Latest Odisha News
Browsing Category

ହୋଲି

Holi

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରଥମ ହୋଲି, ଭକ୍ତ ଓ ଭଗବାନଙ୍କ ପ୍ରସ୍ତୁ ହେଉଛି ୫୬ ଭୋଗ

ଅଯୋଧ୍ୟା: ଗତ ୨-୩ ଦିନ ଧରି ଅଯୋଧ୍ୟା ରାମ ମନ୍ଦିର ଲୋକମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀରାମଲାଲାଙ୍କ ସହ ଦୀର୍ଘ ୪୯୫ ପରେ ହୋଲି ଖେଳିବାକୁ ଭକ୍ତମାନେ ବ୍ୟାକୁଳ । ରାମ ମନ୍ଦିର ଟ୍ରଷ୍ଟ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଭକ୍ତଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ…

ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ରଙ୍ଗର ପର୍ବ ହୋଲି ।ଏନେଇ ପଲ୍ଲିଠୁ ସହର ସବୁ ଉତ୍ସବ ମୁଖର । ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ରଙ୍ଗର ପର୍ବ…

କୋଭିଡ କଟକଣାରେ ପାଳନ ହେବ କଟକରେ ଦୋଳ ମେଳଣ,ଏକାଠି ହୋଲି ଖେଳିବା ମନା, ଲାଇଟ ଓ ଜନଗହଳିକୁ ବାରଣ

କଟକ: ଫିକା ପଡ଼ିବ ହୋଲି ଓ ଦୋଳ ମେଳଣ । କଟକରେ ଦୋଳ ଯାତ୍ରା ଓ ହୋଲି ଲାଗି କମିଶନରେଟ୍ ପୋଲିସ ଗାଇଡଲାଇନ୍ ଜାରି କରିଛି । ଆଜି କଟକ ଡିସିପି ସମସ୍ତ ଥାନା ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ମେଳଣ ପଡିଆରେ ୨ ଶହରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ପ୍ରତି ବିମାନରେ ୧୦ରୁ…

ହୋଲିକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ, ୧୨ ଆହତ

ଆଠଗଡ: ଆଜି ସବୁଠି ହୋଲିର ଆସର ଜମିଥିବାବେଳେ ରାଜ୍ୟର କେତେକ ଅଂଚଳ ଅଘଟଣ ଘଟିଛି । ଆଠଗଡରେ ମଧ୍ୟ ହୋଲିକୁ ନେଇ ତୁମୁଳକାଣ୍ଡ ହୋଇଛି । ସେଥିରେ ୧୨ଜଣ ଆହତ ହୋଇଥିବା ସୂଚନା ମିଳିଛି । ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ପଣସପାଟଣା ଗାଁ ମଧ୍ୟରେ ଗଣ୍ଡଗୋଳ ହୋଇଛି । ହୋଲି ଖେଳ ବେଳେ ଗାଡି ସାଇଡ…

ଓଲିଉଡରେ ରଙ୍ଗର ଫୁଆରା..ଲୋକପ୍ରିୟ ଓଡିଆ ହୋଲି ଗୀତ

ସଙ୍ଗୀତ ବିନା ରଙ୍ଗର ପର୍ବ ହୋଲି ଅଧୁରା । ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଜଣାଇବା ସହ ଗୀତର ତାଳେ ତାଳେ ସମସ୍ତେ ଝୁମିବାକୁ ପସନ୍ଦ କରନ୍ତି । ଓଡିଆ ସିନେମା ଓ ଆଲବମ ଦୁନିଆର କିଛି ଲୋକପ୍ରିୟ ଗୀତ ସବୁ ହୋଲି ଓଡିଆଙ୍କ ମନକୁ ରୋମାଞ୍ଚୀତ କରିଥାଏ । ହୋଲିକୁ ନେଇ ସବୁଠାରୁ ଲୋକପ୍ରିୟ ଓଡିଆ…

ବଲିଉଡର ଏହି ମନଛୁଆଁ ଗୀତରେ ହୋଲିର ମଜା ନିଅନ୍ତୁ…

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । ଏହି ପର୍ବକୁ ନେଇ ଅନେକ ଗୀତ ରହିଥିବା ବେଳେ ବଲିଉଡ ଗୀତ ବିନା ଏହାର ମଜା ଅଧୁରା ରହିଯାଏ । ଜାଣନ୍ତୁ, ହୋଲିକୁ ନେଇ…

ହୋଲି ରଙ୍ଗରେ ରଙ୍ଗେଇ ହେଲା ସାରା ଦେଶ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଆଜି ହେଉଛି ରଙ୍ଗର ପର୍ବ ହୋଲି । ସାରା ଦେଶବାସୀ ଧୁମଧାମରେ ହୋଲି ଖେଳୁଛନ୍ତି । କରୋନା ଭାଇରସର ଭୟ ସତ୍ୱେ ନିଜ ସଂସ୍କୃତି ଓ ପରମ୍ପରାକୁ ଛାଡି ନାହାଁନ୍ତି ଭାରତବାସୀ । ହର୍ବାଲ ରଙ୍ଗ କିମ୍ବା ହଳଦୀ, ଚନ୍ଦନ ହେଉ ପଛେ ହୋଲି ଖେଳିବାକୁ ଆଗେଇ ଆସିଛନ୍ତି ସମସ୍ତେ । ଆସନ୍ତୁ ଦେଖିବା…

ହୋଲିକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ…

ଭୁବନେଶ୍ୱର: ଭାଇଚାରାର ପର୍ବ ହୋଲି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସାରାଦେଶ ଆଜି ପାଳନ କରୁଛି ରଙ୍ଗର ଏହି ଉତ୍ସବ । ହଜାର ହଜାର ବର୍ଷ ତଳର ଏହି ପରମ୍ପରାକୁ ବେଶ ଧୁମଧାମରେ ଲୋକେ ପାଳନ କରୁଛନ୍ତି । ଏହା ହିନ୍ଦୁ ମାନଙ୍କ ପର୍ବ ହୋଇଥିବା ବେଳେ ଅଣ ହିନ୍ଦୁ ମାନେ ମଧ୍ୟ ଏହାକୁ ପାଳନ…

ହୋଲି ଲାଗି ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । ଯାହାକୁ ନେଇ ମଙ୍ଗଳବାର ଦିନ ସାରା ଦେଶରେ ଧୁମଧାମରେ ହୋଲି ପର୍ବ ପାଳିତ ହେଉଛି ।…

କରୋନା ଭୟ: ସ୍କୁଲ ପିଲାଙ୍କୁ ସାମୁହିକ ହୋଲି ନଖେଳିବାକୁ ପରାମର୍ଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଅତିଶୀଘ୍ର ସ୍କୁଲରେ କରୋନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ସେ କହିଛନ୍ତି, “ଓଡିଶା ସରକାର ଘାତକ କରୋନା ଭାଇରସକୁ ନେଇ ସମ୍ଭାବ୍ୟ ସମସ୍ତ ଉପାୟ ଆପଣେଇଛନ୍ତିି ତଥା ମିଡିଆ ମାଧ୍ୟମରେ ସଚେତନତା…