Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ନୀଳାଦ୍ରି ବିଜେ: ମହାପ୍ରଭୁଙ୍କ ପତ୍ନୀପ୍ରେମର ନିଚ୍ଛକ ଉଦାହରଣ

ଭାରତୀୟ ପୁରାଣ ଶାସ୍ତ୍ରରେ ମହାଲକ୍ଷ୍ମୀ ହେଲେ ଜଣେ ଦେବୀ । କିନ୍ତୁ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ଲକ୍ଷ୍ମୀ ସାଆନ୍ତାଣୀ ହେଲେ ପ୍ରଥମେ ଜଣେ ପତ୍ନୀ ଓ ପରେ ଦେବୀ । ଏଠାରେ ମହାଲକ୍ଷ୍ମୀଙ୍କର ତାଙ୍କ ସ୍ୱାମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସବୁପ୍ରକାର ମାନ, ଅଭିମାନ, ସୋହାଗ, ପ୍ରେମ,…

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ, ରତ୍ନବେଦୀରେ ବିଜେ କରିବେ ତିନିଠାକୁର

ପୁରୀ : ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରୁ ମହାପ୍ରଭୁ ଆଜି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଯିବେ । ବଡ଼ଦାଣ୍ଡର ସିଂହଦ୍ୱାରରୁ ରଥ ଗଡ଼ିଥିଲା ଶରଧାବାଲିର ଶ୍ରୀଗୁଣ୍ଡିଚା ମନ୍ଦିର । ବାହୁଡ଼ି ଆସିଲା ପରେ ଗତକାଲି ତିନିଠାକୁର ରଥରେ ମହାମୃତ ଅଧରପଣା ସେବନ କଲେ । ଦୀର୍ଘ ଦିନ ଧରି ଜାତି, ଧର୍ମ, ବର୍ଣ୍ଣ…

ମହାପ୍ରଭୁଙ୍କ ପ୍ରିୟ ବନ୍ଧୁ – ଭକ୍ତ ବନ୍ଧୁ ମହାନ୍ତି

ଭକ୍ତର ଭକ୍ତି ଭାବଧାରାରେ ବନ୍ଧା ଭଗବାନ । ଭକ୍ତର ପ୍ରଚୁର ଭକ୍ତିର ଶକ୍ତି ହିଁ ଭଗବାନ ଓ ଭକ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିପାରିଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର ଧାମରେ ଅସଂଖ୍ୟ ଭକ୍ତଙ୍କର ଅଲୌକିକ ଅନୁଭୂତି ଘଟିଚାଲିଛି । ଦାରୁରୂପୀ ପରଂବ୍ରହ୍ମ…

ଆଜି ଅଧରପଣା ନୀତି, ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଉତ୍ସୁକତା

ପୁରୀ : ବାହୁଡ଼ା ଯାତ୍ରାର ଅବସାନ ପରେ ଏକାଦଶୀ ତିଥିରେ ସୂଚାରୁରୂପେ ସମ୍ପନ୍ନ ହେଲା ତିନିଠାକୁରଙ୍କ ସୁନାବେଶ । ଆଜିର ଦ୍ୱାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି । ତିନୋଟି ରଥରେ ସଜା ହେବ ୯ଟି ଲମ୍ବା ଲମ୍ବା ମାଟି ପାତ୍ର । ତିନିଠାକୁର ତାଙ୍କର ଅଧର ନିକଟରୁ ପିଇବେ ମଧୁର ପଣା…

ସୁନାବେଶ: ସୁନାରେ ଚମକିଲେ ତିନିଠାକୁର, ଲକ୍ଷାଧିକ ଭକ୍ତଙ୍କ ଦର୍ଶନ

ପୁରୀ: ରଥରେ ତିନିଠାକୁରଙ୍କୁ ସୁନାବେଶରେ ଲକ୍ଷାଧିକ ଭକ୍ତ ଦର୍ଶନ କରିଛନ୍ତି । ରଥ ଉପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଦେଖିବାକୁ ବଡ଼ଦାଣ୍ଡ ଜନସମଦ୍ର ପାଲଟିଥିଲା । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବର ବହୁ ପ୍ରତିକ୍ଷୀତ ସୁନାବେଶ ଅତ୍ୟନ୍ତ…

ସୁନାବେଶର ରହସ୍ୟ: ମହାପ୍ରଭୁ କାହିଁକି ଓ କି କି ସ୍ୱର୍ଣ୍ଣାଳଙ୍କାର ପିନ୍ଧନ୍ତି ରଥରେ

ପୁରୀ : ପରମାତ୍ମା ସେ ପରମବ୍ରହ୍ମ ସେ, ସେ ଅନାଦି ସେ ଅନ୍ତ । ଶ୍ରୀଜଗନ୍ନାଥ ହିଁ ଆରମ୍ଭ ସେହି ଶେଷ । ସେ କୃପାମୟ ସେ ଲୀଳାମୟ ମହାପ୍ରଭୁ ଅନ୍ତର୍ଯ୍ୟାମୀ । ଜୀବର ପରମ ଗତିର ଅନ୍ତିମସ୍ଥଳୀ ସେହି ପରମାତ୍ମା ଦାରୁବ୍ରହ୍ମ ରୂପୀ ଶ୍ରୀଜଗନ୍ନାଥ । ଜୀବାତ୍ମାର ପରମ ଉଦ୍ଦେଶ୍ୟ ପରମାତ୍ମାରେ ଲୀନ…

