଉନ୍ମୋଚିତ କରିଛନ୍ତି । ନୂତନ ଭାବେ ଉନ୍ମୋଚିତ ହୋଇଥିବା ଏହି ୱେବ ସାଇଟ ହେଉଛି www.shreeJagannath.in । ଏହି ୱେବସାଇଟରେ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର ସଂସ୍କୃତି…

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ: ଦୀର୍ଘ ୧୫ ଦିନ ଧରି ଅଣବସର ପିଣ୍ଡିରେ ରହି ଚିକିତ୍ସିତ ହେବା ପରେ ଜ୍ୱରରୁ ଆରୋଗ୍ୟ ଲାଭ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଦଇତାପତି ସେବକମାନେ ମହାପ୍ରଭୁଙ୍କ ଆରୋଗ୍ୟ ହେବା ଖବର ଗଜପତି ମହାରାଜାଙ୍କୁ ଜଣାଇବା ପରେ ଏବେ ଶ୍ରୀମନ୍ଦିର ରଥଯାତ୍ରା ଲାଗି ହୋଇ ଉଠିଛି ଚଳଚଞ୍ଚଳ ।…

ଓଡ଼ିଶା ଓ ଜଗନ୍ନାଥ

ଓଡ଼ିଶା ଓ ଜଗନ୍ନାଥ ମାୟାଧର ମାନସିଂହ ଯେ ଦେବତା ସମଗ୍ର ଜଗତର ନାଥ ଏବଂ ଯେ ଓଡ଼ିଶା ଭୂମିକୁ ନିଜର ବାସସ୍ଥାନ ରୂପେ ଗ୍ରହଣ କରି ତାକୁ ଅନୁଗୃହୀତ କରିଛନ୍ତି, ସେ ଯେ ଓଡ଼ିଶାର ନୁହନ୍ତି, ଏକଥା କୁହାଯାଇ ପାରିବନାହିଁ । ଓଡ଼ିଶାର ମହାମହିମ ଗଜପତିମାନେ ସେମାନଙ୍କର ସୁଦୂର ପ୍ରସାରୀ…

ରେଲୱେ ମୋବାଇଲ୍ ଆପରେ ଏଥର ଦେଖିହେବ ରଥଯାତ୍ରା

ଭୁବନେଶ୍ୱର: ଏବର୍ଷ ପୁରୀରୁ ସିଧା ରଥଯାତ୍ରାର ପ୍ରସାରଣ ମୋବାଇଲ୍ ଆପରୁ ଦେଖିହେବ । ରେଲୱେ ଦ୍ୱାରା ପ୍ରସ୍ତୁତ ଏହି ଆପକୁ ଲୋକାର୍ପଣ କରିବା ଅବସରରେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଘୋଷଣା କରାଯାଇଛି । ଡିଜିଟାଲ ଇଣ୍ଡିଆ ର ପ୍ରସାର ଓ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ସୂଚନା ପ୍ରଦାନ କୁ ଲକ୍ଷ୍ୟ…

ଶ୍ରୀଜଗନ୍ନାଥ ପଢିଲେ ରାଜଜେମାଙ୍କ ଗୋପନ ଚିଠି !

ମହାପ୍ରଭୁ ଶ୍ରୀଜଗନ୍ନାଥ - ଏ ହେଉଛନ୍ତି ସେହି ଦାରୁବ୍ରହ୍ମରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁ । ସେ ଅଲୌକିକତା ଓ ଅପୂର୍ବ ଲୀଳା କାରନାମା  ସହିତ ଭକ୍ତଜନଙ୍କ ହୃଦୟ କନ୍ଦରରେ ଅବସ୍ଥାନ କରିଥାଆନ୍ତି । ବଡ଼ଭାଇ ଶ୍ରୀବଳଭଦ୍ର, ସୁନାଭଉଣୀ ଦେବୀ ସୁଭଦ୍ରା ଓ ଆୟୁଧ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମନ୍ଦିର ଚଳଚଞ୍ଚଳ

ଭୁବନେଶ୍ୱର : ଦୀର୍ଘଦିନ ଧରି ଅସୁସ୍ଥ ରହି ଶ୍ରୀଜିଉ ଅଣସର ଘରେ ସେବା ପାଉଥିବାବେଳେ ଧିରେ ଧିରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏହି ଅବସରରେ ଶ୍ରୀଜୀଉଙ୍କ ନିକଟରେ ଘଣା ଏବଂ ଖଳି ଲାଗି ହେବା ପରେ ବନକଲାଗି ନୀତି ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ଶ୍ରୀମନ୍ଦିରରେ…

ତୁମେ କଳ୍ପନା ଡୋରିରେ ବନ୍ଧା

ହେ ଅକଳ୍ପନୀୟ, ତୁମେ କଳ୍ପନା ଡୋରିରେ ବନ୍ଧା ସୀତାକାନ୍ତ ମହାପାତ୍ର ତୋହରି ମାୟାରେ ଜଗତ, ମହତ ଆଦି ପଞ୍ଚଭୂତ ଜଗତ ତୋ’ର ତହୁଁ ଜାତ, ପାଳିଣ ପୁଣି କରୁ ଅନ୍ତ । (ଗୋପଲୀଳା, ଚତୁର୍ଥ ଅଧ୍ୟାୟ) ହେ ଅକଳ୍ପନୀୟ , ଜଗତ ତୁମଠୁଁ ଜାତ ହେବା ପୂର୍ବରୁ ତା’ର ସ୍ଥିତି ନଥିଲା । ଜଗତକୁ ନିଜେ…