Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

‘ଶ୍ରୀ ଗୁଣ୍ଡିଚା’ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରଥଯାତ୍ରା ଅବସରରେ ୧୦୦ଜଣ ଶିଳ୍ପୀଙ୍କୁ ନେଇ " ଶ୍ରୀ ଜଗନ୍ନାଥ ଓ ରଥଯାତ୍ରା " ଶୀର୍ଷକ ଏକ ଚିତ୍ରକଳା ଶିବିର ଅନଲାଇନ ମାଧ୍ୟମରେ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଆୟୋଜିତ ହୋଇଯାଇଛି। "ଶ୍ରୀ…

ଶ୍ରୀମନ୍ଦିର ସେବାରେ ଦେଉଳ ପୁରୋହିତ

ଦେବୀ ପ୍ରସନ୍ନ ନନ୍ଦ ଦେଉଳ ପୁରୋହିତ - କର୍ମାଙ୍ଗୀ ଅନୁଯାୟୀ - ସକଳ ଆଢଡିଆ ପଣେ ପରମ ପ୍ରୋହିତ ନିଯୋଗ । ସେ ପୁଷ୍ୟାଭିଷେକ, ଘୃତାଭିଷେକ, ଜଳବିଜେ, ପୁରୁଷସୂକ୍ତଗାନ, ପ୍ରତ୍ୟହ ରୋଷହୋମ, ବିଜେ , ମଙ୍ଗଳାରୋପଣ ସମୟରେ ମହାପ୍ରଭୁଙ୍କ ବାଡ଼ରେ ପୁରୁଷସୂକ୍ତ, ଗୁୁରୁବାର ମାଜଣାରେ ଶ୍ରୀସୂକ୍ତ,…

ନିରଞ୍ଜନ ସେଠୀଙ୍କ ‘ ପୁଣ୍ୟବ୍ରହ୍ମ ‘ ‘ ପ୍ରୀତିନୀଡ଼’ ଓ ‘ନଥିବା ଲୋକର ଛାଇ’…

ଭୁବନେଶ୍ୱର : ମିରାମ୍ବିକା ପ୍ରଡକ୍ସନ ଏବଂ ସାଇ ସୃତି ପବ୍ଲିକେସନ ଆନୁକୂଲ୍ୟରେ କବି ନିରଞ୍ଜନ ସେଠୀଙ୍କ ରଚିତ ଜୀବନ, ଯନ୍ତ୍ରଣା ଓ ଜଗନ୍ନାଥ ଆଧାରିତ ଛଅଟି ଗୀତର ଅଡିଓ 'ପୁଣ୍ୟବ୍ରହ୍ମ' ଏବଂ ପ୍ରୀତିନୀଡ଼' ଓ "ନଥିବା ଲୋକର ଛାଇ' ଦୁଇଟି କବିତା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସୂଚନା ଓ…

ଓଡ଼ିଶୀ ଓ ରାଜସ୍ଥାନୀ କଳା ସମିଶ୍ରଣରେ ନିଆରା କଳାର ଉଦଭାବକ : ଭାସ୍କର୍ଯ୍ୟ ଶିଳ୍ପୀ ଶଙ୍କର

( କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ ) ସଙ୍କଳ୍ପରୁ ସିଦ୍ଧି । ଏହାହିଁ ତାଙ୍କ ଜୀବନର ସାରମର୍ମ । ପିଲାଦିନୁ କଳା ପ୍ରତି ଅନୁରକ୍ତି ତାଙ୍କୁ କରିଛି ପଥରର ଯାଦୁଗର । ନିହାଣ ତାଙ୍କୁ ପ୍ରେରିତ କରିଛି ନୂଆ ନୂଆ ସୃଷ୍ଟିକୁ ଲୋକଲୋଚନକୁ ଆଣିବାରେ…

