Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : କାର୍ତ୍ତିକ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପର୍ବପର୍ବାଣୀ ପାଳନ ବିଷୟରେ ଆଲୋଚନା କରୁ କରୁ ଆମେ କାର୍ତ୍ତିକ ମାସରେ ପଦାର୍ପଣ କରିଛେ। ସନାତନ ଧର୍ମ ଅନୁସାରେ ଏହି ମାସଟି ସବୁଠାରୁ ଅଧିକ ଧାର୍ମିକ ମାସ…

ଖଡିଚଢା ଅମାବାସ୍ୟା: ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତିରେ କରାଯିବ ଖଡିଲାଗି

ଭଦ୍ରକ: ଆଜି ପବିତ୍ର ମହାଳୟା ବା ଖଡିଚଢା ଅମାବାସ୍ୟା । ମଣ୍ଡପରେ ବିରାଜମାନ ହେବାକୁଥିବା ସମସ୍ତ ମୃଣ୍ମୟୀ ମୂର୍ତ୍ତିରେ ଆଜି ଖଡିଲାଗି କରାଯିବ । ଦୂର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ସେଥିପାଇଁ ଭଦ୍ରକ ସହରର ସନ୍ଥିଆ ନୀଳକଣ୍ଠପୁରେ ପୂଜା ପାଉଥିବା ମାଁ ଦୂର୍ଗାଙ୍କ ଆଗମନ…

ଶକ୍ତିପୀଠର କାହାଣୀ: ନରମୁଣ୍ଡମାଳ ଧାରିଣୀ ଅଷ୍ଟଭୁଜା ମା’ ଚର୍ଚ୍ଚିକା

ଭୁବନେଶ୍ଵର: ଶକ୍ତି ପୂଜାର ପରମ୍ପରା ଆମ ଦେଶରେ ଯୁଗଯୁଗ ଧରି ଚଳିଆସୁଅଛି । ଏହାର କାଳ ନିର୍ଣ୍ଣୟ କରିବା କଦାପି ସହଜସାଧ୍ୟ ନୁହେଁ । କିନ୍ତୁ ଦୁର୍ଗା ପୂଜାର ପରମ୍ପରା ସବୁଠାରୁ ଭିନ୍ନ । ମା'ଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି ପୁରପଲ୍ଲୀ । ପୀଠରେ ଚାଲିଛି ମାଆଙ୍କ ଷୋଡଶ ପୂଜା । ଚଳଚଞ୍ଚଳ…

ରହସ୍ୟମୟୀ ଗୁମ୍ପା: ଏଠାରେ ତପସ୍ୟା କରୁଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ…

ଡେରାଡୁନ୍ : ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ସାହସ୍ରଧାରା ହେଉଛି ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ  । ଯଦିଓ ଏଠାରେ ଅନେକ ଗୁମ୍ଫା ରହିଛି , କିନ୍ତୁ ସେମାନଙ୍କ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାଚୀନ ହେଉଛି ଦ୍ରୋଣ ଗୁମ୍ପା ।  ଏହାର ଇତିହାସ ମହାଭାରତ ସମୟ ସହିତ ଜଡିତ । ଏହି…

ପ୍ରତିଶ୍ରୁତି ପାଳନ କରିବେ ମହାପ୍ରଭୁ, ଆଜିଠୁ ଶ୍ରୀମନ୍ଦିରରେ ଦୁର୍ଗାମାଧବଙ୍କ ଗୁପ୍ତଗୁଣ୍ଡିଚା ଯାତ୍ରା

ପୁରୀ: ଶାରଦୀୟ ଦୂର୍ଗା ଉତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ଆଜିଠୁ ମହାପ୍ରଭୁଙ୍କ ଗୁପ୍ତଗୁଣ୍ଡିଚା ଆରମ୍ଭ ହୋଇଛି । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତଗୁଣ୍ଡିଚାରେ ମା ମହାଲକ୍ଷ୍ମୀ ସ୍ଵରୁପା ମା ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ…

ପବିତ୍ର ମହାଳୟା, ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ଵରୀ

ସୋନପୁର: ଆଜି ପବିତ୍ର ମହାଳୟା । ଆଶ୍ବିନ କୃଷ୍ଣ ଅମାବାସ୍ୟା ତିଥିରେ ସୋନପୁର ଗଡଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ଗଡ଼ଜାତର ମହାବଳୀ ପରମ୍ପରା ଅତି ପ୍ରାଚୀନ ହୋଇଥିବାବେଳେ ବଳୀଯାତ୍ରାରେ ଇଷ୍ଟଦେବୀ ବିଭିନ୍ନ ବେଶ ଧାରଣ କରି ମହାଳୟାରୁ ଦଶମୀ ତିଥି ଯାଏଁ…

ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା ସମଲେଶ୍ୱରୀ, ଭୋର ୪ଟାରୁ ଲାଗିଛି ଭକ୍ତଙ୍କ ଭିଡ

ସମ୍ବଲପୁର: ଆଜି ପବିତ୍ର ମହାଳୟା ଅମାବାସ୍ୟା । ଏହି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବା ମା ସମଲେଶ୍ୱରୀଙ୍କୁ ଧବଳମୁଖୀ ବେଶ କରାଯାଇଛି । ମହାଳୟାରେ ମା ସମଲେଶ୍ୱରୀ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ବର୍ଷର ଅନ୍ୟଦିନରେ ମା ସମଲେଇ ସିନ୍ଦୁର ବର୍ଣ୍ଣରେ ଦର୍ଶନ ଦେଉଥିବା ବେଳେ…

ମହାଳୟା

ହିନ୍ଦୁ ଧର୍ମ ସହ ଅନେକ ରୀତିନୀତି , ପରମ୍ପରା , କିମ୍ବଦନ୍ତୀ ତଥା ପର୍ବପର୍ବାଣୀ ଆଦି କେଉଁ ଅନାଦି କାଳରୁ ଜଡି଼ତ । ପ୍ରତିଟି ପୂଜା ପର୍ବ ସହ ଏକ କାହାଣୀ ବା କିମ୍ବଦନ୍ତୀ ଜଡ଼ିତ ହୋଇଥାଏ । ଧାର୍ମିକ ଭାବନା ସହ ସଂଶ୍ଲିଷ୍ଟ ‘ ମହାଳୟା’ ହିନ୍ଦୁ ଧର୍ମର ଏକ ବିଶେଷ ଦିନ ଭାବରେ ପରିଗଣିତ ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଆଶ୍ୱିନ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଆମେ ତିନୋଟି ଧାରାର ବୈଶିଷ୍ଠ ଦେଖିବାକୁ ପାଉ। ବୈଷ୍ଣବ ଧାରା, ଶୈବ ଧାରା ଓ ଶାକ୍ତ ଧାରା। ଏହି ମଧ୍ୟରେ ଆଶ୍ୱିନ ମାସଟି ଶାକ୍ତ ଧାରାର ପରିପନ୍ଥୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଭାଦ୍ରବ ମାସର ପର୍ବପର୍ବାଣୀ ( ୨ )

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପରମ୍ପରା ଅନୁସାରେ ଭାଦ୍ରବ ମାସରେ ଅନୁଷ୍ଠିତ ହେଉଥିବା କିଛି ପର୍ବପର୍ବାଣୀ ବିଷୟରେ ଆମେ ଜାଣିଲେ । ଏହି ଭାଦ୍ରବ ମାସରେ ସବୁଠାରୁ ଅଧିକ ପର୍ବ ପର୍ବାଣୀ ପାଳିତ…