ସିଂହଦ୍ୱାରରେ ପହଞ୍ଚିଲେ ମହାପ୍ରଭୁ, ଗଜପତିଙ୍କ ମଧ୍ୟସ୍ଥତାରେ ସମ୍ପନ୍ନ ହେଲା ଲକ୍ଷ୍ମୀ-ନାରାୟଣ ଭେଟ

ପୁରୀ: ରବିବାର ପୁରୀ ଶ୍ରୀକ୍ଷେତ୍ରଧାମରେ ଅନୁଷ୍ଠିତ ହୋଇଯାଇଛି ଚତୁର୍ଦ୍ଧା ମୂରତିଙ୍କର ପବିତ୍ର ବାହୁଡ଼ା ଯାତ୍ରା ଏବଂ ତତସହିତ ସମ୍ପନ୍ନ ହୋଇଛି ଚର୍ଚ୍ଚିତ ଲକ୍ଷ୍ମୀ-ନାରାୟଣ ଭେଟ । ଦୀର୍ଘ ୫୦ ବର୍ଷର ରେକର୍ଡ଼ ଭଙ୍ଗ କରିଛି ପୁରୀର ବାହୁଡ଼ା ଯାତ୍ରା । ସଂଜ ହେବା ପୂର୍ବରୁ ଅର୍ଥାତ ୫ଟା…

ଘୁ’ ଘୁ’ ଗର୍ଜନରେ ଗଡ଼ିଲା ନନ୍ଦିଘୋଷ ରଥ, ନିର୍ଦ୍ଧାରିତ ନିର୍ଘଣ୍ଟ ପୂର୍ବରୁ ଚାଲିଲା ତିନିରଥ

ପୁରୀ : ଶରାଧାବାଲିର ପବିତ୍ର ପଥରେ ତିନିରଥ ଗଡ଼ିଲା । ଘଣ୍ଟ ଘଣ୍ଟା ବାଦ୍ୟରେ , ଚାମର ଆଲଟ ପତାକାରେ ଶହ ଶହ ଶ୍ରଦ୍ଧାଳୁଙ୍କ ଜୟ ଜଗନ୍ନାଥ ଜୟ ଜୟକାରରେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହେଲା । ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ସବା ଶେଷରେ…

ବାହୁଡୁଛନ୍ତି ଆଜି ମହାବାହୁ: ପହଣ୍ଡି କରି ରଥାରୂଢ ହେଲେ ତିନି ଠାକୁର, ଗଜପତି କଲେ ଛେରାପହଁରା

ପୁରୀ: ଆଜି ହେଉଛି ଆଷାଢ ଶୁକ୍ଳ ଦଶମୀ ତିଥି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଭାଇ ଭଉଣୀଙ୍କ ସହ ମାଉସୀ ଘରେ ପିଠା ମିଠା ଖାଇ ମଉଜ ମଜଲିସ କରି ଘର ବାହୁଡୁଛନ୍ତି ମହାପ୍ରଭୁ । ଶରଧାବାଲିରେ ଲକ୍ଷାଧିକ ଶ୍ରଦ୍ଧାଳୁ୍ଙ୍କ ଭିଡ଼ । ମହାପ୍ରଭୁଙ୍କ ମାନବୀୟ ଲୀଳା ସ୍ୱଚକ୍ଷୁରେ…

ଝାଞ୍ଜି ଖରାରେ ମହାପ୍ରଭୁ ପିଇଲେ ମାଣିକ ଦହି…

ଦୃଢ ବିଶ୍ୱାସ ଓ ଭକ୍ତି ଭାବନାରେ ବନ୍ଧା ସେହି ଦାରୁବ୍ରହ୍ମ ରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ । ଭକ୍ତର ସରଳ, ନିଷ୍କପଟ ହୃଦୟରେ ମହାପ୍ରଭୁ ବାନ୍ଧି ହୋଇଯାଆନ୍ତି ଚିରକାଳ । ଭକ୍ତ ଚାହିଁଲେ ସ୍ୱହୃଦୟରେ ତା’ର ଅନ୍ତର୍ଯ୍ୟାମୀ ପରମାତ୍ମାଙ୍କୁ ଜ୍ଞାନଚକ୍ଷୁରେ ଦର୍ଶନ କରିପାରିବ । ଏଥିଲାଗି ଦରକାର…