ୱେବିନାର ମାଧ୍ୟମରେ ଆଜି ଏକାଦଶ ନାଟ୍ୟ ସଂଗ୍ରହ କାର୍ଯ୍ୟକ୍ରମ

ଭୁବନେଶ୍ୱର : ପୁରବାଇ ସଂସ୍କୃତି କଳା ବିକାଶ କେନ୍ଦ୍ର ପକ୍ଷରୁ ଆଜି ସନ୍ଧ୍ୟା ୫ ୩୦ ରୁ ୭ ଟା ମଧ୍ୟରେ ୱେବିନାର ମାଧ୍ୟମରେ ଏକାଦଶ ନାଟ୍ୟ ସଂଗ୍ରହ ( ନାଟ୍ୟଶାସ୍ତ୍ରର ୩୬ଟି ବିଷୟ ଉପରେ ଏକ ସଂକ୍ଷିପ୍ତ ଆଲୋଚନା ) ଶୀର୍ଷକ ଏକ କାର୍ଯ୍ୟକ୍ରମ ଆୟୋଜନ ହେବାର ଅଛି। ଏହି କାର୍ଯ୍ୟକ୍ରମକୁ…

ଲଳିତ କଳା ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ଅନଲାଇନ ଚିତ୍ରକଳା ଶିବିର ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଅନଲାଇନ ଚିତ୍ରକଳା ଶିବିର ଉଦଘାଟିତ ହୋଇଯାଇଛି। ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରକୁ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଥିଲେ। ଏହି ଶିବିରରେ…

ଅନଲାଇନ ମାଧ୍ୟମରେ ଶ୍ରୀ ଜଗନ୍ନାଥଙ୍କ ୧୭୬ ତମ କଥାମୃତ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓ ବ୍ୟାସ କବି ଫକୀରମୋହନ ଭବନ ଆନୁକୂଲ୍ୟରେ ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୧୭୬ ତମ କଥାମୃତ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ବାର୍ତ୍ତା ସହ ପ୍ରଭାତ କୁମାର…

ଆଧୁନିକ ଓ ପାରମ୍ପରିକ କଳାର ଏକ ମିଶ୍ରିତ ରୂପ : ଶିଳ୍ପୀଗୁରୁ ବ୍ରଜକିଶୋର ଜେନା

କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ   ୧୯୫୭ ମସିହା ଜୁଲାଇ ମାସ ୬ ତାରିଖରେ ବାଲେଶ୍ୱର ଜିଲ୍ଲା ଗୋହିରାପଦା ଗାଁର ଜଗବନ୍ଧୁ ଜେନା ଓ ମାତା ରୁକ୍ମଣୀଙ୍କ କୋଳ ମଣ୍ଡନ କରି ଜନ୍ମଗ୍ରହଣ କରିଥିଲେ ଶିଳ୍ପୀ ବ୍ରଜକିଶୋର ଜେନା । ବାଲ୍ୟକାଳରୁ…

ତିଆରି ଚାଲିଛି ତିନି ଦିଅଁଙ୍କ ପାଟ ବସ୍ତ୍ର

ରାଉତପଡ଼ା : କରୋନା କଟକଣା ଭିତରେ ବି ଚାଲିଛି ରଥଯାତ୍ରା ପ୍ରସ୍ତୁତି । ଗୋଟିଏ ପଟେ ରଥ ନିର୍ମାଣ ଚାଲିଥିବା ବେଳେ ଅନ୍ୟ ପଟେ ଚାଲିଛି ତିନି ଦିଅଁଙ୍କର ପାଟ ବସ୍ତ୍ର ତିଆରି । ଆଉ ଖାସ୍ କରି ଏହି ପାଟ ବସ୍ତ୍ର ତିଆରି କରୁଛନ୍ତୀ ଖୋର୍ଦ୍ଧା ରାଉତପଡ଼ା ଗାଁର ବୁଣାକାର ମାନେ । ଛୋଟର ବଡ଼ ସଭିଏଁ…

ଆରଟେମିିନ କଳା ସଂସ୍ଥାର ଅନଲାଇନ ଆଲୋଚନା ଚକ୍ର

ଭୁବନେଶ୍ୱର : ବିଶିଷ୍ଟ କଳା ଅନୁଷ୍ଠାନ 'ଆରଟେମିିନ କଳା ସଂସ୍ଥା' ଆନୁକୂଲ୍ୟରେ "ରସ ଉପରେ ରଙ୍ଗର ପ୍ରଭାବ" ଶୀର୍ଷକରେ ଏକ ଭର୍ଚୁଆଲ କଳା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଦିତ୍ୟ କୁମାର ଜେନା ଓ ଶତ୍ରୁଘ୍ନ ସାହୁଙ୍କ ଉପସ୍ଥାପନା ଏବଂ କବିତା ମଞ୍ଜରୀଙ୍କ ପରିଚାଳନାରେ ଆୟୋଜିତ ଏହି…